ଜ୍ୟୋତିଷ

ଏହି ରାଶିର ପୁଅ ମାନେ ବିବାହ ପରେ ନିଜ ସ୍ତ୍ରୀ ଙ୍କୁ ମହାରାଣୀ ପରି ରଖିଥାନ୍ତି

ବନ୍ଧୁଗଣ ପ୍ରତେକ ଝିଅ ଙ୍କର ସ୍ଵପ୍ନ ଥାଏ କି ତାଙ୍କ ମନର ରାଜକୁମାର ତାଙ୍କ ଲାଇଫ ରେ ନିଶ୍ଚୟ କେବେ ନା କେବେ ଆସିବ । କିନ୍ତୁ ଅନେକ ସମୟରେ ଝିଅ ମାନେ ଯେଉଁ ପୁଅକୁ ପସନ୍ଦ କରିଥାନ୍ତି ନିଜର ଜୀବନ ସାଥି ରୂପେ ସେମାନେ ଭଲ ହୋଇ ନ ଥାନ୍ତି । ଆଜି ଆମେ ଏମିତି କିଛି ରାଶିର ପୁଅ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ନିଜ ସ୍ତ୍ରୀ ଙ୍କୁ ରାଣୀ ପରି ରଖିଥାନ୍ତି । ଏହି ରାଶିର ପୁଅ ମାନେ ନିଜ ସ୍ତ୍ରୀ ପ୍ରତି ଏତେ ସଚ୍ଚୋଟ ହୋଇଥାନ୍ତି ଓ ମାନ ସମାନ କରିଥାନ୍ତି ଯାହା ପାଇଁ ଝିଅ ରାଣୀ ଭଳି ଜୀବନଯାପନ ବିତାଇଥାଏ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମେଷ ରାଶି : ଏହି ରାଶିର ପୁଅ ମାନେ ବହୁତ କେୟାରିଙ୍ଗ ନ୍ୟାଚର ର ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କର ଛୋଟ ବଡ କଥା ର କେୟାର ନେଇଥାନ୍ତି । ଯଦି ସ୍ତ୍ରୀ ଙ୍କର ମନ ଭଲ ନ ଥାଏ ଏମାନେ ବିଚଳିତ ହୋଇ ଉଠନ୍ତି । ଏମାନଙ୍କର ସ୍ତ୍ରୀ ପ୍ରତି ଭଲ ସମ୍ପର୍କ ଥାଏ । ଏହି ପୁଅଙ୍କୁ ବାହା ହେଲେ ଝିଅ ମାନଙ୍କୁ ଏହା ଫାଇଦା ମିଳିଥାଏ କି ଏମାନଙ୍କର ସମ୍ପର୍କ ସବୁ ଦିନ ପାଇଁ ଚାଲିଥାଏ । ଏହି ପୁଅ ମାନେ ଯେତେ ରାଗିଲେ ବି ପରେ ମାନି ଯାଇଥାନ୍ତି ।

ମକର ରାଶି : ଏହି ରାଶିର ପୁଅ ମାନେ ନିଜ ସ୍ତ୍ରୀଙ୍କ ଉପରେ ଗର୍ବ ଅନୁଭବ କରିଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କୁ ଆଗକୁ ବଢିବାରେ ଦେଖିବାକୁ ଇଚ୍ଛା ଥାଏ । ଏମାନେ ସ୍ତ୍ରୀଙ୍କର କ୍ୟାରିୟରରେ ଉନ୍ନତି ହେଲ ଏମାନେ ମଧ୍ୟ ଖୁସି ପ୍ରାକ୍ସ କରିଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କର ରକ୍ଷା ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଥାନ୍ତି । ଏମାନେ ନିଜ ସ୍ତ୍ରୀ ପ୍ରତି ସଚ୍ଚୋଟ ହେବା ସହ ଅନ୍ୟ ସ୍ତ୍ରୀଙ୍କୁ ଖରାପ ନଜରରେ ଦେଖନ୍ତି ନାହିଁ । ଏମାନଙ୍କର ଏହି ଗୁଣ ସ୍ତ୍ରୀଙ୍କ ସହ ସମ୍ପର୍କ କୁ ଷ୍ଟ୍ରଙ୍ଗ କରାଇଥାଏ ।

ଧନୁ ରାଶି : ଏହି ରାଶିର ପୁଅ ମାନେ ମହିଳାଙ୍କୁ ମାନ ସମାନ ଦେଇଥାନ୍ତି । ଏମାନେ ପୁଅ ଓ ଝିଅ ମଧ୍ୟରେ ଭେଦଭଦ କରନ୍ତିନି । ଏମାନେ ସ୍ତ୍ରୀଙ୍କର ଖୁଶିର କେୟାର ନେଇଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କର ଖୁସି ପାଇଁ ସବୁବେଳେ ସ୍ପେଶାଲ କରିଥାନ୍ତି । ଏମାନଙ୍କ ପାଇଁ ସ୍ତ୍ରୀ କୌଣସି ହୀରା ଠାରୁ କମ ନୁହେଁ । ଏହି ରାଶିର ପୁଅଙ୍କୁ ବିବାହ କରିଥିବା ଝିଅ ବହୁତ ଖୁସିରେ ରହିଥାନ୍ତି ।

କୁମ୍ଭ ରାଶି : ଏହି ରାଶିର ପୁଅ ମାନେ ନିଜ ସ୍ତ୍ରୀ ଙ୍କର ଦିୱାନା ହୋଇଥାନ୍ତି । ଏମାନେ ନିଜ ପରିବାର ଅପେକ୍ଷା ସ୍ତ୍ରୀ କୁ ଗୁରୁତ୍ଵ ଦେଇଥାନ୍ତି । ଏମାନେ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ତେବେ ଏହି ରାଶିର ପୁଅ ମାନଙ୍କୁ ବିବାହ କରିଲେ ଝିଅ ମହାରାଣୀ ଭଳି ଜୀବନ ବିତାଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button