ଜ୍ୟୋତିଷ

କାଲି ଠାରୁ ଚନ୍ଦ୍ର ଯୋଗ ଆରମ୍ଭ ହେଉଛି, ଏହି ୬ଟି ରାଶି ଲୋକଙ୍କ ବଦଳିଯିବ ଜୀବନ…. ହେବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ କାଲି ଠାରୁ ଚନ୍ଦ୍ର ଯୋଗ ଆରମ୍ଭ ହଉଛି, ଯାହା ଦ୍ଵାରା କିଛି ରାଶି ଲୋକଙ୍କୁ ବହୁତ ଲାଭ ହବାକୁ ଯାଉଛି । ଏହି ଚନ୍ଦ୍ର ଯୋଗ ଦ୍ଵାରା ଜାତକଙ୍କ ଜୀବନ ସଫଳ ଓ ଉନ୍ନତି ପ୍ରାପ କରିବ, ତାଙ୍କ ଜୀବନରେ ସୁଖ ଶାନ୍ତି ନିବାସ କରିବ ।

ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଏହି ଚନ୍ଦ୍ର ଯୋଗ ବିଷୟରେ କଣ କହୁଛନ୍ତି । ଏହି ବିଷୟରେ ଜ୍ୟୋତିଷ ଶାସ୍ତ୍ର କେଉଁ ରାଶି ଉପରେ ଲାଭ ହବ ବୋଲି କହିଛନ୍ତି ତାହା ମଧ୍ୟ ଜାଣିବା । ଚନ୍ଦ୍ର ଯୋଗ ଅତ୍ୟନ୍ତ ଲାଭକାରୀ ଅଟେ କିଛି ରାଶିଙ୍କ ପାଇଁ ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳି ରାଶି ବିଷୟରେ ।

କନ୍ୟା ଓ ମେଷ ରାଶି :

ଶସ୍ତ୍ର ଅନୁଯାଇ କାଲି ଠାରୁ ଚନ୍ଦ୍ର ଯୋଗ ଆରମ୍ଭ ହବାକୁ ଯାଉଛି, ଯାହା କନ୍ୟା ଓ ମେଷ ରାଶି ପାଇଁ ବହୁତ ଲାଭକାରୀ ହବାକୁ ଯାଉଛି, ଏହି ରାଶି ଲୋକଙ୍କ ଜୀବନ ସଫଳ ଓ ଉନ୍ନତି ପ୍ରାପ୍ତ କରିବେ, ଏହି ଲୋକଙ୍କ ଘରେ ସୁଖ ଶାନ୍ତି ଓ ଅମୃଦ୍ଧି ଆସିବ ଯାହା ଦ୍ଵାରା ଆପଣଙ୍କ ମନ ଚିନ୍ତା ମୁକ୍ତ ରହିବ । ଏହି ରାଶି ଓ ଜାତକ ଲୋକଙ୍କ ସପନ ସତ ହବ ଶିବ ଠାକୁରଙ୍କୁ ଜୀବନରେ ସବୁବେଳେ ପୂଜା କରନ୍ତୁ ଆପଣଙ୍କ ଉପରେ ଠାକୁରଙ୍କ କୃପା ରହିବ ।


ବୃଷ ଓ ମକର ରାଶି :

କାଲି ଠାରୁ ଚନ୍ଦ୍ର ଯୋଗ ଆରମ୍ଭ ହବାକୁ ଯାଉଛି, ଯାହା ବୃଷ ଓ ମକର ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ବିଶେଷ ଅଟେ । ଏହି ରାଶିଙ୍କ ଜୀବନରେ ବହୁତ ପ୍ରକାର ଲାଭ ଆସିବ ଯାହା ଦେଖି ଆପଣଙ୍କ ମନ ସୁଖ ପ୍ରାପ୍ତ କରିବ । ଜୀବନରେ ସବୁ ପ୍ରାପ୍ତ କଲା ପରେ ପରିବାର ସୁଖ ମଧ୍ୟ ପ୍ରାପ୍ତ କରିବେ ଯାହା ଆପଣଙ୍କୁ ମନ ଶାନ୍ତି ପ୍ରଦାନ କରିବ । ଆପଣଙ୍କ ମନୋକାମନା ସବୁ ପ୍ରକାରରେ ପୂର୍ଣ ହବ, ମହାଦେବଙ୍କୁ ପୂଜା କରନ୍ତୁ ଆପଣଙ୍କ ଲାଭକାରୀ ଅଟେ ।

ତୁଳା ଓ ମିଥୁନ ରାଶି :

ଶାସ୍ତ୍ର ଅନୁଯାଇ କାଲି ଠାରୁ ଚନ୍ଦ୍ର ଯୋଗ ଆରମ୍ଭ ହବାକୁ ଯାଉଛି, ଯାହା ତୁଳା ଓ ମିଥୁନ ରାଶି ପାଇଁ ଆର୍ଥିକ ଲାଭ ସହ ବହୁତ କିଛି ଆଣିବା । ଚନ୍ଦ୍ର ଯୋଗ ବହୁତ ରାଶି ପାଇଁ ଭଲ ଅଟେ କିନ୍ତୁ ଭାଗ୍ୟ ପରିବର୍ତନ ତୁଳା ଓ ମିଥୁନ ର ଅଟେ ଯାହା ଦ୍ଵାରା ଆପଣଙ୍କ ସମ୍ପୂର୍ଣ ଜୀବନ ବଦଳି ଯିବ, ଶିବ ଠାକୁରଙ୍କ ଆରାଧନା କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button