ଖେଳ ଖବର

ସିଏସକେର ଅଧିନାୟକ ବଦଳିବା ପରେ ଦ୍ବନ୍ଦ୍ବ ବଢ଼ିଛି; ଜାଣନ୍ତୁ କାହିଁକି ଏଭଳି କହିଲେ ଦୀପକ ଚହର – Kalinga News

[ad_1]

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସପ୍ତଦଶ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସ(ସିଏସକେ)ର ଅଧିନାୟକତ୍ବ କରୁଛନ୍ତି ଋତୁରାଜ ଗାଏକ୍ବାଡ। ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ସିଏସକେର ଅଧିନାୟକତ୍ବ କରୁଥିବା ବେଳେ ହଠାତ୍ ଇସ୍ତଫ‌ା ଦେଇ ଋତୁରାଜଙ୍କୁ ଦାୟିତ୍ବ ଦେଇଥିଲେ। ହେଲେ ଦାୟିତ୍ବ ନେବା ପରେ ବି ପଡ଼ିଆରେ ଧୋନି ଅଧିନାୟକ ଭା‌ବେ କାମ କରୁଥିବା ଦେଖିବାକୁ ମିଳୁଛି।

କେଉଁ ଖେଳାଳି କେଉଁଠି ଛିଡ଼ା ହେବେ ସେ ସବୁର ନିଷ୍ପତ୍ତି ଧୋନି ନେଉଥିବା ଦେଖାଯାଇଥିବା ବେଳେ ଏବେ ସିଏସକେର କ୍ରିକେଟର ଦୀପକ ଚହର ଏହା ଉପରେ ନିଜର ପ୍ରତିକ୍ରିୟ‌ା ରଖିଛନ୍ତି। ସେ କହିଛନ୍ତି ଯେ, ସିଏସକେର ଅଧିନାୟକ ବଦଳିବା ପରେ ଦ୍ବନ୍ଦ୍ବ ବଢ଼ିଛି। ଫିଲ୍ଡିଂ ନିର୍ଦ୍ଦେଶାବଳୀ ପାଇଁ ଏବେ କାହା ଆଡକୁ ଦେଖୁଛ ବୋଲି ଦୀପକଙ୍କୁ ପଚରାଯିବା ପରେ ସେ କହିଛନ୍ତି ଯେ, ମୁଁ ପ୍ରଥମେ ମାହି ଭାଇଙ୍କୁ ଓ ପରେ ଋତୁରାଜଙ୍କୁ ଦେଖୁଛି। ହଠାତ୍ ଅଧିନାୟକ ବଦଳିବା ପରେ ଏବେ ଦ୍ବନ୍ଦ୍ବ ପଡ଼ିଛି। ଦୁହେଁ ମିଶି ‌ଏବେ ଫିଲ୍ଡିଂ ନିର୍ଦ୍ଦେଶାବଳୀ ଦେଉଛନ୍ତି। ନୂଆ ଦାୟିତ୍ବ ମିଳିବା ପରେ ଏବେ ଋତୁରାଜ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଖେଳାଳିଙ୍କ ମାର୍ଗଦର୍ଶନ ପାଇଁ ଚେଷ୍ଟା କରୁଛନ୍ତି। “



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button