ଖେଳ ଖବର

ଟସ୍ ଜିତିଲା ପଞ୍ଜାବ କିଙ୍ଗସ୍: ପ୍ରଥମେ ବୋଲିଂ – Kalinga News

[ad_1]

ଚେନ୍ନାଇ: ଆଇପିଏଲର ୪୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍(ସିଏସକେ) ଏବଂ ପଞ୍ଜାବ କିଙ୍ଗସ୍(ପିବିକେଏସ୍) ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ପଞ୍ଜାବ କିଙ୍ଗସ୍ ଅଧିନାୟକ ସାମ୍ କୁରନ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।
ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାଏକ୍ବାଡ୍‌ଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

ଚେନ୍ନାଇ ସୁପର କିଙ୍ଗସ୍ ସ୍କ୍ବାଡ୍‌ରେ ରୁତୁରାଜ ଗାଇକୱାଡ (ଅଧିନାୟକ) , ଏମଏସ ଧୋନି (ୱିକେଟକିପର) , ଅଜିଙ୍କ୍ୟ ରାହାନେ , ଡାରିଲ ମିଚେଲ , ମୋଇନ ଅଲି , ଶିବମ ଦୁବେ , ରବିନ୍ଦ୍ର ଜାଡେଜା , ଦୀପକ ଚହର , ତୁଷାର ଦେଶପାଣ୍ଡେ , ମୁସ୍ତାଫିଜୁର ରହମାନ , ମାଥେଶା ପାଥିରାନା , ସମୀର ରିଜଭି , ସାର୍ଦ୍ଦୁଲ ଠାକୁର, ଶେଖ୍ ରସିଦ୍, ମିଚେଲ ସଣ୍ଟେନେର୍ , ରାଚିନ୍ ରବିନ୍ଦ୍ର , ଅଜୟ ଯାଦବ ମଣ୍ଡଳ , ପ୍ରଶାନ୍ତ ସୋଲଙ୍କି , ମୁକେଶ ଚୌଧୁରୀ , ସିମରଜିତ ସିଂ , ଆର.ଏସ୍ ହଙ୍ଗରଗେକର , ମହେଶ ଥିଖାନା , ନିଶାନ୍ତ ସିନ୍ଧୁ , ଆରାଭେଲି ଆଭାନିଶ , ରିଚାର୍ଡ ଗ୍ଲିସନ୍ ପ୍ରମୁଖ ରହିଛନ୍ତି।

ସେହିପରି ପଞ୍ଜାବ କିଙ୍ଗସ୍ ସ୍କ୍ବାଡ୍‌ରେ ସାମ୍ କୁରାନ୍ (ଅଧିନାୟକ) , ଜିତେଶ ଶର୍ମା (ୱିକେଟକିପର) , ଜନି ବେୟାରଷ୍ଟୋ , ରିଏଲ ରୋସୋ , ଶଶାଙ୍କ ସିଂ , ଅଶୁତୋଷ ଶର୍ମା , ହରପ୍ରୀତ ବରାର , ହର୍ଷଲ ପଟେଲ , କାଗିସୋ ରାବାଡା , ରାହୁଲ ଚହର , ଅର୍ଶଦୀପ ସିଂ , ପ୍ରଭାସୀମନ୍ ସିଂ , ଋଷି ଧାବନ , ବିଦ୍ୟାଭ କଭର୍ଭା , ଶିଭମ ସିଂ, ପ୍ରିନ୍ସ ଚୌଧୁରୀ , ବିଶ୍ୱନାଥ ସିଂ , ନାଥାନ୍ ଏଲିସ୍ , ଅଥର୍ଭା ଟାଇଡ୍ , ତାନୟ ଥାୟାରାଜନ , ଲିଆମ୍ ଲିଭିଙ୍ଗଷ୍ଟୋନ୍ , ସିକନ୍ଦର ରଜା , କ୍ରିସ୍ ୱୁକସ୍ , ହରପ୍ରୀତ ସିଂ ଭାଟିଆ , ଶିଖର ଧାୱନ ପ୍ରମୁଖ ଅଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button