ଆଇପିଏଲ୍ର ୧୯ତମ ମ୍ୟାଚ୍: ଟସ୍ ଜିତିଲା ରାଜସ୍ଥାନ ରୟାଲର୍ସ, ପ୍ରଥମେ ବୋଲିଂ ନିଷ୍ପତ୍ତି – Kalinga News

[ad_1]
ଜୟପୁର: ଆଇପିଏଲ୍ର ୧୯ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲର୍ସ(ଆର୍ଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଶନିବାର ମୁହାଁମୁହିଁ ହୋଇଛନ୍ତି। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲର୍ସ ଅଧିନାୟକ ସଞ୍ଜୁ ସାମସନ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାଫ୍ ଡୁ ଫ୍ଲେସିସଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
🚨 Toss Update 🚨
Rajasthan Royals win the toss and elect to field against Royal Challengers Bengaluru.
Follow the Match ▶️ https://t.co/IqTifedknm#TATAIPL | #RRvRCB pic.twitter.com/5l5wvoXLMM
— IndianPremierLeague (@IPL) April 6, 2024
ରାଜସ୍ଥାନ ରୟାଲ୍ସର ପ୍ଲେଇଙ୍ଗ୍ ୧୧ରେ ଯଶସ୍ୱୀ ଜୈସୱାଲ, ଜୋସ୍ ବଟଲର, ସଞ୍ଜୁ ସାମସନ୍ (ୱିକେଟ କିପର / କ୍ୟାପଟେନ୍), ରିଆନ୍ ପରାଗ, ଧ୍ରୁଭ ଜୁରେଲ, ଶିମ୍ରନ୍ ହେଟମିୟର, ରବିଚନ୍ଦ୍ରନ୍ ଅଶ୍ୱିନ୍, ଟ୍ରେଣ୍ଟ ବୋଲ୍ଟ, ଆଭେଶ ଖାନ୍, ନନ୍ଦ୍ରେ ବର୍ଗର୍, ୟୁଜଭେନ୍ଦ୍ର ଚହଲ ରହିଛନ୍ତି।
ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେଇଙ୍ଗ୍ ୧୧ରେ ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, କ୍ୟାମେରନ୍ ଗ୍ରୀନ୍, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ସୌରଭ ଚୌହ୍ବାନ, ରିସ୍ ଟୋପଲି, ମାୟାନକ ଡାଗର, ମହମ୍ମଦ ସିରାଜ, ୟଶ ଦୟାଲ ରହିଛନ୍ତି।
[ad_2]




