ଦେଶ- ବିଦେଶ

ଘରେ କମ୍ପ୍ୟୁଟର ଅଛି କି ଏବେ ବସି ବସି ରୋଜୋଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା ଏମିତି

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଜାଣିପାରିବେ ଯାହା ଆପଣଙ୍କ କାମରେ ଆସିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ଯଦି ଆପଣଙ୍କ ପାଖରେ କମ୍ପ୍ୟୁଟର ଅଛି, ବା ଆପଣ କମ୍ପୁଟରର ଏକ କୋର୍ସ କରିଛନ୍ତି ବା ଆପଣ ନୂଆ କମ୍ପ୍ୟୁଟର କିଣିବାକୁ ଚେଷ୍ଟା କରୁଛନ୍ତି ତାହେଲେ ଆପଣ ବିଜନେସ କରିପାରିବେ ।
ଏହି ଭିଡିଓ ମାଧ୍ୟମରେ ଆପଣ ଅନେକ କଥା ଜାଣିପାରିବେ । ଆଜିକା ଦୁନିଆରେ କମ୍ପ୍ୟୁଟର ବହୁତ ଦରକାରୀ । କମ୍ପ୍ୟୁଟର ଦ୍ଵାରା ଆପଣ ଡ଼ିଟିପି ଶିଖି ପାରିବେ । ଓଡ଼ିଆ ଅକ୍ଷରରେ ଆପଣ ଡ଼ିଟିପି ଶିଖନ୍ତୁ । ତାହେଲେ ଆପଣ ଚାକିରୀ ପାଇପାରିବେ ।
ଏହାପରେ ଆପଣ ଯଦି କମ୍ପ୍ୟୁଟର ମାଧ୍ୟମରେ ଫଟୋ ଏଡିଟ ଶିଖିବେ ବା ଯଦି ଆପଣ ଫଟୋ ସପର କାମ ଶିଖିଛନ୍ତି ତାହେଲେ ଆପଣ ଏହାଦ୍ବାରା ବିଜନେସ ବା ଅଲଗା ସ୍ଥାନରେ କାମ କରିପାରିବେ ।
ଏହି ପ୍ରକାରର କାମରୁ ଆପଣ ଟଙ୍କା ରୋଜଗାର କରିପାରିବେ । ଯଦି ଆପଣ କମ୍ପ୍ୟୁଟର ମାଧ୍ୟମରେ ଭିଡିଓ ଏଡିଟିଙ୍ଗ ଶିଖିଥିବେ ତାହେଲେ ଆପଣ କାମ କରିପାରିବେ । ନହେଲେ ଏହି କୋର୍ସ୍ କରି ଆପଣ ଅନେକ ଟଙ୍କା ପାଇପାରିବେ ।
ନିଜ ଘରେ କମ୍ପ୍ୟୁଟର କିଣି ଅନେକ କାମ କରି ଏହିଭଳି କାମ କରି ଅନେକ ଟଙ୍କା ରୋଜଗାର କରିପାରିବେ । ଏହାସହ ଆପଣ ୱେବ୍ କୋର୍ସ କରି ଅନେକ ପ୍ରକାରର ଜିନିଷ ଜାଣିପାରିବେ ଆଉ ଅନେକ କଥା ଜାଣି କାମରେ ଲଗାଇ ପାରିବେ ।
Computer
ଡିଜିଟାଲ ମାର୍କେଟ ଉପରେ ଆପଣ କୋର୍ସ କରିଥିଲେ ଆପଣ ଅନେକ ଟଙ୍କା ରୋଜଗାର କରିପାରିବେ । ଗୋଟିଏ କଂପ୍ୟୁଟରକୁ ବ୍ୟବହାର କରି ଆପଣମାନେ ଅନେକ ବିଜନେସ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button