ଜ୍ୟୋତିଷ

ସ୍ଵାମୀ ମାନେ ନିଜ ପତ୍ନୀଙ୍କ ସହ ଏହି ଦିନ ରଖନ୍ତୁ ନାହିଁ ସମ୍ବଦ୍ଧ ! ନଚେତ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଆସିଥାଏ ଫାଟ

ବନ୍ଧୁଗଣ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପରସ୍ପର ପ୍ରତି ଆକର୍ଷଣ ହେବା ଏକ ଅଟଳ ସତ୍ୟ ଘଟଣା ଅଟେ । ସୃଷ୍ଟିର ରଚନା ହିଁ ଏହି ମିଳନ ଦ୍ଵାରା ହିଁ ନିର୍ଭର କରିଥାଏ । ତେବେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହେଉଥିବା ସଂଗମ ଯଦି ସାମାଜିକ ଧର୍ମ ଓ ପାରିବାରିକ ମାନ୍ୟତା ଅନୁସାରେ ହୋଇଥାଏ । ଏହା ଏକ ପବିତ୍ର କାର୍ଯ୍ୟ ହୋଇଥାଏ । ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଶାରୀରିକ ସମ୍ବଦ୍ଧ ଗଢିଉଠିଥାଏ । ତେଣୁ ଜଣେ ସ୍ଵାମୀ ନିଜ ସ୍ତ୍ରୀ ସହ ଯେବେବି ଚାହିଁବ, ଶାରୀରିକ ସମ୍ପର୍କ ରଖିପାରିବ ।

ହେଲେ ଏଠାରେ ଆମେ ଆପଣଙ୍କୁ କହିବୁ । ସ୍ଵାମୀ ଓ ସ୍ତ୍ରୀ ଭୁଲରେ ବି ଏପରି କିଛି ଦିନ ଗୁଡିକରେ ସମ୍ପର୍କ ବନାଇବା ଉଚିତ ହୋଇନଥାଏ । ନଚେତ ସ୍ଵାମୀ ଓ ସ୍ତ୍ରୀ ପାଇଁ ଏହା ବହୁତ ଖରାପ ପରିଣାମ ଦେଇଥାଏ । କୌଣସି ପୁରୁଷ ଓ ନାରୀ ବାହା ହୋଇସାରିବା ପରେ ମଧ୍ୟ କିଛି ଏଭଳି ଦିନ ସବୁ ରହିଥାଏ । ଯେଉଁ ଦିନରେ ସ୍ଵାମୀ ଓ ସ୍ତ୍ରୀ ପାଖରେ ରହିଥିଲେ ମଧ୍ୟ ସମ୍ବଦ୍ଧ ବନାଇବା ଅନୁଚିତ ହୋଇଥାଏ । ତେବେ କେଉଁ କେଉଁ ଦିନରେ ସ୍ଵାମୀ ଓ ସ୍ତ୍ରୀ ସମ୍ପର୍କ ବନାଇବା ଅନୁଚିତ । ଚାଲନ୍ତୁ ସେହି ବିଷୟରେ ଏଠାରେ ଜାଣିବା ।

1- ପୂର୍ଣ୍ଣିମାର ରାତିରେ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ଠାରୁ ଦୂରରେ ରହିବା ହିଁ ଭଲ ହୋଇଥାଏ । କାରଣ ଏହି ଦିନ ଶାରୀରିକ ସମ୍ପର୍କ ଦମ୍ପତ୍ତି ମାନେ ବନାଇବା ଦ୍ଵାରା ଅଶୁଭ ବୋଲି ମନାଯାଇଥାଏ । ଯାହା ଦ୍ଵାରା ସେହି ଦମ୍ପତ୍ତିଙ୍କୁ ଏହାର ପାପ ଭୋଗ କରିବାକୁ ପଡିଥାଏ ।

2- ସଙ୍କ୍ରାନ୍ତି ଦିନ ମଧ୍ୟ ଉଭୟ ପୁରୁଷ ଓ ମହିଳା କୌଣସି ପ୍ରକାର ଶାରୀରିକ ସମ୍ବଦ୍ଧ ବନାଇବା ଆଦ୍ୱ ଅନୁଚିତ । କାରଣ ସଙ୍କ୍ରାନ୍ତି ଦିନକୁ ସ୍ଵାମୀ ଓ ସ୍ତ୍ରୀ ପାଇଁ ସଠିକ ମିଳନର ଦିନ ବୋଲି ବିବେଚନା କରାଯାଇନଥାଏ । ତେଣୁ ଏହି ସମ୍ବଦ୍ଧ ବନାଇବା ଅନୁଚିତ ।

3- ଶାସ୍ତ୍ର ଅନୁଯାଇ ଅମାବାସ୍ୟା ଦିନ ବିବାହିତ ଯୋଡିକୁ ସମ୍ବଦ୍ଧ ବନାଇବା ବର୍ଜିତ ଅଟେ । ନଚେତ ଏହାର ପରିଣାମ ସେମାନଙ୍କ ଦାମ୍ପତ୍ୟ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । 4- ସପ୍ତାହର ରବିବାର ଦିନଟିରେ ମଧ୍ୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ଠାରୁ ଦୂରୀ ବନାଇ ରଖିବା ଉଚିତ । କାରଣ ସ୍ଵାମୀ ଓ ସ୍ତ୍ରୀ ଏହି ରବିବାର ଦିନଟିରେ ମିଳନ କରିବା ତାଙ୍କ ପାଇଁ ଅଶୁଭ ହୋଇଥାଏ ।

5- ଏହା ଛଡା ନବରାତ୍ରୀ, ପିତୃପକ୍ଷ, ବ୍ରତ ଆଦି ଓଷାବାର ଗୁଡିକରେ ସ୍ଵାମୀ ଓ ସ୍ତ୍ରୀର ମିଳନକୁ ଶୁଭ ବୋଲି ମନାଯାଇନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button