ଦେଶ- ବିଦେଶ

ଆମେରିକାରେ ୪.୮ ତୀବ୍ରତାର ଭୂକମ୍ପ – Kalinga News

[ad_1]

ୱାସିଂଟନ: ଶୁକ୍ରବାର ଆମେରିକାର ଉତ୍ତରପୂର୍ବାଞ୍ଚଳରେ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟୁୟର୍କ, ନ୍ୟୁଜର୍ସି ଓ ଆଖପାଖ ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା ବୋଲି ଆମେରିକା ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ଫଳରେ ଅନେକ ବିମାନର ଦିଗ ପରିବର୍ତ୍ତନ କରାଯାଇଥିଲା ବୋଲି ଫେଡ଼େରାଲ ଏଭିଏସନ ଆଡ୍ମିନିଷ୍ଟ୍ରେସନ ପକ୍ଷରୁ କୁହାଯାଇଛି। ଭୂକମ୍ପ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳାଇ ଦେଇଥିଲା। ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button