ରାଜ୍ୟ

ଇନଷ୍ଟାଗ୍ରାମରୁ ପ୍ରେମ ହେଲା, ପ୍ରେମ ହେବା ପରେ ଦେହ ସୁଖ ନେଲା କିନ୍ତୁ ବିବାହ ନାଁ ଶୁଣି ଛାଡି ଦେଇ ଚାଲିଗଲା ପ୍ରେମିକ

ଇନଷ୍ଟାଗ୍ରାମରୁ ପ୍ରେମ ହେଲା ପରେ ତୋତେ କେବେ ଛାଡିବିନି ତୁ ମୋ ଜୀବନ ତୋତେ ବାହା ହୋଇ ସୁନାର ସଂସାର ଗଢିବି କହି ଆଣ୍ଠେଇ ପଡ଼ି ପ୍ରପୋଜ କରୁଥିଲା। ଛାତିରେ ଲଗାଇଦେଉଥିଲା ଆଉ ଲୁ-ହ ଟିକେ ଝରିଲେ କୋଳେଇ ନେଉଥିଲା। ହେଲେ ବାହାଘର କଥା ଉଠିବାରୁ ଏବେ ଡିଆଁ ମାରିଛି ପ୍ରେମିକ। ଆଉ ଏବେ ପ୍ରେମିକା ଧାରଣା ଦେଉଥିବା ବେଳେ ଦେହ ଅସୁସ୍ଥ ହେବାରୁ ମେଡିକାଲ ଆସିଛି।

ପ୍ରେମିକକୁ ଖୋଜିବାକୁ ବାହାରିଥିବା ଏଇ ପ୍ରେମିକା ଜଣକ ଯାଇ ଘରେ ପହଂଚି ଥିଲେ। ଆଉ ସେଇ କଥା ଜାଣିବା ପରେ ପ୍ରେମିକ ଯୁବକ ଜଣକ ଘରୁ ଫେ-ରାର ହୋଇଯାଇଛନ୍ତି।ପ୍ରାୟ ଦେଢ଼ ବର୍ଷରୁ ଅଧିକ ହେବ ଉଭୟ ଉଭୟଙ୍କୁ ଭଲ ପାଇ ଆସୁଥିଲେ। ସବୁ ବାଧା ବିଘ୍ନକୁ ସାମ୍ନା କରି ସ୍ୱାମୀ ସ୍ତ୍ରୀ ହୋଇ ସୁନାର ସଂସାର କରିବାକୁ ଶ-ପଥ ନେଇଥିଲେ। ହେଲେ ଝିଅ ଉପରେ ପୁଅର ମନ ଭରିଯିବା ପରେ ଝିଅକୁ ପୁଅ ଅଧା ବାଟରେ ଛାଡି ଫେ-ରାର ମା-ରିଛି।

ତେବେ ଝିଅଟି ପ୍ରଥମେ ପୁଅଟିକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ପୁଅ ଫେ-ରାର ମାରିଥିବାରୁ ଅନ୍ୟ ଉପାୟ ନପାଇ ସଦର ସନପୁଅର ପୋ-ଲିସ ସହାୟତା ଲୋଡି ଥିଲେ। ହେଲେ ପୋ-ଲିସ ଝିଅଟିକୁ ଗା-ଳି ଗୁଲଜ କରି ଥା-ନାରୁ ଫେରାଇ ଦେଇଥିଲେ। ଶେଷରେ ଝିଅଟି ବସ୍ତି ବାସିନ୍ଦା ସୁର-କ୍ଷା ମଞ୍ଚର ସଭାନେତ୍ରୀଙ୍କ ସହାୟତା ପାଇଥିଲେ।ତେବେ ପ୍ରେମିକ ଯୁବକ ଫେ-ରାର ମା-ରିଥିବାରୁ ପ୍ରେମିକ ଘରେ ଆଗରେ ଝିଅଟି ଧାରଣାରେ ବସିଛନ୍ତି। ହେଲେ ଆଜି ଦେହ ଅସୁସ୍ଥ ହୋଇଯିବାରୁ ତାଙ୍କୁ ମେଡିକାଲ ଅଣାଯାଇଥିଲା।

