ସ୍ୱାସ୍ଥ୍ୟ

କମ୍ ବୟସରେ ଶାରୀରିକ ସମ୍ପର୍କ ରଖିଲେ ହୋଇଥାଏ ଏହି ୫ଟି ବଡ କ୍ଷତି, ସବୁ ପୁଅଝିଅ ଜାଣି ରଖିବା ଦରକାର

ଯୁବାବସ୍ଥାର ଆନନ୍ଦ ପାଇଁ ଆଜିକାଲିର କିଛି ପୁଅଝିଅ ବୟସ ସୀମା ମଧ୍ୟ ଭୁଲି ଯାଉଛନ୍ତି । ଶାରୀରିକ ସମ୍ପର୍କ ରଖିବାର ଏକ ବୟସ ରହିଥାଏ ଯଦି ଆମେ ଏହାକୁ ବୟସ ପୂର୍ବରୁ କରିବା ତେବେ ଶରୀର ଉପରେ ଏହା ଖରାପ ପ୍ରଭାବ ପକାଇଥାଏ। ପ୍ରତ୍ୟେକ ଜୀନିଷର ଭଲ ଓ ଖରାପ ରହିଥାଏ। ସେମିତି ହିଁ କମ୍ ବୟସରେ ଶାରୀରିକ ସମ୍ପର୍କ ରଖିବା ଆଗାମୀ ଦିନ ପାଇଁ ଏକ ଭୟଙ୍କର ସମସ୍ୟା ଶରୀର ପାଇଁ ସୃଷ୍ଟି କରିଥାଏ। ତେବେ ଆସନ୍ତୁ ଜାଣିବା ଏହାର କୁପ୍ରଭାବ ବିଷୟରେ।

ପ୍ରତ୍ୟେକ ପୁଅ ଝିଅ ନିହାତି ଜାଣିବା ଉଚିତ୍ ଯେ ଶାରୀରିକ ସମ୍ପର୍କ ରଖିବାର ଏକ ସଠିକ୍ ଵୟସ ରହିଥାଏ। ତେବେ ୧୮ ବର୍ଷ ପୂର୍ବେ ଶାରୀରିକ ସମ୍ପର୍କ ରଖିବା ଶରୀର ଉପରେ ବହୁତ୍ ବଡ ଖରାପ ପ୍ରଭାବ ପକାଇ ଥାଏ। କାରଣ ଏହି ସମୟରେ ଶରୀର ଭଲ ଭାବରେ ବିକଶିତ ହୋଇନଥାଏ। ଯାହା ଆମ ଶରୀରର ବିକାଶ ଉପରେ ପଡିଥାଏ, ଯାହା ଦ୍ଵାରା ଶରୀର ବିକାଶ ହୋଇ ନ ଥାଏ। ଏଥିପାଇଁ କମ୍ ବୟସରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ।

କମ ବୟସ ରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ସବୁଠାରୁ ବଡ଼ ସମସ୍ୟା ଗର୍ଭାବସ୍ଥା ଉପରେ ପଡିଥାଏ ଏବଂ ଝିଅମାନେ ଏହି କମ ବୟସ ରେ ଶାରୀରିକ ସମ୍ବନ୍ଧ ରଖି ଗର୍ଭବତୀ ହେଇଥାନ୍ତି। କାରଣ କମ ବୟସ ରେ ସେମାନେ ଶାରୀରିକ ସମ୍ବନ୍ଧ କୁ ନେଇ କୌଣସି ବି ସଚେତନତା ସମ୍ପର୍କ ରେ ଜାଣି ନ ଥାନ୍ତି ଏବଂ ଏହି କାରଣ ରୁ ତାଙ୍କ ର ଯୌନାଙ୍ଗ ରେ ଇନଫେକ୍ସନ ର ସମ୍ଭାବନା ବି ଅଧିକ ରହିଥାଏ I ଯାହାକି ଭବିଷ୍ୟତ ପାଇଁ ଆହୁରି ସମସ୍ୟା ଆଣିଦେଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button