ମନୋରଞ୍ଜନ

ବାଃ ଲାଇଫ ହେବ ତ ଏମିତି, Omar Ali Saifuddienଙ୍କ ଲାଇଫ ଷ୍ଟାଇଲ ଦେଖି ଆଖିଯିବ… ଦେଖନ୍ତୁ Video

ବନ୍ଧୁଗଣ ଏ ଦୁନିଆରେ ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ ସଉକ କରି ବଞ୍ଚିବାକୁ ଇଚ୍ଛା କରିଥାନ୍ତି । କିଛି ଲୋକଙ୍କର ଜୀବନ ବେଶ ଆନନ୍ଦରେ ମଧ୍ୟ ବ୍ଯତୀତ ହୋଇଥାଏ । ଲୋକଙ୍କ ପାଖରେ ଗାଡି, ଘର, ଟଙ୍କା ସବୁ କିଛି ରହିଥାଏ ଯାହାକୁ ସେମାନେ ବିଳାସ ବ୍ୟସନରେ ଜୀବନ ବ୍ଯତୀତ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜେଣ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଜାଣିବା ପରେ ଆପଣ ବି କହିବେ ଲାଇଫ ହୋ ତୋ ଏସି । ଏହି ଭିଡିଓରେ ଆପଣ ଯେଉଁ ବ୍ୟକ୍ତିଙ୍କୁ ଦେଖୁଛନ୍ତି ତାଙ୍କ ନାଁ ହେଉଛି ହସନଲ ବୋଲଖିଆ ଇବନୀ ଓମାର ଅଲ୍ଲୀ ସେଫଉଦିନ ।

ହସନଲ ନିଜର ବ୍ୟକ୍ତିଗତ ଜୀବନ ଓ ବିଳାସ ପୂର୍ଣ୍ଣ ଜୀବନ ପାଇଁ ଚାରିଆଡେ ଜଣେ ଚର୍ଚ୍ଚିତ ଚେହେରା ଅଟନ୍ତି । ତାଙ୍କ ପାଖରେ ପ୍ରାଇଭେଟ ଜେଟ ଥିବା ସହ ୭୦୦୦ ରୁ ଅଧିକ ସୁନାରେ ଖଞ୍ଜା ହୋଇଥିବା ଲକଜରି କାର ମଧ୍ୟ ରହିଛି । କେବଳ ଏତିକି ନୁହେଁ ତାଙ୍କ ପକ୍ଷରେ ରହିଛି ସୁନାର ଛାଉଣି ହୋଇଥିବା ପ୍ଳେନ । ସୂଚନା ଅନୁଯାୟୀ ତାଙ୍କର ସମୁଦାୟ ସମ୍ପତି ହେଉଛି ୨ ଲକ୍ଷ ୮୮ ହଜାର କୋଟି ଟଙ୍କାରୁ ଅଧିକ ।

ହସନଲ ବୋଲଖିଆ ଇବନିମ ଓମାର ଅଲ୍ଲୀ ସେଫଉଦିନ ତୃତୀୟ ହେଉଛନ୍ତି ଭୃଣେ ର ସୁଲତାନ । ସେ ଅମର ଅଲ୍ଲୀ ସେଫଉଦିନ ଙ୍କ ପରେ ୨୯ତମ ରାଜା ବଣିଛନ୍ତି । ଏବେ ତାଙ୍କର ବୟସ ମାତ୍ର ୭୫ ବର୍ଷ । ବର୍ତ୍ତମାନ ସେ ଭୃଣେ ରେ ରକ୍ଷା ମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଭାବେ ଅକମା କରୁଛନ୍ତି । ତାଙ୍କ ପାଖରେ ଥିବା ସୁନାର ପ୍ଳେନ ର ମୂଲ୍ୟ ହେଉଛି ୯୫୯ କୋଟି ଟଙ୍କା ରୁ ଅଧିକ ।

ଏହା ଛାଡ ତାଙ୍କ ପାଖରେ ୭୦୦୦ ଟି କାର ରହିଛି । ଯେମିତିକି ୩୬୫ ଟି ଫେରାରି, ୨୭୫ ଲାଭର ଗିନି, ୨୫୮ ଏଷ୍ଟର ମାର୍କେ, ୧୭୨ ହୁଗାଡି, ୨୩୦ ସ୍ପୋର୍ଟ୍ସ, ୩୫୦ ବେନ୍ସଲୀପ, ୬୦୦ ରୋଜରଏସ, ୪୪୦ଟି ମର୍ଷଡେଜ ବ୍ରେଞ୍ଚ, ୨୬୫ଟି ଅଡି, ୨୭୦ଟି BMW, ୨୨୫ଋ ଜାଗୁଆର, ୧୮୩ଟି ଲେଣ୍ଟ ରୋଭର ଇତ୍ୟାଦି ।

ଏ ସବୁ ଥିଲା ତାଙ୍କ ଆଲିଶାନ ଗାଡି ବିଷୟରେ ବିବରଣୀ । ଗାଡି କୁ ଛାଡି ଦେଲେ ସେ ତାଙ୍କର ହେୟାର କାଟ ପାଇଁ ମାସକୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ତାଙ୍କୁ ସୁଲତାନ ନାମରେ ମଧ୍ୟ ଜଣା ଯାଇଥାଏ । ତେବେ ସେ ରହୁଥିବା ମହଲ କୁ ଦୁନିଆର ସବୁଠାରୁ ବଡ ମହଲ ଭାବେ ବିବେଚନା କରାଯାଉଛି । ପ୍ରାୟତ ୨୦ ସ୍କୋୟାର ଫୁଟ ରେ ରହିଛି ସୁଲତାନଙ୍କ ମହଲ ।

ଏଥିରେ ୧୭୦୦ଟି ରାମ, ୫ଟି ବଡ ସୁଇମିଙ୍ଗ ଫୁଲ, ୨୫୭ଟି ବାଥୃମ ରହିଛି । ୧୦ ହଜାର ରୁ ଅଧିକ ଲୋକ ଏହି ମହଲରେ କାମ କରୁଛନ୍ତି । ଏହା ବ୍ଯତୀତ ତାଙ୍କ ପାଖରେ ରହିଛି ପ୍ରାଇଭେଟ ଚିଡିଆ ଘର ଯେଉଁ ଠାରେ ସେ ୩ଟି ବଙ୍ଗଳା ଟାଇଗର ରଖିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button