ଟସ୍ ଜିତିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍: ପ୍ରଥମେ ବୋଲିଂ – Kalinga News

[ad_1]
ନୂଆଦିଲ୍ଲୀ: ଆଇପିଏଲ୍ର ୬୪ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
🚨 Toss Update 🚨
Lucknow Super Giants elect to field against Delhi Capitals.
Follow the Match ▶️ https://t.co/qMrFfL9gTv#TATAIPL | #DCvLSG pic.twitter.com/dxf8kBgKIf
— IndianPremierLeague (@IPL) May 14, 2024
ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡ୍ରେ ରିଷଭ ପନ୍ତ (ଅଧିନାୟକ ଏବଂ ୱିକେଟକିପର) , ଡେଭିଡ ୱାର୍ଣ୍ଣର , ଜେକେ ଫ୍ରେଜର-ମ୍ୟାକଗର୍କ , ଅଭିଷେକ ପୋରେଲ , ଶାଇ ହୋପ , କୁମାର କୁଶାଗ୍ରା , ଆକ୍ଷର ପଟେଲ , ତ୍ରିସ୍ତାନ ଷ୍ଟବ୍ସ , ରସିଖ ଦାର ସଲାମ , କୁଲଦୀପ ଯାଦବ , ମୁକେଶ କୁମାର , ଇଶାନ୍ତ ଶର୍ମା , ଖଲିଲ ଅହମ୍ମଦ , ପ୍ରବୀଣ ଦୁବେ, ସୁମିତ କୁମାର , ରିକି ଭୁଇ , ବିକି ଓଷ୍ଟୱାଲ , ଗୁଲବାଦ୍ଦିନ ନାଏବ , ଲଲିତ ଯାଦବ , ପୃଥ୍ବୀ ଶ , ଲିଜାଡ ୱିଲିୟମ୍ସ , ଜାଇ ରିଚାର୍ଡସନ , ଅନରିଚ ନର୍ଟେଜେ , ୟଶ ଧଲ , ସ୍ବସ୍ତିକ ଚିକାରା ପ୍ରମୁଖ ଅଛନ୍ତି।
ସେହିପରି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ସ୍କ୍ବାଡ୍ରେ କେ.ଏଲ୍ ରାହୁଲ (ଅଧିନାୟକ ଏବଂ ୱିକେଟକିପର) , କ୍ୱିଣ୍ଟନ୍ ଡି କକ୍ , ମାର୍କସ୍ ଷ୍ଟୋଇନିସ୍ , କ୍ରୁନାଲ୍ ପାଣ୍ଡ୍ୟା , ନିକୋଲାସ୍ ପୁରନ୍ , ଆୟୁଷ ବାଡୋନି , ଦୀପକ ହୁଡା , କୃଷ୍ଣପ୍ପା ଗୋଥମ୍ , ରବି ବିଶ୍ନୋଇ , ନବୀନ -ଉଲ-ହକ , ଯଶ ଠାକୁର , ୟୁଧବୀର ସିଂ ଚାରାକ, ଅଷ୍ଟନ ଟର୍ନର, ମନିମାରଣ ସିଦ୍ଧାର୍ଥ , ଅମିତ ମିଶ୍ର , ଦେବଦତ୍ତ ପାଦିକ୍କଲ , ଅର୍ଶିନ କୁଲକର୍ଣ୍ଣି , ମୋହସିନ୍ ଖାନ୍ , କାଇଲ୍ ମାୟର୍ସ , ମ୍ୟାଟ ହେନେରୀ , ପ୍ରେରକ ମଙ୍କଡ , ଅର୍ଶଦ ଖାନ , ଶାମର ଜୋସେଫ ପ୍ରମୁଖ ରହିଛନ୍ତି।
[ad_2]




