ଦେଶ- ବିଦେଶ
ଜିମରେ ବ୍ୟାୟାମ କରୁଥିବା ସମୟରେ ବ୍ରେନଷ୍ଟ୍ରୋକ୍ରେ ମରିଗଲେ ୩୨ ବର୍ଷୀୟ ଯୁବକ – Kalinga News

[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାରଣାସୀର ଏକ ଜିମରେ ଜଣେ ୩୨ ବର୍ଷୀୟ ଯୁବକ ବ୍ୟାୟାମ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃ୍ତ ବ୍ୟକ୍ତିଙ୍କ ନାଁ ଦୀପକ। ସେ ତାଙ୍କ ନିୟମିତ ରୁଟିନ ଅନୁଯାୟୀ ବ୍ୟାୟାମ କରିବାକୁ ଜିମ୍ ଯାଇଥିଲେ। ତେବେ ବ୍ୟାୟାମ କରିବା ସମୟରେ ହଠାତ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କ ମୃତ ଘୋଷଣା କରିଥିଲେ। ଦୀପକ ତାଙ୍କ ମୁଣ୍ଡକୁ ଧରି ଯନ୍ତ୍ରଣାରେ ଛଟପଟ ହେଉଥିବାର ଭିଡିଓ ଦେଖିବାକୁ ମିଳିଛି।
[ad_2]