ତେବେ ଏଇ ଘ-ଟଣା ହେଉଛି ସୁଵର୍ଣପୁର ସହର ନିକଟବର୍ତ୍ତୀ ବଡ଼ଝିଙ୍କି ଗାଁରେ।ଏ ଗାଁର ପଛୁଆ ବର୍ଗର ପୁଅ ସଦାନନ୍ଦ ଷଣ୍ଢ ସମ୍ବଲପୁର ଜିଲ୍ଲା କୁଚିଗା ଗାଁର ପୂଜା ବାରାଭାୟାଙ୍କୁ ଦେଢ଼ ବର୍ଷ ହେଲା ଭଲ ପାଇ ଆସୁଥିଲେ। ଦୁହିଙ୍କ ଭିତରେ ଶାରୀ-ରିକ ସ-ମ୍ପର୍କ ସହିତ ମନର ସ-ମ୍ପର୍କ ସବୁକିଛି ରହିଥିଲା। ଦୁଇ ଜଣ ପ୍ରତି-ଶ୍ରୁତି ଦେଇଥିଲେ ଯେ ଆଗକୁ ଯାଇ ବିବାହ କରି ସୁନାର ସଂସାର କରିବେ। ହେଲେ ବିବାହ କଥା ଉଠିବାରୁ ଏବେ ଡିଆଁ ମା-ରିଛି ପ୍ରେମିକ।

ହଁ ଆଜ୍ଞା ତେବେ ଦୁଇ ଜଣ ଇନଷ୍ଟାଗ୍ରାମରେ ପ୍ରେମ କରିଥିଲେ। ଦୁଇଜଣ ଇନଷ୍ଟାଗ୍ରାମରେ ନିଜର ରିଲିସ କରି ଛାଡ଼ୁଥିଲେ। ଆଉ ଦୁଇ ଜଣଙ୍କ ଭିତରେ ପ୍ରେମ ସ-ମ୍ପର୍କ ଗଢି ଉଠିଥିଲା। ପୂଜା ଜଣେ ସମ୍ବଲପୁରୀ ଲୋକନୃତ୍ୟ କଳାକାର ଅଟନ୍ତି। ତେଣୁ ସେ ସାମାଜିକ ଗଣମାଧ୍ୟମରେ ରିଲିସ ପ୍ରସ୍ତୁତ କରି ଛାଡ଼ିଥାନ୍ତି। ଆଉ ସେଇଠୁ ଦେଖିଥିଲା ପ୍ରେମିକ ଆଉ ସେଇଠୁ ବଢିଥିଲା ସ-ମ୍ପର୍କ।

ତେବେ ବିବାହ ପ୍ରତି-ଶ୍ରୁତି ଦେଇ ସଦାନନ୍ଦ ପୂଜାଙ୍କୁ ପ୍ରତା-ରଣା କରିଥିବାରୁ ଏବେ ସଦାନନ୍ଦର ପ୍ରତି-ଶ୍ରୁତି ମୁତାବକ ତାଙ୍କୁ ସଦାନନ୍ଦ ବିବାହ କରି ଷଣ୍ଢ ପରିବାରର ବୋହୂ ଭାବେ ସ୍ୟୁକୃତି ପ୍ରଦାନ କରିବାକୁ ଦାବି କରିଛନ୍ତି। ତେବେ କହିଛନ୍ତୁ ଦାବି ପୂରଣ ନହେବା ଯାଏଁ ପୂଜା ସଦାନନ୍ଦଙ୍କ ଘର ପିଣ୍ଡାରୁ କୁଆଡୁ ବି ଯିବେ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button