ଦିଲ୍ଲୀ କ୍ୟାପିଟାଲ୍ସର ବିସ୍ଫୋରକ ବ୍ୟାଟିଂ: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୫୮ ରନ୍ – Kalinga News
[ad_1]
ନୂଆଦିଲ୍ଲୀ: ଆଇପିଏଲ୍ର ୪୩ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମୁହାଁମୁହିଁ ହୋଇଛନ୍ତି।
ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ବରେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୪ ୱିକେଟ ୨୫୭ ହରାଇ ରନ୍ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୫୮ ରନ୍ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
𝙎𝙘𝙤𝙤𝙥𝙨 𝙤𝙣 𝙇𝙤𝙤𝙥 🔁
Tristan Stubbs displaying his range of shots with a 2️⃣6️⃣-run over 🔥
Watch the match LIVE on @JioCinema and @StarSportsIndia 💻📱#TATAIPL | #DCvMI | @DelhiCapitals pic.twitter.com/Hfb9aEYchf
— IndianPremierLeague (@IPL) April 27, 2024
ଦିଲ୍ଲୀ କ୍ୟାପିଟାଲ୍ସର ଦମ୍ଦାର୍ ବ୍ୟାଟିଂ କରିଥିବାବେଳେ ଜେକେ ଫ୍ରେଜର ମ୍ୟାକ୍ଗର୍କ ଧୂଆଁଧାର ବ୍ୟାଟିଂ କରିଛନ୍ତି। ସେ ୧୫ ବଲ୍ରେ ୫୦ ରନ୍ ସଂଗ୍ରହ କରିଥିଲେ।
ସେ ୨୭ ବଲ୍ରେ ୮୪ ରନ୍ ସଂଗ୍ରହ କରିଥିଲେ।
ସେହିପରି ଅଭିଷେକ ପୋରେଲ ୩୬ ରନ୍, ଶାଇ ହୋପ୍ ୪୧ ରନ୍, ରିଷଭ ପନ୍ତ ୨୯ ରନ୍, ଟ୍ରିଷ୍ଟନ ଷ୍ଟ୍ରବ୍ ୪୮ ରନ୍ ଏବଂ ଅକ୍ଷର ପଟେଲ ୧୧ ରନ୍ କରିଥିଲେ।
[ad_2]