ଖେଳ ଖବର

ଟସ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ: ପ୍ରଥମେ ବୋଲିଂ – Kalinga News

[ad_1]

ବେଙ୍ଗାଲୁରୁ: ଆଇପିଏଲର ୫୨ ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ଗୁଜୁରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହୋଇଛନ୍ତି। ବେଙ୍ଗାଲୁରୁର ଏମ.ଚିଦାମ୍ବରମ ଷ୍ଟାଡ଼ିୟମ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାପ୍ ଡୁ ପ୍ଲେସିସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁଜୁରାଟ ଟାଇଟନ୍ସ ଅଧିନାୟକ ଶୁଭମାନ୍ ଗିଲ୍‌ଙ୍କ ନେତୃତ୍ବରେ ବ୍ୟାଟିଂ ବୋଲିଂ ଆରମ୍ଭ କରିଛି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସ୍କ୍ବାଡ୍‌ରେ ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ) , ଦୀନେଶ କାର୍ତ୍ତିକ (ୱିକେଟ କିପର) , ବିରାଟ କୋହଲି , ୱିଲ୍ ଜ୍ୟାକ୍ , ରଜତ ପଟିଦାର , ଗ୍ଲେନ୍ ମ୍ୟାକ୍ସୱେଲ , କାମେରନ୍ ଗ୍ରୀନ୍ , ସ୍ବପ୍ନିଲ୍ ସିଂ , କର୍ଣ୍ଣ ଶର୍ମା , ମହମ୍ମଦ ସିରାଜ , ଯଶ ଦୟାଲ , ଅନୁଜ ରାୱତ , ମହିପାଲ ଲୋମର , ହିମାଂଶୁ ଶର୍ମା , ଆକାଶ ଦୀପ , ବିଜୟକୁମାର ବିଶାକ୍ , ରିସ୍ ଟୋପଲି , ଟମ୍ କୁରାନ୍ , ଲକି ଫର୍ଗୁସନ୍ , ମୟଙ୍କ ଡାଗର , ଅଲଜାରୀ ଜୋସେଫ , ସୁଆଶ ପ୍ରଭାସସେ , ମନୋଜ ଭଣ୍ଡେଜ , ସୌରଭ ଚୌହାନ, ରାଜନ କୁମାର ପ୍ରମୁଖ ଅଛନ୍ତି।

ସେହିପରି ଗୁଜୁରାଟ ଟାଇଟାନ୍ସ ସ୍କ୍ବାଡ୍‌ରେ ରିଦ୍ଧିମାନ ସାହା (ୱିକେଟ କିପର) , ଶୁବମାନ ଗିଲ (ଅଧିନାୟକ) , ସାଇ ସୁଧରସନ , ଡେଭିଡ ମିଲର , ଆଜମତୁଲ୍ଲା ଓମାରଜାଇ , ରାହୁଲ ତେୱାଟିଆ , ଶାହାରୁଖ ଖାନ , ରସିଦ ଖାନ , ରବିଶ୍ରୀନିବାସନ ସାଇ କିଶୋର , ନୁର ଅହମ୍ମଦ , ମୋହିତ ଶର୍ମା , ସନ୍ଦୀପ ୱାରିଅର , ଶରତ ବି.ଆର., ବିଜୟ ଶଙ୍କର, ମାନବ ସୂତାର , ଦର୍ଶନ ନାଲକାଣ୍ଡେ , ମାଥ୍ୟୁ ୱେଡ , ଉମେଶ ଯାଦବ , କେନ ୱିଲିୟମସନ , ଜୟନ୍ତ ଯାଦବ , ଅଭିନାଭ ମନୋହର , ଜୋଶୁଆ ଲିଟିଲ , କାର୍ତ୍ତିକ ତ୍ୟାଗି , ସ୍ପେନ୍ସର ଜନସନ , ସୁଶାନ୍ତ ମିଶ୍ର ପ୍ରମୁଖ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button