ଟସ୍ ଜିତିଲା ଚେନ୍ନାଇ ସୁପର କିଙ୍ଗସ୍: ପ୍ରଥମେ ବୋଲିଂ – Kalinga News

[ad_1]
ବେଙ୍ଗାଲୁରୁ: ଆଇପିଏଲ୍ର ୬୮ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ଚେନ୍ନାଇ ସୁପର କିଙ୍ଗସ୍(ସିଏସକେ) ମୁହାଁମୁହିଁ ହୋଇଛନ୍ତି।
ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାଏକ୍ବାଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
🚨 Toss Update 🚨
Chennai Super Kings elect to bowl against Royal Challengers Bengaluru.
Follow the Match ▶️ https://t.co/7RQR7B2jpC#TATAIPL | #RCBvCSK pic.twitter.com/CMJy3elx12
— IndianPremierLeague (@IPL) May 18, 2024
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସ୍କ୍ବାଡ୍ରେ ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ) , ଦୀନେଶ କାର୍ତ୍ତିକ (ୱିକେଟକିପର) , ବିରାଟ କୋହଲି , ରଜତ ପଟିଦାର , ଗ୍ଲେନ୍ ମ୍ୟାକ୍ସୱେଲ , କାମେରନ୍ ଗ୍ରୀନ୍ , ମହିପାଲ ଲୋମୋର , କର୍ଣ୍ଣ ଶର୍ମା , ମହମ୍ମଦ ସିରାଜ , ଲକି ଫର୍ଗୁସନ୍ , ୟଶ ଦିନଲ , ସ୍ବପ୍ନିଲ ସିଂ , ଅନୁଜ ରାୱତ , ସୁଆଶ ପ୍ରଭୁଦେଶାଇ , ବିଜୟକୁମାର ବିଶାକ୍ , ହିମାଂଶୁ ଶର୍ମା , ମୟଙ୍କ ଦାଗର , ମନୋଜ ଭଣ୍ଡେଜ୍ , ଟମ୍ କୁରାନ୍ , ଅଲଜାରୀ ଜୋସେଫ , ଆକାଶ ଦୀପ , ସୌରଭ ଚୌହାନ , ରାଜନ କୁମାର ପ୍ରମୁଖ ଅଛନ୍ତି।
ସେହିପରି ଚେନ୍ନାଇ ସୁପର କିଙ୍ଗସ୍ ସ୍କ୍ବାଡ୍ରେ ଋତୁରାଜ ଗାଏକ୍ବାଡ (ଅଧିନାୟକ) , ଏମଏସ ଧୋନି (ୱିକେଟକିପର) , ରାଚିନ ରବିନ୍ଦ୍ର , ଡାରିଲ ମିଚେଲ , ଶିବମ ଦୁବେ , ରବିନ୍ଦ୍ର ଜାଡେଜା , ଶାର୍ଦ୍ଦୁଲ ଠାକୁର , ତୁଷାର ଦେଶପାଣ୍ଡେ , ସିମରଜିତ ସିଂ , ମହେଶ ତକ୍ଷନା , ଅଜିଙ୍କ୍ୟ ରାହାନେ , ସମିର ରିଜଭୀ , ପ୍ରଶାନ୍ତ ସୋଲାଙ୍କି, ଅଜୟ ଯାଦବ ମଣ୍ଡଳ, ମୁକେଶ ଚୌଧୁରୀ , ମିଚେଲ ସାଣ୍ଟନର୍ , ରିଚାର୍ଡ ଗ୍ଲିସନ୍ , ଆର.ଏସ୍ ହାଙ୍ଗରଗେକର୍ , ଶେଖ୍ ରସିଦ୍ , ନିଶାନ୍ତ ସିନ୍ଧୁ , ଆରାଭେଲି ଆଭାନିଶ୍ ପ୍ରମୁଖ ଅଛନ୍ତି।
[ad_2]




