ଓଡିଶାର ସବୁଠାରୁ ବଡ ବନ୍ଦରର ନାମ କଣ ?
ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।
1- ଓଡିଶାର ସବୁଠାରୁ ବଡ ନଦୀର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ନଦୀର ନାମ ହେଉଛି ମହାନଦୀ ।
2- ଆୟତନ ଅନୁସାରେ ଓଡିଶାର ସବୁଠାରୁ ବଡ ଜିଲ୍ଲାର ନାମ କଣ ?
ଉତ୍ତର;- ଆୟତନ ଅନୁସାରେ ଓଡିଶାର ସବୁଠାରୁ ବଡ ଜିଲ୍ଲାର ନାମ ମୟୂରଭଞ୍ଜ ।
3- ଜନସଂଖ୍ୟା ଅନୁସାରେ ଓଡିଶାର ସବୁଠାରୁ ବଡ ଜିଲ୍ଲାର ନାମ କଣ ?
ଉତ୍ତର;- ଜନସଂଖ୍ୟା ଅନୁସାରେ ଓଡିଶାର ସବୁଠାରୁ ବଡ ଜିଲ୍ଲାର ନାମ ହେଉଛି ଗଞ୍ଜାମ ।
4- ଓଡିଶାର ସବୁଠାରୁ ବଡ ଠାକୁରଙ୍କ ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ଠାକୁରଙ୍କ ନାମ ହେଉଛି ଶ୍ରୀ ଜଗନ୍ନାଥ ।
5- ଓଡିଶାର ସବୁଠାରୁ ବଡ ମନ୍ଦିରର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ମନ୍ଦିରର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ମନ୍ଦିରର ନାମ ହେଉଛି ଶ୍ରୀ ଜଗନ୍ନାଥ ।
6- ଓଡିଶାର ସବୁଠାରୁ ବଡ ସହରର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ସହରର ନାମ ହେଉଛି ଭୁବନେଶ୍ବର ।
7- ଓଡିଶାର ସବୁଠାରୁ ବଡ ବିଶ୍ଵବିଦ୍ୟାଳୟର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ବିଶ୍ଵବିଦ୍ୟାଳୟର ନାମ ହେଉଛି ଉତ୍କଳ ବିଶ୍ଵବିଦ୍ୟାଳୟ ।
8- ଓଡିଶାର ସବୁଠାରୁ ବଡ କଲେଜର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ କଲେଜର ନାମ ହେଉଛି ରେଭେନ୍ସା କଲେଜ ।
9- ଓଡିଶାର ସବୁଠାରୁ ବଡ ବନ୍ଦରର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ବନ୍ଦରର ନାମ ହେଉଛି ପାରାଦୀପ ବନ୍ଦର ।
10- ଓଡିଶାର ସବୁଠାରୁ ବଡ ହ୍ରଦର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ହ୍ରଦର ନାମ ଚିଲିକା ହ୍ରଦ ।
11- ଓଡିଶାର ସବୁଠାରୁ ବଡ ହୋଟେଲର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ହୋଟେଲର ନାମ ଟ୍ରିଡେଣ୍ଟ ହୋଟେଲ ।
12- ଓଡିଶାର ସବୁଠାରୁ ବଡ ପାଠାଗାରର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ପାଠାଗାରର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ପାଠାଗାର ନାମ ହେଉଛି ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ।
13- ଓଡିଶାର ସବୁଠାରୁ ବଡ ବସଷ୍ଟାଣ୍ଡର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡଷ୍ଟାଣ୍ଡର ନାମ ବରମୁଣ୍ଡା ବସଷ୍ଟାଣ୍ଡ ।
14- ଓଡିଶାର ସବୁଠାରୁ ବଡ ଉଚବିଦ୍ୟାଳୟର ନାମ କଣ ?
ଉତ୍ତର;- ଓଡିଶାର ସବୁଠାରୁ ବଡ ଉଚ୍ଚ ବିଦ୍ୟାଳୟର ନାମ ହେଉଛି ରାଣୀହାଟ ଉଚ୍ଚ ବିଦ୍ୟାଳୟ ।