ଜ୍ୟୋତିଷ

କିଏ ଓ କିପରି କଇଁଛ ମୁଦି ପିନ୍ଧିଲେ କମ୍ ଦିନରେ ମଣିଷ ହେଇଯାଏ ଧନୀ

ନମସ୍କାର ବନ୍ଧୁଗଣ , ଆଜି କଲି ପ୍ରାୟତ କଇଁଛ ମୁଦି ସମସ୍ତେ ପିନ୍ଧୁଛନ୍ତି । କିନ୍ତୁ ସେମାନେ ଜାଣିନଥାନ୍ତି କି ଏହି କଇଁଛର ମୁଦିକୁ କିପରି ଏବଂ କେଉଁ ଦିନ କେଉଁ ଭଗବାନ ପିନ୍ଧିବା ଦ୍ଵାରା  ଲାଭ ଦାୟକ ହୋଇଥାଏ । ଏହି କଇଁଛର ମୁଦିକୁ କେଉଁ ରାଶିର ଲୋକ ପିନ୍ଧିବା ଦ୍ଵାରା ଲାଭ ଦାୟକ ହୋଇଥାଏ, ଏବଂ କେଉଁ ରାଶିର ଲୋକ ପିନ୍ଧିବା ଦ୍ଵାରା କ୍ଷତି ହୋଇଥାଏ ।ତେଣୁ ଆମେ ଆଜି ଜାଣିବା ଏହି ମୁଦିକୁ କେଉଁ ବ୍ୟକ୍ତି ପିନ୍ଧିବା ଦ୍ଵାରା ତାହାର ଭଲ ହୋଇଥାଏ ଏବଂ କେଉଁ ବ୍ୟକ୍ତି ପିନ୍ଧିବା ଦ୍ଵାରା ତାହାର ଅନେକ କ୍ଷତି ହୋଇଥାଏ ।

ପୂରାଣ ଶାସ୍ତ୍ର ଅନୁସାରେ ଏହି କଇଁଛ ହେଉଛି ଶ୍ରୀ ହଋ ବିଷ୍ଣୁକର ଏକ ଅବତାର ବା ତାହାକାର ଏକ ସ୍ୱରୂପ ଅଟେ , ଏବଂ ଏହା ଜଳଚର ଅଟେ । ଶ୍ରୀ ହରି ବିଷ୍ଣୁକ ସହିତ ମାତା ଲକ୍ଷ୍ମୀ ମଧ୍ୟ ଜଳରେ ବିରାଜିତ ଶ୍ରୀ ହରି ବିଷ୍ଣୁକ ସହିତ ମାତା ଲକ୍ଷ୍ମୀକ ଅପାର କୃପା କଇଁଛ ଉପରେ ରହିଅଛି ।ଏଣୁ ଏହି କଇଁଛ ମୁଦିକୁ ଧାରଣ କରିବା ଦ୍ଵାରା ମଣିଷକୁ ଶାନ୍ତି , ଶାଳୀନତା ଏବଂ ବିନମ୍ରତା ଆଦି ପ୍ରାପ୍ତ ହୋଇଥାଏ ।

ଏହି କଇଁଛ ମୁଦିକୁ ପିନ୍ଧିବା ଦ୍ଵାରା ନିଜ ଶରୀରରେ ଏବଂ ଘରେ  ସୁସ୍ଥ ଶ୍ଵାସ ରହିଥାଏ । ଯାହା ଦ୍ଵାରା ମଣିଷ ଧନ ଓ ସମ୍ପତିର ଅଧିକାରୀ ହୋଇଥାଏ । କିନ୍ତୁ ଅଜଣା ଭୁଲ ପାଇଁ କେତେ ଲୋକର କ୍ଷତି ମଧ୍ୟ ହୋଇଥାଏ । ତେଣୁ ସେ ଅଜଣା ଭୁଲ କଣ ହୋଇପାରେ ଆସନ୍ତୁ ଜାଣିବା । ସାଧାରଣତ କଇଁଛ ରୂପାର ବା ଚାନ୍ଦିର ହୋଇଥାଏ ।

