ଅପରାଧ
ଦେହରେ କିରୋସିନି ଢାଳି ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ – Kalinga News

[ad_1]
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ କମଳପୁର ଗ୍ରାମର ଘଟିଛି ଅଘଟଣ। ଗାଁର ଜଣେ ୨୩ ବର୍ଷୀୟ ଯୁବତୀ କୌଣସି କାରଣରୁ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ପାରିବାରିକ କଳହରୁ ଯୁବତୀ ଜଣକ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ପଡୋଶୀମାନେ ନିଆଁକୁ ଆୟତ୍ତ କରି ତୁରନ୍ତ ଉଦ୍ଧାର କରି ଯୁବତୀଙ୍କୁ ଆମ୍ବୁଲାନ୍ସରେ ସୋନପୁର ଜିଲ୍ଲା ସଦରମହକୁମାକୁ ଚିକିତ୍ସା ପାଇଁ ନେଇଛନ୍ତି।
[ad_2]




