ଦେଶ- ବିଦେଶ

ଇସ୍ତଫା ଦେବିନି, ଜେଲରୁ ସରକାର ଚଳାଇବି : କେଜ୍ରିୱାଲ – Kalinga News

[ad_1]

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଇଡି ୬ ଦିନ ରିମାଣ୍ଡରେ ନେଇଛି। ଜିଲ୍ଲା କୋର୍ଟରେ ଇଡି ୧୦ ଦିନ ପାଇଁ କେଜ୍ରିୱାଲଙ୍କୁ ରିମାଣ୍ଡରେ ନେବାକୁ ଚାହିଥିବାବେଳେ ଏଥିପାଇଁ ୬ ଦିନର ଅନୁମତି ମିଳିଛି। ତେବେ କେଜ୍ରିୱାଲଙ୍କୁ ଆଜି ଇଡି ହାଜତକୁ ନେବା ପୂର୍ବରୁ ସେ ଗଣମାଧ୍ୟମରେ ଟିପ୍ପଣୀ ରଖି କହିଛନ୍ତି ଯେ, ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବିନାହିଁ। ଯଦି ଆବଶ୍ୟକ ପଡ଼ିବ ମୁଁ ଜେଲରୁ ସରକାର ପରିଚାଳନା କରିବି। କେଜ୍ରିୱାଲ କହିଛନ୍ତି, ଜେଲରେ ରହେ କି ବାହାରେ ରହେ ଯେଉଁଠାରେ ରହିବି ସେଠାରୁ ସରକାର ପରିଚାଳନା କରିବି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button