ଦେଶ- ବିଦେଶ

ବେଶ୍ୟା ବୃତ୍ତି ବନାଇଦେଲା ଏହି ଦେଶକୁ ଧନୀ, ଏଠାରେ 1000 ଟଙ୍କାରେ ମିଳିବେ ସୁନ୍ଦରୀ ଯୁବତୀ

କଣ ଆପଣ ଜାଣନ୍ତି କି, ବିଶ୍ୱର ଏପରି ଏକ ଦେଶ ରହିଛି ଯେଉଁଠାରେ ଜଣେ ବ୍ୟକ୍ତିକୁ ଅତି କମ୍ ରେ ୪ଥର ବିବାହ କରିବାକୁ ପଡ଼ିଥାଏ । ନଚେତ୍ ସେହି ବ୍ୟକ୍ତିକୁ ସମାଜରୁ ବାସନ୍ଦ କରା ଯାଇଥାଏ । କେବଳ ଏତିକି ନୁହେଁ ଆହୁରି ଅଜବ ତଥ୍ୟ ରହିଛି ଏହି ଦେଶର । ଯେଉଁଥି ପାଇଁ ତ କାହିଁ କେତେ ଦୂରରୁ ଲୋକେ ଧାଇଁ ଆସନ୍ତି ଏଠାକୁ । ମନ ଭରି ଉପଭୋଗ କରିବା ପାଇଁ ।

ଆମେ ଆଜି ଆପଣଙ୍କୁ ଥାଇଲାଣ୍ଡ୍ ବିଷୟରେ କହିବାକୁ ଯାଉଛୁ । ଏହି ଦେଶରେ ଭରି ରହିଛି ମନୋରଞ୍ଜନ ଓ ମନୋରଞ୍ଜନର ସମସ୍ତ ମାଧ୍ୟମ । କୁହାଯାଏ ଏଠାରେ କେବେ ଅନ୍ଧକାର ହୁଏ ନା । ଦିନ ଠାରୁ ବି ଆହୁରି ଚମକି ଉଠେ ଏଠାକାର ରାତି ।

ଦିନ ଥିଲା ବହୁ ଗରିବ ଦେଶ ଥିଲା ଥାଇଲାଣ୍ଡ । ହେଲେ ଯେବେ ଠାରୁ ଏଠି ଖୁଲମ୍ ଖୁଲା ବେଶ୍ୟା ବୃତ୍ତି ହେବା ଆରମ୍ଭ ହେଲା ସେବେ ଠାରୁ ଦେଶ ଧନୀ ହେବାରେ ଲାଗିଲା । ଆଜି ଦୁନିଆର ସବୁଠାରୁ ଆକର୍ଷଣୀୟ ଟୁରିଷ୍ଟ ସ୍ଥାନ ହେଉଛି ଥାଇଲାଣ୍ଡ ।

ଏଠାକାର ସବୁଠାରୁ ଆକର୍ଷଣୀୟ ଜିନିଷ ହେଉଛି ଏଠାକାର ବିଚ୍ ଓ ନାନାରାଜ୍ ଆକର୍ଷଣୀୟ ହୋଟେଲ୍ ସାଙ୍ଗକୁ ବିଭିନ୍ନ ଆକର୍ଷଣୀୟ ସ୍ଥାନ ଓ ସୁନ୍ଦରୀ ଯୁବତୀ । ଯଦି ଆପଣ ବି ଚାହାଁନ୍ତି ଥାଇଲାଣ୍ଡ୍ କୁ ବୁଲିଯିବା ପାଇଁ ତେବେ ଆମେ ଆପଣଙ୍କୁ କହି ରଖୁଛୁ ଏହା ମାତ୍ର ୧୮,୦୦୦ ରୁ ୨୦,୦୦୦ ଟଙ୍କା ମଧ୍ୟରେ ହୋଇ ପାରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button