ରାଜନୀତି

ଆଜି ରାଉରକେଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ – Kalinga News

[ad_1]

ରାଉରକେଲା: ଆଜି ରାଉରକେଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ସେକ୍ଟର ୧୩ ମେଳଣ ପଡ଼ିଆରେଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ବାହାରି ପୂର୍ବାହ୍ନ ୧୧ଟା୨୦ ମିନିଟ ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ ସଭା ସ୍ଥଳକୁ ଯିବେ। ମୁଖ୍ୟମନ୍ତ୍ରୀ ବିଶାଳ ନିର୍ବାଚନୀ ଜଣସମାବେଶକୁ ସମ୍ବୋଧିତ କରିବେ। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ।ପାଖାପାଖି ୧୨ଟା୧୫ ମିନିଟ ସମୟରେ ସଭା ଶେଷ ହେବା ପରେ ପୁଣି ଭୁବନେଶ୍ୱର ଫେରି ଯିବେ ନବୀନ ପଟ୍ଟନାୟକ। ସଭାକୁ ସଫଳ କରିବାକୁ ରାଉରକେଲାରେ ନେତା ଓ କର୍ମୀ ଲାଗି ପଡ଼ିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button