ଦେଶ- ବିଦେଶ

ଯୋ-ନି ପୂଜା କଣ ପାଇଁ ହୋଇଥାଏ ଏହି ମନ୍ଦିରରେ ହୋଇଥାଏ ,ପ୍ରକୃତ ରହସ୍ୟ ଜାଣିଲେ ଆପଣ ହାତ ଯୋଡ଼ିଦେବେ

ଦର୍ଶକ ବନ୍ଧୁ ଏହା ବର୍ଷ ବର୍ଷ ରୁ ଚାଲି ଆସିଛି ଯେ ଯେବେ ମହିଳା ବା ଝିଅ ମାନଙ୍କ ମାସିକ ପୀଡ଼ା ଆରମ୍ଭ ହୋଇଥାଏ ସେମାନଙ୍କୁ ଶୁଭ ଏବଂ ଅଶୁଭ ଦୁଇଟି ଯାକ କାମ କରିବାକୁ ମନା କରା ଯାଇଥାଏ ତା ସହିତ କୌଣସି ମନ୍ଦିରକୁ ମଧ୍ୟ ପ୍ରବେଶ ନିଷେଧ କରାଯାଇଥାଏ |ହେଲେ ଭାରତର ଆସାମରେ ଏକ ଏପରି ଅଦ୍ଭୁତ ମଦିରା ଅଛି

ଯେଉଁଠାରେ ଏ କୌଣସି ନିୟମ ଲାଗୁ ହୋଇନଥାଏ କଣ ସେହି ମନ୍ଦିର ର ରହସ୍ୟ ଆସନ୍ତୁ ଜାଣିବା। ଏହି ମନ୍ଦିରଟି ମାତା ସତୀଙ୍କ ୫୧ ଶକ୍ତି ପୀଠ ମାନଙ୍କ ମଧ୍ୟରୁ ଅନ୍ୟତମ କୁହା ଯାଇଥାଏ କି ମାତାଙ୍କ ଏହି ପୀଠର ନିର୍ମାଣ ସେବେଠାରୁ ହୋଇଥିଲା |ଯେବେ ଭଗବାନ୍ ବିଷ୍ଠୁ ମାତା ସତୀଙ୍କ ର ୫୧ ଭାଗ କରିଦେଇ ଥିଲେ |

ମାତା ସତୀଙ୍କ ୫୧ ଭାଗ ଯେଉଁ ଥରେ ବି ପଡ଼ି ଥିଲେ ସେଠାରେ ଏକ ଶକ୍ତି ପୀଠ ସୃଷ୍ଠି ହୋଇଯାଇଥିଲା ଓ ଏହି ପୀଠରେ ମାତାଙ୍କ ଯୋନି ଭାଗ ପଡ଼ି ଥିଲା ଏହି କାରଣରୁ ମାତା ସମସ୍ତ ମହିଳା ଓ ଝିଅଙ୍କ କଷ୍ଟ ବୁଝିବା ଓ ତାର ସମାଧାନ କରିବା ପାଇଁ ମାତା ସମସ୍ତ ମହିଳା ଓ ଝିଅଙ୍କୁ ଅନୁମତି ପ୍ରଦାନ କରିଥାନ୍ତି ମନ୍ଦିରକୁ ଆସିବ ପାଇଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button