ସ୍ୱାସ୍ଥ୍ୟ

କ୍ଷୀରରେ ହଳଦୀ ମିଶାଇ ପିଇଲେ ଯାହା ହେବ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆସନ୍ତୁ ଜାଣିବା କେମିତି ଆଉ କଣ ଖାଇବା ଉଚିତ ତାହା ମଧ୍ୟ ଜାଣିବା । ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଅଧିକ ମସଲା, ତେଲ ଆଉ ମଇଦା ଯୁକ୍ତ ଜିନିଷ ଖାଇବା ଉଚିତ ନୁହ ଏହା ଆମ ସ୍ୱାସ୍ଥ୍ୟ ଖରାପ କରିଥାଏ କିନ୍ତୁ କେବଳ ସୁଆଦ ପାଇଁ ଆମେ ଏହାକୁ ସେବନ କରିଥାଉ ଯାହା ବହୁତ ବଡ ଭୁଲ ହୋଇଥାଏ । ଆମ ଶରୀର କେନ୍ଦ୍ର ଆମ ପେଟ ହୋଇଥାଏ ଯଦି କାହା ପେଟ ଦୁର୍ବଳ ହୋଇଥାଏ ତେବେ ତାକୁ ବହୁତ ପ୍ରକାର ରୋଗ ମାଡି ବସିଥାଏ କିନ୍ତୁ ଯଦି ପେଟ ଭଲ ଅଛି ତେବେ ଆପଣଙ୍କୁ କିଛି ରୋଗ ହବ ନାହିଁ ।

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ହଳଦୀ ଆମ ପାଇଁ ବହୁତ ଗୁଣକାରୀ ହୋଇଥାଏ ଆମ ପୂର୍ବ ପୁରୁଷ ମାନେ ଏହାକୁ ବହୁତ ବ୍ୟବହାର କରୁଥିଲେ । ଏବେ ବି ଯଦି ଆପଣ ନିଜ ଜେଜେମାଙ୍କୁ ପଚାରିବେ ଯେ ମୁଁ ସୁନ୍ଦର କେମିତି ହେବି କଣ ଲଗାଇବା ଉଚିତ କେମିତି କଣ ଲଗାଇଲେ ମୁଁ ଗୋରା ହୋଇଜୀବୀ ତେବେ ଆପଣଙ୍କ ଜେଜେମା ଭଲ ହଳଦୀ ଲଗାଇବା ପାଇଁ କହିବେ । ଆମ ଘରେ ଯେଉଁ ହଳଦୀ ଅଛି ତାହା କେବଳ ହଳଦୀ କଲର ଅଛି ।

ସେଇଟା ହଳଦୀ ନୁହ ଆପଣ ମାର୍କେଟରୁ ଗୋଟା ହଳଦୀ ଆଣି ତାକୁ ବାଟିକି ମୁହଁରେ ଲଗାନ୍ତୁ ଦେଖିବେ କିଛି ଦିନ ଭିତରେ ଆପଣଙ୍କୁ ବହୁତ ଭଲ ରେଜଲ୍ଟ ମିଳିବ । ଏହା ଛଡା ସବୁଠାରୁ ଭଲ ଉପାୟ ଆପଣ ସବୁଦିନ ରାତିରେ ଶୋଇବା ଘଣ୍ଟେ ଆଗରୁ ହଳଦୀ କ୍ଷୀର ସେବନ କରି ଶୋଇବାକୁ ଯାନ୍ତୁ ଦେଖିବେ ଆପଣଙ୍କ ଶରୀରକୁ ବହୁତ ବଳ ମିଳିବ ଯାହା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାର ରୋଗ ହବ ନାହିଁ । ବହୁତ ଲୋକଙ୍କୁ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ହୋଇଥାଏ ଆପଣ କେବଳ ଦୁଇ ମାସ ହଳଦୀ କ୍ଷୀର ସେବନ କରନ୍ତୁ ।

ତା ପରେ ଦେଖିବେ ଆପଣଙ୍କୁ ବହୁତ ଭଲ ଅନୁଭବ ହବ ଦରଜ କିଛି ହବ ନାହିଁ ଆପଣ ଚଳା ବୁଲା ସହ ଦଉଡି ପାରିବେ । ଯେଉଁ ମାନଙ୍କୁ ମଧୁମେହ ସମସ୍ୟା ଅଛି ସେ କେବଳ ୩ ମାସ କ୍ଷୀର ହଳଦୀ ସେବନ କରନ୍ତୁ ମଧୁମେହ ସବୁଦିନ ପାଇଁ ସମାପ୍ତ ହୋଇଯିବ । ଆପଣଙ୍କୁ ଗୋଟେ କଥା ଧ୍ୟାନ ରଖିବାର ହବ କ୍ଷୀର ଗାଇର ହବା ଉଚିତ ଯଦି ଖାଣ୍ଟି କ୍ଷୀର ପାଉଛନ୍ତି ତାହେଲେ ସବୁଠାରୁ ଉତ୍ତମ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button