କେଉଁ ପତ୍ର ଖାଇବା ଦ୍ଵାରା ମଳ କଣ୍ଟକ ସମସ୍ଯା ସଂପୂର୍ଣ୍ଣ ଦୂର ହୋଇଥାଏ ? 15+ GK With Answers
ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲି ଆସିବ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସାଧାରଣ ଜ୍ଞାନ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ଦୈନନ୍ଦିନ ଜୀବନରେ ନିହାତି କାମରେ ଆସିବ ।
ଏହାକୁ ନିଜର ଦୈନିକ ଜୀବନରେ କାମରେ ଲଗାଇଲେ ଆପଣ ବେଶ ଉପକୃତ ହେବେ । ଓ କିଛି ନୂଆ ଶିକ୍ଷଣୀୟ ଜିନିଷ ମଧ୍ୟ ଶିଖିବାକୁ ପାଇବେ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।
1- ଭାରତର କେଉଁ ରାଜ୍ୟରେ ସର୍ବ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ?
ଉତ୍ତର- ଅରୁଣାଚଳ ପ୍ରଦେଶ ।
2- କେଉଁ ଦେଶରେ କୁକୁର ର ପୂଜା କରାଯାଏ ?
ଉତ୍ତର- ନେପାଳ ।
3- ଭାରତର କେଉଁ ରାଜ୍ୟ ମସାଲା ଉତ୍ପାଦନ ପ୍ରସିଦ୍ଧ ଅଟେ ?
ଉତ୍ତର- କେରଳ ।
4- ଦୁନିଆରେ ସବୁଠାରୁ ପରିଶ୍ରମୀ ଜୀବ କିଏ ?
ଉତ୍ତର- ପିମ୍ପୁଡି ।
5- ଘରେ କେଉଁ ଗଛ ଲଗାଇଲେ ମଶା ରହେ ନାହିଁ ?
ଉତ୍ତର- ତୁଳସୀ ଗଛ ।
6- ଭାରତର ସବୁଠାରୁ ଧନୀ ରାଜ୍ୟ ର ନାମ କଣ ?
ଉତ୍ତର- ମହାରାଷ୍ଟ୍ର ।
7- କେଉଁ ଗ୍ରହ କୁ ଲାଲ ଗ୍ରହ ବୋଲି କୁହାଯାଏ ?
ଉତ୍ତର- ମଙ୍ଗଳ ଗ୍ରହ ।
8- କଣ ଖାଇଲେ ମଣିଷ ର ରକ୍ତ ଅପରିଷ୍କାର ହୋଇଥାଏ ?
ଉତ୍ତର- ଶୁଖୁଆ ।
9- କେଉଁ ଜୀବ ମୁହଁ ରେ ମଳ ତ୍ୟାଗ କରେ ?
ଉତ୍ତର- ବାଦୁଡି ।
10- କେଉଁ ଫଳର ମଞ୍ଜି ରେ କିଛି ମାତ୍ରା ରେ ଆଲକୋହଲ ରହିଥାଏ ?
ଉତ୍ତର- ଖଜୁରୀ ।
11- ଗେଣ୍ଡା ମାଂସ ଖାଇଲେ କେଉଁ ରୋଗ ଭଲ ହୋଇଥାଏ ?
ଉତ୍ତର- ବ୍ଲଡ଼ ପ୍ରେସର ।
12- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୋରିଷ ଉତ୍ପାଦନ ହୋଇଥାଏ ?
ଉତ୍ତର- କର୍ଣ୍ଣାଟକ ।
13- ସିଂହ ଦିନକୁ ପ୍ରାୟ କେତେ କିଲୋ ମାଂସ ଖାଇଥାଏ ?
ଉତ୍ତର- 15 କିଲୋ ।
14- କଣ ଖାଇଲେ ମଣିଷ ର ସ୍ମରଣ ଶକ୍ତି ବଢିଥାଏ ?
ଉତ୍ତର- ବାଦାମ ।
15- ପ୍ରଜାପତି ର ଜୀବନ କାଳ କେତେ ଦିନ ?
ଉତ୍ତର- 15 ଦିନ ।
16- ଜନସଂଖ୍ୟା ଦ୍ରୁଷ୍ଟି ରୁ ଭାରତର କେଉଁ ରାଜ୍ୟ ବଡ ଅଟେ ?
ଉତ୍ତର- ଉତ୍ତର ପ୍ରଦେଶ ।
17- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ପିଆଜ ଚାଷ କରାଯାଏ ?
ଉତ୍ତର- ମହାରାଷ୍ଟ୍ର ।
18- ଓଟ ବିନା ଖାଦ୍ୟ ଓ ଜଳ ନ ପିଇ କେତେ ଦିନ ଯାଏଁ ବଞ୍ଚିପାରେ ?
ଉତ୍ତର- 6 ମାସ ।
19- କେଉଁ ପତ୍ର ଖାଇବା ଦ୍ଵାରା ମଳ କଣ୍ଟକ ସମସ୍ଯା ସଂପୂର୍ଣ୍ଣ ଦୂର ହୋଇଥାଏ ?
ଉତ୍ତର- ତେତୁରି ପତ୍ର ।