ରାଜନୀତି
କାକଟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ବିଶ୍ୱଭୂଷଣ ଦାସଙ୍କୁ ମିଳିଲା ଟିକେଟ୍ – Kalinga News

[ad_1]
ଭୁବନେଶ୍ବର: ପୁରୀ ଜିଲ୍ଲା କାକଟପୁର ବିଧାନସଭା ପାଇଁ କଂଗ୍ରେସ ମଙ୍ଗଳବାର ଦିନ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ୱଭୂଷଣ ଦାସଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଶ୍ରୀ ଦାସ ବିଜେପିରୁ ଟିକେଟ ନପାଇବା ପରେ କଂଗ୍ରେସରେ ସାମିଲ ହୋଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, କଂଗ୍ରେସ ଏପର୍ଯ୍ୟନ୍ତ ୧୪୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। କେବଳ ନୀଳଗିରି ଆସନରେ ପ୍ରାର୍ଥୀ ଦେଇ ନାହିଁ। କାକଟପୁର ଆସନରେ ବିଜୁ ଜନତା ଦଳ କ୍ରୀଡ଼ା ଓ ଯୁବ ସେବା ବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହରାଙ୍କୁ ଅବତୀର୍ଣ୍ଣ କରିଛି। ସେହିପରି ବିଜେପି ଟିକେଟରେ ବାଇଧର ମଲ୍ଲିକ ପଡ଼ିଆକୁ ଓହ୍ଲାଇଛନ୍ତି।
[ad_2]