ଦେଶ- ବିଦେଶ

ଗାଧୁଆ ଘରେ ଖାଲି ଦେହରେ ଆପଣ ଗାଧାଉଛନ୍ତି କି ? ସାବଧାନ ନହେଲେ ଭୋଗିବେ ଏମିତି ଦୁର୍ଦ୍ଦଶା

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଅନୁଚିନ୍ତା ବିଷୟରେ ଜାଣିପାରିବେ ଯାହା ଆପଣଙ୍କ ଜୀବନରେ ବହୁତ କାମରେ ଆସିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହା ଜାଣିପାରିବେ । ଅନେକ ଲୋକ ଅଛନ୍ତି ଯେଉଁମାନେ ବାଥରୁମରେ ଉଲଗ୍ନ ହୋଇ ଗାଧୋଇ ଥାଆନ୍ତି ।
Viral news
ଏହି ୯ଟି କଥାକୁ ପ୍ରତ୍ୟେକ ବ୍ୟକ୍ତି ମନେ ରଖିବା ଉଚିତ୍ ।
୧) ମନ୍ଦିର ଦେବତା ପୂର୍ବମୁଖା ଏବଂ ଗୃହ ଦେବତା ପଶ୍ଚିମ ମୁଖରେ ହେବା ଉଚିତ୍ । ଦେବତାଙ୍କ ମୁହଁ ପଶ୍ଚିମ ଦିଗକୁ ରହିଲେ ବ୍ୟକ୍ତିଙ୍କ ମୁଖ ରହିବ ପୂର୍ବକୁ । ତାହେଲେ ଯାଇ ପୂଜା ସଫଳ ହେବ ।
୨) ଝାଡୁରେ ଘର ଓଳାଇବା ସମୟରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଗୋଡ଼ରେ ଆଡେଇ ଦେଇଥାନ୍ତି । କିନ୍ତୁ କେବେ ବି ପାଦରେ ଝାଡୁ ଲଗାଇବା ଅନୁଚିତ୍ ଓ ଘରର କୋଣରେ ଶୁଆଇ ରଖିବା ଉଚିତ୍ । ଗୋଟେ ଝାଡୁ ପାଖରେ ଆଉ ଗୋଟିଏ ଝାଡୁ ରଖିବା ଅନୁଚିତ୍ ।
୩) ଘରେ ଯଦି ଗୋଟିଏ ନେଉଳ ବା ଧଳା ପାରା ପାଳିବେ ତେବେ ଶୁଭ ଫଳ ମିଳିବା ସହ ଧଳା ପାରାର ମୂର୍ତ୍ତି ଡ୍ରଇଂ ରୁମରେ ରଖିଲେ ମନରୁ ଦୁର୍ଭାବନା ଦୂରେଇ ଯାଇଥାଏ ।
୪) ରବିବାରରେ ଯାତ୍ରା କରିବା ସମୟରେ ମୁଣ୍ଡରେ ହାତ ଦେଇ, ସୋମବାରରେ ମୁହଁରେ ହାତ ଦେଇ, ମଙ୍ଗଳବାରରେ ଗଳାରେ ହାତ ଦେଇ, ବୁଧବାରରେ ପେଟରେ ହାତ ଦେଇ, ଗୁରୁବାରରେ ବେନି ପାର୍ଶ୍ଵରେ ହାତ ଦେଇ , ଶୁକ୍ରବାରରେ କାନରେ ହାତ ଦେଇ, ଶନିବାରରେ ପିଠିରେ ହାତ ଦେଇ ଯାତ୍ରା ଆରମ୍ଭ କରିଲେ ଯାତ୍ରାରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
୫) ସ୍ନାନ ୪ ପ୍ରକାରର । ଯଥା – ଅମୃତ, ଦୁଗ୍ଧ, ସୁରା, ରକ୍ତ ସ୍ନାନ । ବ୍ରାହ୍ମହ ମୁହୂର୍ତ୍ତରେ ସ୍ନାନକୁ ଅମୃତ ସ୍ନାନ, ସକାଳ ସାଢେ଼ ୫ ଟାରୁ ୬:୩୦ ମଧ୍ୟରେ ସ୍ନାନ କରାଯାଏ ତାକୁ ଦୁଗ୍ଧ ସ୍ନାନ, ୬:୩୦ ରୁ ୯:୩୦ ଯାଏଁ ସ୍ନାନକୁ ସୁରା ସ୍ନାନ, ଓ ଏହାପରେ ଦିନ ଯାକ ସ୍ନାନକୁ ରକ୍ତ ସ୍ନାନ କୁହାଯାଏ ।
୬) ପ୍ରତ୍ୟେକ ମଣିଷ ୪ଟି ଜିନିଷକୁ ଭୁଲି ଯାଇଥାନ୍ତି । ସେଗୁଡିକ ହେଉଛି, ପ୍ରଥମ ଶ୍ରେଣୀରେ ପଢ଼ାଉଥିବା ଗୁରୁଙ୍କୁ ଛାତ୍ର ଭୁଲିଯାଏ, ସମ୍ଭୋଗ ବା ରତିକ୍ରୀଡା ପରେ ସ୍ବାମୀ ସ୍ତ୍ରୀକୁ ଭୁଲିଯାଏ, ବିପଦ ସମୟରେ ସାହାଯ୍ୟ କରିଥିବା ବନ୍ଧୁଙ୍କୁ ବନ୍ଧୁ ଭୁଲିଯାଏ, ଏବଂ ପୁଅର ବିବାହ ପରେ ସେ ବାପା ମାଙ୍କୁ ଭୁଲିଯାଏ ।
୭) ଭୋଜନ କରିବା ସମୟରେ ଗାଲରେ ହାତ ଦେଇ ଖାଇବା, ପାଦରେ ହାତ ରଖିବା, ମୁଣ୍ଡରେ ହାତ ଦେବା ବା ପଗଡ଼ି ପିନ୍ଧିବା ଉଚିତ୍ ନୁହେଁ । ଏହାଦ୍ବାରା ଅମଙ୍ଗଳ ହୋଇଥାଏ ।
୮) ପ୍ରତିଦିନ ସକାଳୁ ଦୁଇଟି ନିମ୍ବ ପତ୍ର ମୁଣ୍ଡରେ ମାରି ଖାଇଲେ ମୁହଁରେ ତେଜ ବଢ଼ାଇବା ସହ ଦାଗ ଲିଭିଯାଏ । ଶରୀରର ଅନେକ ରୋଗ ନଷ୍ଟ ହୋଇଥାଏ ।
୯) ବାଥରୁମରେ ସ୍ନାନ କରିବା ସମୟରେ ପୁରୁଷ କିମ୍ବା ନାରୀ ଉଲଗ୍ନ ହୋଇ ଗାଧୋଇବା ଉଚିତ୍ ନୁହେଁ । କାରଣ ଏହି ସମୟରେ ପିତୃପୁରୁଷମାନେ ପାଖେ ପାଖେ ରହିଥାନ୍ତି । ଆମେ ପିନ୍ଧିଥିବା ବସ୍ତ୍ରରୁ ଯେଉଁ ପାଣି ଝରିଯାଏ ସେମାନେ ସେହି ପାଣି ପିଇ ତୃପ୍ତ ହୋଇଥାନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button