ଦେଶ- ବିଦେଶ

୨ ଟେଷ୍ଟ ମ୍ୟାଚରୁ ଛୁଟି ମାଗିଲେ ବିରାଟ – Kalinga News

[ad_1]

ନୂଆଦିଲ୍ଲୀ: ଭାରତୀୟ ଟିମର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲୀ ଇଂଲଣ୍ଡ ବିରୋଧରେ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ୍ ପାଇଁ ଛୁଟି ମାଗିଛନ୍ତି । ଏନେଇ ନିଜେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଜାରୀ କରାଯାଇଛି । ଫଳରେ ବିରାଟ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟଥର ପାଇଁ ପିତା-ମାତା ହେବାକୁ ଯାଉଥିବା ନେଇ ଫ୍ୟାନ୍ସ ଅନୁମାନ କରୁଛନ୍ତି ।

ବିରାଟ କୋହଲୀଙ୍କ ତରଫରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ବିରାଟ ବ୍ୟକ୍ତିଗତ କାରଣରୁ ଛୁଟି ନେଇଥିବା ବିସିସିଆଇ ପ୍ରେସ ରିଲିଜ ମାଧ୍ୟମରେ ଜଣାଇଛି । ଦେଶକୁ ପ୍ରତିନିଧିତ୍ୱ କରିବା ତାଙ୍କ ପ୍ରାଥମିକତା କିନ୍ତୁ କିଛି ବ୍ୟକ୍ତିଗତ କାରଣ ପାଇଁ ଉପସ୍ଥିତ ରହିବେନି ବୋଲି ବିରାଟ ଅନୁରୋଧ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button