ଜ୍ୟୋତିଷ

ଝିଅ ମାନଙ୍କ ପାଖରେ ରହିଥାଏ ଏହି 4 ଟି ଦୁର୍ବଳତା ! ଯିଏ ଏହାକୁ ଜାଣିନେବ ସେ ଝିଅଙ୍କୁ ସହଜରେ ଇମ୍ପ୍ରେସ କରିଦେବ

ବନ୍ଧୁଗଣ ଅନେକ ପୁଅ ନିଜ ମନ ପସନ୍ଦର ଝିଅକୁ ସବୁବେଳେ ଖୋଜିଥାନ୍ତି । ଯାହାଙ୍କୁ ସେ ନିଜ ହୃଦୟର କଥା ଖୋଲି କହିବେ । ତାଙ୍କୁ ନିଜର ଗାର୍ଲ ଫ୍ରେଣ୍ଡ ବା ଲାଇଫପାର୍ଟନର ବନାଇପାରିବେ । ତେବେ ଝିଅ ତ ଅନେକ ପ୍ରକାରର ରହିଥାନ୍ତି । ତେବେ ଆଜି ଆପଣ ମାନଙ୍କୁ ଏପରି କିଛି ଝିଅ ମାନଙ୍କର ଦୁର୍ବଳତା ବିଷୟରେ କହିବାକୁ ଯାଉଛୁ । ସେ ଯେମିତିକା ଝିଅ ହୋଇଥାନ୍ତୁ ନା କାହିଁକି ? ଯଦି କୌଣସି ବି ପୁଅ କୌଣସି ଝିଅକୁ ପ୍ରପୋଜ କରିବାକୁ ଚାହୁଁଥିବ ।

ତେବେ ବହୁତ ଆରାମରେ ସେ ଝିଅକୁ ପ୍ରପୋଜ କରିପାରିବ । ସେ ଝିଅ ମଧ୍ୟ ସେହି ପୁଅର ପ୍ରେମରେ ଦିୱାନୀ ହୋଇଯିବ । ପ୍ରଥମେ ତ ପାପା କି ପରୀ ଆସିଥାନ୍ତି । ଅର୍ଥାତ ଯେଉଁ ମାନେ ଦେଖିବାକୁ ତ ବହୁତ କ୍ୟୁଟ ହୋଇଥାନ୍ତି । ଏହି ଝିଅ ମାନଙ୍କୁ ଦୁନିଆ ସହ କିଛି ଲେନାଦେନା ନଥାଏ ।

ଯିଏ ଏମାନଙ୍କୁ ଧନ, ସୁନା, ଗେଲ୍ହା, କ୍ୟୁଟି ଏମିତି କହି ସମ୍ବୋଧନ କରିବ । ଏମାନେ ବହୁତ ଶୀଘ୍ର ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥାନ୍ତି । ବାସ୍ ଏହି ଝିଅ ମାନଙ୍କୁ ଯଦି ପୁଅ ମାନେ ଭଲ ପାଇବା ଓ ଅଧିକ ଟିକେ କେୟାର କରି ଦିଅନ୍ତି । ଏମାନେ ସଙ୍ଗେ ସଙ୍ଗେ ସେହି ପୁଅ ପ୍ରତି ଆକର୍ଷିତ ହୋଇଯାଇଥାନ୍ତି ।

ଦିତୀୟରେ ଆସିଥାନ୍ତି ମେଚ୍ୟର ଟାଇପର ଝିଅ । ଏହି ଝିଅ ମାନେ ବହୁତ ଭଲ ହୋଇଥାନ୍ତି । ଏମାନେ ବାବୁ, ସୋନା, ଧନ ଏମିତିକା କଥା ଶୁଣି କେବେବି କାହା ପ୍ରତି ଇମ୍ପ୍ରେସ ହୋଇ ରହିପାରିବେ ନାହିଁ। ଏମାନଙ୍କୁ ପଟେଇବା ପାଇଁ ହେଲେ ସେହି ଭଳି ମେଚ୍ୟର ଟାଇପର ପୁଅ ହେବାକୁ ମଧ୍ୟ ପଡିବ । ଯାହା ସହ ଏମାନେ ଫାମିଲି, କ୍ଯାରିଅର ଯାହା ବି କଥା ଭଲ ଭାବେ ଶେୟାର କରି ପାରୁଥିବେ ।

ତୃତୀୟରେ ଆସିଥାନ୍ତି ମେହେଲ କି ରାଣୀ । ଯେଉଁ ମାନଙ୍କୁ ଯଦି କ୍ୟୁଟ କହିକି ଡାକିବ । ସେମାନେ ହୁଏତ ରାଗି ଯାଇ ପାରନ୍ତି ହେଲେ ସେମାନଙ୍କୁ ଯଦି ବିଉଟିଫୁଲ୍ ବ ଅନ୍ୟ କିଛି ବି ଇମ୍ପ୍ରେସ କରିଲା ଭଳି କହିବ । ତେବେ ଯାଇ ସେମାନେ ପୁଅଙ୍କ ଉପରେ ଧ୍ୟାନ ଦେଇଥାନ୍ତି । ଏହି ଝିଅଙ୍କ ପାଖରେ ଆଟିଚ୍ୟୁଟ ଭରପୁର ରହିଥାଏ । ତେବେ ଏମାନଙ୍କ ସହ ରିଲେସନ ରଖିବାକୁ ହେଲେ ସେହିଭଳି ସ୍ମାର୍ଟ ବନିବାକୁ ପଡିବ ।

ଚତୁର୍ଥରେ ପୁରା ସିମ୍ପଲ ଯାହାକୁ ପୁଅ ମାନେ ସତୀ ସାବିତ୍ରୀ ବୋଲି ବି କହିପାରିବେ । ଏହି ଝିଅ ମାନେ ବହୁତ ସାଧାସିଧା ହୋଇଥାନ୍ତି । ପଢାପଢି ଓ ନିଜ କ୍ଯାରିଅରକୁ ନେଇ ଏମାନଙ୍କର ଅଧିକ ଇଣ୍ଟରେଷ୍ଟ ଥାଏ । ଏମାନଙ୍କୁ ପବନ ମାରିଲା ଭଳି କଥା ଦେଖେଇ ଶିଖେଇ କହି ଇମ୍ପ୍ରେସ କରିବା ବହୁତ କଷ୍ଟକର ପାଠ ହୋଇଥାଏ । ତେଣୁ ଏହି ଝିଅଙ୍କୁ ଇମ୍ପ୍ରେସ କରିବାର ଥିଲେ ତାଙ୍କ ପରି ସିଧାସାଧା ହେବାକୁ ପଡିବ ।

Related Articles

Leave a Reply

Your email address will not be published. Required fields are marked *

Back to top button