ଜ୍ୟୋତିଷ

ଆଜି ରାତି ଠାରୁ ମା ଲକ୍ଷ୍ମୀଙ୍କ କୃପାରୁ ଏହି 5ଟି ରାଶି ଭାଗ୍ୟଶାଳୀ, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ ?

ସମୟ କେତେବେଳେ କାହା ପାଇଁ ଭାଲ ଥିବା ବେଳେ କାହା ପାଇଁ ଖରାପ ହୋଇ ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କିଛି ରାଶି ମାନଙ୍କ ପାଇଁ ସମୟ ଆପେ ଆପେ ଏତେ ଭଲ ହୋଇ ଯାଇ ଥାଏ କି ସେମାନେ ପାଇବା ପାଇଁ ଚାହୁଁ ଥିବା ମଣିଷ କିମ୍ବା ବସ୍ତୁ ସେମାନଙ୍କ ପାଖକୁ ଆପେ ଆପେ ଆସି ଯାଇଥାଏ । କିନ୍ତୁ କିଛି ଜଣ ନିଜ ଖୁବ ପରିସ୍ରାମ କରିବା ପରେ ଏହାକୁ ପାଇବା ପାଇଁ ସକ୍ଷମ ହୋଇ ଥାନ୍ତି ।

ଏହା ମଧ୍ୟ ସତ୍ୟ କି ଯାହା ଆମେ ଚାହୁଁ ତାହା ଆମେ ପାଇବା ମାତ୍ରେ ସବୁ ବେଳେ ଅନ୍ୟ ଜିନିଷ ମାନଙ୍କୁ ଭୁଲି ଯାଇ ଥାଉ । କିନ୍ତୁ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଯାହା ଆମେ ଖୁବ କଷ୍ଟ କରି ଅର୍ଜନ କରି ଥାଉ ସେହି ଜିନିଷ କିମ୍ବା ବସ୍ତୁ କୁ ର ପ୍ରକୃତ ମୂଲ୍ୟ ଆମେ ଜାଣି ପାରୁ ।

ଆମେ ଏହା ମଧ୍ୟ ଜାଣି ପାରୁ କି ଆମେ ଯାହାଭି କରିବା ଏହା ପାଇଁ ଏକ ଭଲ ଉଦେଶ୍ୟ ରହିବା ଆବଶ୍ୟକ । କାହାକୁ କ୍ଷତି ଦେଇକି ଆମକୁ ଫାଇଦା କେବେହେଲେ ମିଳିବନୀ । ଆମେ ଆଜି ଏହି ଭଳି କିଛି ରାଶି ମାନଙ୍କ ଉପରେ ଆଲୋଚନା କରିବା ଯେଉଁ ମାନଙ୍କ ଉପରେ ଆଜି ରାତି ପର ଠାରୁ ମା ଲକ୍ଷ୍ମୀ ଙ୍କ ଖୁବ ଆଶୀର୍ବାଦ ଆସିବା ପାଇଁ ଯାଉଛି ।

ଏହି ରାଶି ମାନେ ଏବେ କେଉଁ ଭଳି ପରିଣାମ ପାଇବେ ଆସନ୍ତୁ ଜାଣିବା । ଯେଉଁ ମାନେ ଧାର ଉଧାର ରେ ବୁଡିକି ଅଛନ୍ତି ସେମାନେ ଏହା ମଧ୍ୟରୁ ବାହାରି ଯିବେ । ଏହା ସହ ଯେଉଁ ମାନେ ଏବେ କିଛି ନୂଆ କାମ କିମ୍ବା ବ୍ୟାପାର ଆରମ୍ଭ କରିଛନ୍ତି ସେମାନଙ୍କ ବ୍ୟାପାର ଏବେ ଖୁବ ଭଲ ଚାଲିବ । ଏହା ସହ ଯେଉଁ ମାନେ ଚାକିରି କରିଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଭଲ ପରିଣାମ ମଧ୍ୟ ପାଇବେ ।

ଯେଉଁ ମାନେ ବିବାହ କରିବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ବିବାହ କରିବେ ନିଶ୍ଚିତ ଭାବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଖୁବ ଭଲ ଅଛି । ଆପଣଙ୍କ ପଡିଶା ଘରେ ଥିବା ବ୍ୟକ୍ତି ମାନଙ୍କ ସମୟ ଖୁବ ଭଲ ହେବା ପାଇଁ ଯାଉଛି । କାରଣ ଆପଣ ଙ୍କ ସବୁ କଥାରେ ସେମାନେ ଆପଣଙ୍କୁ ସାହାଜ୍ଯ କରିବେ ।

ଯେଉଁ ମାନେ ନିଜ ସନ୍ତାନ ମାନଙ୍କ ପଢାକୁ ନେଇ ଚିନ୍ତାରେ ଥିଲେ ସେମାନେ ଏବେ ଖୁବ ଭଲ ପରିଣାମ ପାଇବେ । ଆପଣ ମାନେ ଏବେ ନୂଆ ଘର କିମ୍ବା ନୂଆ ଜାଣ ବାହାନ କିଇନିବାର ଯୋଗ ମଧ୍ୟ ଦେଖା ଯାଉଛି । ଯଦି କିଛି ପୁରୁଣା ସମ୍ପତ୍ତି ଆପଣଙ୍କ ଜୀବନରେ ବାଧା ହେଉଥିବ ତେବେ ଏହା ନିଶ୍ଚିତ ଭାବେ ଏବେ ଆପଣଙ୍କ ରାସ୍ତାରୁ ଆଡେଇ ହୋଇଯିବ । ଆଯୀ ଆମେ କହୁଥିବା ରାଶି ମାନଙ୍କ ନାମ ହେଉଛି ମେଷ, କନ୍ୟା, ସିଂହ, ତୁଳା, କୁମ୍ଭ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button