ସ୍ୱାସ୍ଥ୍ୟ

କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତା ମହିଳାଙ୍କ ପ୍ରତି କାହିଁକି ଅଧିକ ଆକର୍ଷିତ ହୁଅନ୍ତି ଯୁବକ, ଗବେଷଣାରୁ ଜଣାପଡିଲା ବଡ଼ କାରଣ

କଣ ଆପଣ ଜାଣନ୍ତି କି କୁମାରୀ ଝିଅ ମାନଙ୍କ ଅପେକ୍ଷା ବିବାହିତା ମହିଳା ମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଯୁବକ ମାନେ । କଥାଟି ଅପ୍ରିୟ ହେଲେ ବି ସତ । ଏହା ବର୍ତ୍ତମାନ ସମୟର କେବଳ କଥା ନୁହେଁ । ଏହା ଯୁବକ ମାନଙ୍କର ଏକ ପ୍ରକୃତି କହିଲେ କିଛି ଭୁଲ୍ ହେବ ନାହିଁ ।

ତେବେ ଯଦି ଦେଖାଯାଏ, ଏପରି ହେବାର ଅନେକ କାରଣ ରହିଛି । ଯେଉଁଥି ପାଇଁ ଯୁବକ ମାନେ ଖୁବ୍ ଶୀଘ୍ର ବିବାହିତା ମହିଳା ମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଆଜି ଆସନ୍ତୁ ଜାଣିବା କଣ ଏପରି ସବୁ ରହିଛି ଯେଉଁଥି ପାଇଁ ଯୁବକ ମାନେ କୁମାରୀ ଝିଅ ମାନଙ୍କ ଅପେକ୍ଷା ବିବାହିତା ମହିଳା ମାନଙ୍କୁ ବେଶ୍ ପସନ୍ଦ କରନ୍ତି ।

1 – କୁମାରୀ ଝିଅ ଅପେକ୍ଷା ବିବାହିତା ମହିଳା ମାନେ ପୁରୁଷଙ୍କ ମନ କଥା ବେଶୀ ବୁଝି ପାରନ୍ତି ଓ ସେହି ଅନୁସାରେ ନିଜକୁ ସଜେଇ ରଖିଥାଆନ୍ତି ।

2 – ବିବାହିତ ମହିଳା ମାନେ ଅଧିକ ଆତ୍ମ ବିଶ୍ବାସୀ ଓ ସୁନ୍ଦର ଦେଖା ଯାଆନ୍ତି ।

3 – ବିବାହ ପରେ ଝିଅ ମାନଙ୍କ ଶରୀର ଗଠନରେ ଏକ ବଡ ପରିବର୍ତ୍ତନ ଦେଖା ଦେଇଥାଏ । ଯେଉଁଥି ପାଇଁ ଯୁବକ ମାନେ ଅଧିକ ଆକର୍ଷିତ ହୋଇଥାନ୍ତି ।

4 – ବିବାହିତା ମହିଳା ମାନଙ୍କ ମନ ସାଧାରଣତଃ ଖୁସି ରହିଥାଏ, ଯେଉଁଥି ପାଇଁ ଏକ ହରମୋନର ପ୍ରଭାବରେ ସେମାନଙ୍କ ଚେହେରା ଗ୍ଲୋ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button