କାରଣ ଏହା ଜଳତତ୍ଵ ହୋଇଥାଏ କିନ୍ତୁ ଆପଣା ରାଶି ଅନୁସାରେ ଧାତୁ ଚୟନ କରିପାରିବେ । ଦ୍ଵିତୀୟରେ ଏହି କଇଁଛ ମୁଦିକୁ କେବଳ ଦକ୍ଷିଣ ହସ୍ତରେ ପିନ୍ଧିବେ , ନାରୀ ହେଉ ବା ନର ଏହାକୁ ଡାହାଣ ଅଙ୍ଗୁଳିରେ ହିନ ପିନ୍ଧିପାରିବେ । ଏହି ମୁଦିକୁ କେବେବି କନିଷ୍ଟ ଅଙ୍ଗୁଳି ବୁଦ୍ଧା ଅଙ୍ଗୁଳି ବା ତର୍ଜନୀ ଅଙ୍ଗୁଳିରେ ପିନ୍ଧିବା ଉଚିତ ହୋଇନଥାଏ । ଏହାକୁ କେବଳ ମଧ୍ୟମା ଅଙ୍ଗୁଳିରେ ପିନ୍ଧିବା ଉଚିତ ।

ଏହା ଛୋଡା ଧନୁ ରାଶି , କୁମ୍ଭ ରାଶି , ମେଷ ରାଶି  ଲୋକ ମାନେ ପିନ୍ଧିବା ଦ୍ଵାରା ଅନେକ ଶୁଭ ଫଳ ମିଳିଥାଏ । ଜୀବନ ,ଧନ ଓ ସମ୍ପତିରେ ଭରିଯାଏ । କିନ୍ତୁ କନ୍ୟା ରାଶି , ବିଛା ରାଶି , ମୀନ ରାଶି ଏହି ରାଶିର ଲୋକମାନକ ପାଇଁ ଏହା ଅଧିକ ଅଶୁଭ ହୋଇଥାଏ । ଲାଭ ବଦଳରେ ଅନେକ କ୍ଷତି ମଧ୍ୟ ଘଟି ଥାଏ । ବାକି ରାଶି ମାନକ ପାଇଁ ସମଫଳ ଦାୟକ ହୋଇଥାଏ ।

ଏହି କଇଁଛ ମୁଦିକୁ ଶୁକ୍ରବାର ଦିନ କିଣିବା ଓ ଏହି ଦିନ ପିନ୍ଧିବାର ବିଧି ରହିଛି , ସୂର୍ଯ୍ୟ ଅସ୍ତ ପୂର୍ବରୁ ଏହାକୁ ପିନ୍ଧିବାର ନିୟମ ରହିଛି .। ଏହି କଇଁଛର ମୁଦିକୁ ପିନ୍ଧିବା ପୂବରୁ ଏହାକୁ ଗଙ୍ଗା ଜଳରେ ଭଲଭାବରେ ଧୋଇଦିଅନ୍ତୁ ଏବଂ ଏହାକୁ ପିନ୍ଧିବା ପୂର୍ବରୁ ଲକ୍ଷ୍ମୀ ନାରାୟଣକ ପାଖରେ ପୂଜା କରନ୍ତୁ ଓ ଏହା ପରେ କଇଁଛର ମୁଦି ଟିକୁ ପିନ୍ଧନ୍ତୁ ।

ଏପରି କରିବା ଦ୍ଵାରା  ଲକ୍ଷ୍ମୀ ନାରାୟଣକ ଅସୀମ କୃପା ପ୍ରାପ୍ତ ହୋଇଥାନ୍ତି ।ଯାହା ଦ୍ଵାରା ମଣିଷକୁ ଶୀତଳତା ,  ଶାଳୀନତା  , ବିନମ୍ରତା ଏହା ସହିତ ଶାନ୍ତି , ଏବଂ ଧନ ସମ୍ପତି ମଧ୍ୟ ପାଇଁ ଥାନ୍ତି । ତେଣୁ କରି କଇଁଛ ମୁଦିକୁ ଆପଣ ମାନେ ସମସ୍ତେ ନିହାତି ପିନ୍ଧନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button