ରାଜ୍ୟ

ଚନ୍ଦକାରୁ ଯୁବକଙ୍କୁ ଅପହରଣ, କାରରେ ଆସି ଉଠାଇନେଲେ – Kalinga News

[ad_1]

ଭୁବନେଶ୍ୱର : ଚନ୍ଦକା ଥାନା ନିକଟରୁ ଯୁବକଙ୍କୁ ଅପହରଣ | ଏକ କାରରେ ଆସି କିଛି ଦୁର୍ବୃତ୍ତ ଉଠାଇନେଲେ | ଅପହୃତ ଯୁବକ ହେଲେ ଦାରୁଠେଙ୍ଗର ଆଶିଷ ରଞ୍ଜନ ବେହେରା | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପହରଣ ହୋଇଥିବା ସୂଚନା ମିଳିଛି | ତେବେ ଅନ୍ୟ ଜଣେ ଯୁବକ ଅପହୃତଙ୍କ ସାଙ୍ଗ ଅଳ୍ପକେ ବର୍ତ୍ତିଯାଇଛନ୍ତି | ଉକ୍ତ ବନ୍ଧୁଙ୍କ ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା ଆରମ୍ଭ ହୋଇଛି |

 

The post ଚନ୍ଦକାରୁ ଯୁବକଙ୍କୁ ଅପହରଣ, କାରରେ ଆସି ଉଠାଇନେଲେ appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button