ରାଜ୍ୟ

ସୁନ୍ଦରଗଡ଼ରେ ମହାବଳ ବାଘ ଠାବ – Kalinga News

[ad_1]

ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ । କ୍ୟାମେରାରେ ଟ୍ରାପ୍ ହେଲା ମହା ବଳ ବାଘ । ଏହା ମଧ୍ୟପ୍ରଦେଶରୁ ଓଡ଼ିଶା ପଳାଇ ଆସିଥିବା ସ୍ପଷ୍ଟ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଏ ।

ସୁନ୍ଦରଗଡ଼(କେନ୍ୟୁଜ୍‌): ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ । କ୍ୟାମେରାରେ ଟ୍ରାପ୍ ହେଲା ମହା ବଳ ବାଘ । ଏହା ମଧ୍ୟପ୍ରଦେଶରୁ ଓଡ଼ିଶା ପଳାଇ ଆସିଥିବା ସ୍ପଷ୍ଟ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଏ । ମଧ୍ୟପ୍ରଦେଶର ସଞ୍ଜୟ ଡୁବ୍ରି ବ୍ୟାଘ୍ର ପ୍ରକଳ୍ପରୁ ଆସିଛି ଓଡ଼ିଶା। ଶହ ଶହ କିଲୋମିଟର ପାର କରି ବାଘ ପହଞ୍ଚିଛି ସୁନ୍ଦରଗଡ଼ ଜିଲ୍ଲା ଜଙ୍ଗଲରେ । କୁହାଯାଉଛି ନୂଆ ବାସସ୍ଥାନ ସନ୍ଧାନରେ ଓଡ଼ିଶା ଆସିଛି ବାଘ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button