ଖେଳ ଖବର

ଟସ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ: ପ୍ରଥମେ ବୋଲିଂ ନିଷ୍ପତ୍ତି – Kalinga News

[ad_1]

କୋଲକାତା: ଆଇପିଏଲର ୩୬ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ରବିବାର ମୁହାଁମୁହିଁ ହୋଇଛନ୍ତି।
କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

କୋଲକାତା ନାଇଟ୍ ରାଇଡର୍ସ ସ୍କ୍ବାଡ୍‌ରେ ଫିଲିପ୍ ସଲ୍ଟ (ୱିକେଟକିପର) , ଶ୍ରେୟସ୍ ଆୟର (ଅଧିନାୟକ) , ସୁନୀଲ ନାରିନ , ଅଙ୍ଗକ୍ରିଶ ରଘୁବଂଶୀ , ଆଣ୍ଡ୍ରେ ରସେଲ , ରିଙ୍କୁ ସିଂ , ଭେଙ୍କଟେଶ ଆୟର , ରମଣଦୀପ ସିଂ , ମିଚେଲ ଷ୍ଟାର୍କ , ବରୁଣ ଚକ୍ରବର୍ତ୍ତୀ , ହର୍ଷିତ ରାଣା , ବୈଭବ ଆରୋରା , ସୁୟାଶ ଶର୍ମା , ମନୀଷ ପାଣ୍ଡେ , ଅନୁକୁଲ ରୟ , ରହମାନୁଲ୍ଲା ଗୁରୁବାଜ , ଆଲ୍ଲାହା ଗଜାନଫର , ସାକିବ ହୁସେନ୍ , ଶେରଫେନ୍ ରଦରଫୋର୍ଡ , ଚେତନ ସାକାରିଆ , ନୀତୀଶ ରାଣା , ଶ୍ରୀକର ଭାରତ , ଦୁଷ୍ମନାଥ ଚାମିରା ରହିଛନ୍ତି।

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସ୍କ୍ବାଡ୍‌ରେ ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ) , ଦୀନେଶ କାର୍ତ୍ତିକ (ୱିକେଟ କିପର) , ବିରାଟ କୋହଲି , ୱିଲ୍ ଜ୍ୟାକ୍ , ରଜତ ପାଟିଦାର , ସୌରଭ ଚୌହ୍ବାନ , ମହିପାଲ ଲୋମୋର , ଅନୁଜ ରାୱତ , ବିଜୟକୁମାର ବିଶାକ୍ , ରିସ୍ ଟୋପଲି , ଲକି ଫର୍ଗୁସନ୍ , ୟଶ ଦୟାଲ , ସୁୟ‌‌ାଶ ପ୍ରଭୁଦେଶାଇ, ସ୍ବପ୍ନିଲ ସିଂ, ମହମ୍ମଦ ସିରାଜ , କାମ ଶର୍ମା , ଗ୍ଲେନ୍ ମ୍ୟାକ୍ସୱେଲ , ଆକାଶ ଦୀପ , ରାଜନ କୁମାର , ଟମ କୁରାନ , ମାୟଙ୍କ ଦାଗର , ଅଲଜାରି ଜୋସେଫ , କ୍ୟାମେରନ୍ ଗ୍ରୀନ୍ , ମନୋଜ ଭଣ୍ଡେଜ୍ , ହିମାଂଶୁ ଶର୍ମା ରହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button