ପୁରୁଷ ଶୁ-କ୍ରା-ଣୁ କମ ହୁଏ କାହିଁକି? ଗ-ର୍ଭ ଧାରଣରେ ଶୁ-କ୍ରା-ଣୁ ନଥିଲେ କଣ ହୁଏ ଜାଣନ୍ତୁ
ଶୁ-କ୍ରା-ଣୁ କମିଗଲେ ଆମ ଶରୀର ଦୁର୍ବଳ ଲାଗେ ଆଉ ସ୍ତ୍ରୀ ପ୍ରତି ଆଗ୍ରହ ହୁଏ ନାହିଁ । ଯଦି ହସ୍ତ ମୟଥୁନ ଦ୍ୱାରା ଆପଣ ବହୁତ ବୀର୍ଯ୍ୟ ନ-ଷ୍ଟ କରି ଦୁର୍ବଳ ହୋଇଯାଇଛନ୍ତି ତେବେ ଏହାକୁ ଠିକ କରିବା ନିହାତି ଦରକାର । କାରଣ ବର୍ତମାନ ଅନେକ ସ୍ଥାନ ରେ ଦେଖା ଯାଇଛି ଯେ ପୁରୁଷ ଙ୍କ କ୍ଷେତ୍ର ରେ ପ୍ରଜ-ନନ କ୍ଷମତା ହ୍ରାସ ପାଉଛି । ଯେତେବେଳେ ଏକ ଶୁକ୍ରାଣୁ ,ଡିମ୍ବାଣୁ ସହିତ ମିଳନ ହୁଏ ସେତେବେଳେ ସମାୟନ ହୋଇଥାଏ ଏବଂ ପରବର୍ତ୍ତୀ ସମୟ ରେ ଏକ ଯୁଗ୍ମଜ ସୃଷ୍ଟି ହୋଇଥାଏ ଯାହା ମହିଳାଙ୍କ ଗର୍ଭା-ଶୟରେ ପ୍ରତିରୋପିତ ହୋଇଥାଏ । ଶୁ-କ୍ରା-ଣୁ ଫାଲୋପିଆନ୍ ନଳୀ ଦେଇ ଗତି କରିଥାଏ ଏବଂ ଡିମ୍ବାଣୁ ର ଜୋନା ପେଲୁସିଡା ସ୍ତରକୁ ପ୍ରବେଶ କରିଥାଏ ଏବଂ ଏହା ମଧ୍ୟ ରେ ଥିବା ନ୍ୟଷ୍ଟି ସହିତ ମିଳନ ହୋଇଥାଏ ଯାହା ଯୁଗ୍ମଜ ସୃଷ୍ଟି କରିଥାଏ ।
ଆଜିର ଜୀବନଶୌଳୀ ରେ ସବୁଠାରୁ ବଡ ପ୍ରଭାବ ମଣିଷର ଦାମ୍ପତ୍ୟ ଜୀବନ ଉପରେ ପଡିଛି । ତେବେ ଯଦି ଆପଣ ମଧ୍ୟ ପିତା ହେବାକୁ ଚାହାଁନ୍ତି କିନ୍ତୁ ଏହା ଘଟୁନାହିଁ କିମ୍ବା ଶରୀରରେ ବୀ-ର୍ଯ୍ୟର ପରିମାଣ ବଢେଇବାକୁ ଚାହାଁନ୍ତି ତେବେ ଏପରି ଅନେକ ଉପାୟ ଅଛି ଯେ, ଆପଣଙ୍କର ଶରୀରରେ ସ୍ପ-ର୍ମର ପରିମାଣ ଯଥେଷ୍ଟ ଅଧିକ କରେଇବ । ତେବେ ଯେଉଁ ମାନଙ୍କ ବୟସ ୩୦-୪୦ ହୋଇଥାଏ ଓ ସେମାନେ ନିଜ ଶରୀର ର ଯତ୍ନ ନିଅନ୍ତି ନାହିଁ , ସେମାନଙ୍କ କ୍ଷେତ୍ର ରେ ପ୍ରଜ-ନନ କ୍ଷମତା କମିଯାଏ ।
୪୦ ବୟସ ପାରେଇବା ପରେ ଦେଖା ହେଇଚି ଯେ ପ୍ରତି ୮ ଜଣ ପୁରୁଷ ଙ୍କ ମଧ୍ୟରେ ଗୋଟିଏ ଦମ୍ପତି ଙ୍କ ଗ-ର୍ଭଧା-ରଣ କ୍ଷମତା ରେ ଅସୁବିଧା ହେଉଛି । ତେବେ ଅନ୍ୟଧିକ ଧୁ-ମ୍ରପା-ନ ଓ ମା-ଦକ ଦ୍ରବ୍ୟ ସେବନ ରେ ଶୁ-କ୍ରା-ଣୁ ପ୍ରସ୍ତୁତି ରେ ବାଧା ସୃଷ୍ଟି କରିଥାଏ । ତୁର୍କୀ ରେ ଗବେଷଣା ମାନେ ଆବିଷ୍କାର କରିଛନ୍ତି ଯେ, ଯିଏ ଯିଏ ସ୍ପର୍ମ ବଢେଇବାକୁ ଚାହୁଁଛି ସେ ଡାଳିମ୍ବ ଜୁସ ପିଇବା ଉଚିତ୍ । ଟମାଟୋ , ଅକ୍ରଡ୍ , ଅଣ୍ଡା , କଦଳୀ , ଗାଜର ନିତିଦିନ ଖାଇବା ଉଚିତ୍ । ଆଉ ଅନେକ ଲୋକ ଅଛନ୍ତି ଯେଉଁ ମାନେ ହସ୍ତମଇଥୁନ କରିଥାନ୍ତି । ଏହା ଦ୍ବାରା ମଧ୍ୟ ଶୁ-କ୍ରା-ଣୁ ର ପରିମାଣ କମିଯାଏ । ଯାହା ଦ୍ଵାରା ଗ-ର୍ଭ ଧାରଣ ରେ ଅସୁବିଧା ସୃଷ୍ଟି ହୋଇଥାଏ ।