ଦେଶ- ବିଦେଶ
ବିଜେପିରେ ଯୋଗଦେଲେ ଗାୟିକା ଅନୁରାଧା ପୌଡ଼ୱାଲ – Kalinga News

[ad_1]
ନୂଆଦିଲ୍ଲୀ : ଗାୟିକା ଅନୁରାଧା ପୌଡ଼ୱାଲ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ଜାତୀୟ ସାଧାରଣ ସଚିବ ଅରୁଣ ସିଂହ ଏବଂ ମୁଖ୍ୟ ମୁଖପାତ୍ର ଅନୀଲ ବାଲୁନିଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି ଅନୁରାଧା ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପି ମୁଖ୍ୟାଳୟୋରର ବିଜେପି ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଅନୁରାଧ ପୌଡ଼ୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଦଳରେ ଯୋଗ ଦେଇ ସେ ଖୁବ୍ ଖୁସି ବୋଲି କହିଛନ୍ତି। ଅନୁରାଧା ପୌଡ଼ୱାଲ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ବିଜେପି ତାଙ୍କୁ ଟିକେଟ ଦେଇପାରେ।
[ad_2]