ଖେଳ ଖବର

ଟସ୍ ଜିତିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍: ପ୍ରଥମେ ବ୍ୟାଟିଂ – Kalinga News

[ad_1]

ହାଇଦ୍ରାବାଦ: ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଛି।

ସନରାଇଜର୍ସ ହାଇଦ୍ରାବାଦ ସ୍କ୍ବାଡ୍‌ରେ ହେନରିଚ୍ କ୍ଲାସେନ୍ (ୱିକେଟକିପର) , ପ୍ୟାଟ୍ କମିନ୍ସ (ଅଧିନାୟକ ) , ଟ୍ରାଭିସ୍ ହେଡ୍ , ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ , ନୀତୀଶ ରେଡ୍ଡୀ , ଅବଦୁଲ ସମାଦ , ଶାହାବାଜ ଅହମ୍ମଦ , ମାର୍କୋ ଜାନସେନ୍ , ଭୁବନେଶ୍ୱର କୁମାର , ଟି ନାଟାରାଜନ , ସାନବୀର ସିଂ , ମୟଙ୍କ ମାର୍କାଣ୍ଡେ , ଗ୍ଲେନ ଫିଲିପ୍ସ , ଜୟଦେବ ଉନାଦକ , ଉମ୍ରାନ ମଲିକ , ଆଡେନ ମାର୍କ୍ରାମ , ରାହୁଲ ତ୍ରିପାଠୀ , ୱାଶିଂଟନ ସୁନ୍ଦର , ଅନମୋଲପ୍ରୀତ ସିଂ , ଉପେନ୍ଦ୍ର ଯାଦବ ,ଝାଟଭେଦ୍ ସୁବ୍ରମଣ୍ୟନ , ବିଜୟକାନ୍ତ ଭିଆସ୍କାନ୍ତ , ଫଜଲହକ୍ ଫାରୁକି , ଆକାଶ ମହାରାଜ ସିଂ ପ୍ରମୁଖ ଅଛନ୍ତି।

ସେହିପରି ଲ‌କ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ସ୍କ୍ବାଡ୍‌ରେ କେ.ଏଲ୍ ରାହୁଲ (ଅଧିନାୟକ ଏବଂ ୱିକେଟକିପର) , ଅର୍ଶିନ କୁଲକର୍ଣ୍ଣି , ମାର୍କସ୍ ଷ୍ଟୋଇନିସ୍ , ଦୀପକ ହୁଡା , ନିକୋଲାସ୍ ପୁରାନ୍ , ଆୟୁଷ ବାଦୋନି , ଆଷ୍ଟନ୍ ଟର୍ନର , କ୍ରୁନାଲ ପାଣ୍ଡ୍ୟା , ଯୁଧିଭିର ସିଂ ଚାରାକ , ରବି ବିଶ୍ନୋଇ , ନବୀନ-ଉଲ-ହକ , ଯଶ ଠାକୁର , ମୋହସିନ୍ ଖାନ୍ , କୃଷ୍ଣପ୍ପା ଗୋଥାମ , ଦେବଦତ୍ତ ପାଦିକଲ , ଅମିତ ମିଶ୍ର , କାଇଲ ମାୟର୍ସ , କ୍ୱିଣ୍ଟନ ଡି କକ , ମ୍ୟାଟ ହେନେରୀ , ପ୍ରେରକ ମଙ୍କଡ , ଅର୍ଶଦ ଖାନ , ଶାମର ଜୋସେଫ ପ୍ରମୁଖ ଅଛନ୍ତି।

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button