ମନୋରଞ୍ଜନ

ବାଛନ୍ତୁ କୌଣସି ଗୋଟିଏ ଆଖି ଓ ଜାଣନ୍ତୁ ଆପଣଙ୍କ ଜୀବନ ସାଥି ଆପଣଙ୍କୁ ମନେ ପକାଇ କେବେ କାନ୍ଦିଥିଲେ ? Love Quiz

ପ୍ରେମ ଏକ ଏଭଳି ଅନୁଭୂତି ଅଟେ ଯାହା ସମସ୍ତଙ୍କୁ କେଉଠି ନା କେଉଠି ନିଜ ମନ ପସନ୍ଦର ବ୍ୟକ୍ତି ସହ ହୋଇଥାଏ । ଜଣେ ପ୍ରେମୀ ଯୁଗଳ ସର୍ବଦା ପରସ୍ପର ସହିତ ପାଦରେ ପଦ ମିଶାଇ ଚାଲିବାକୁ ପସନ୍ଦ କରନ୍ତି । ପ୍ରେମର ଅନୁଭୂତି କାହା ଆଗରେ ପ୍ରକାଶ କରି ହୁଏ ନାହି । ପ୍ରେମ ସମ୍ପର୍କରେ ଆସିଲେ ସମସ୍ତେ ଭୋକ ଶୋଷ ଭୁଲିଯାନ୍ତି । ବ୍ୟକ୍ତିର ପସନ୍ଦ ଓ ନା ପସନ୍ଦ ତାର ବ୍ୟକ୍ତିତ୍ଵ ଓ ସ୍ଵଭାବ ବିଷୟରେ ବହୁତ କିଛି ଜାଣି ହୁଏ । ପ୍ରେମ ଶବ୍ଦର ଅର୍ଥ ବହୁତ ବ୍ୟାପକ ହୋଇଥାଏ ।

ପ୍ରେମର ଅର୍ଥ ହେଉଛି ନିଜ ମନ ଭିତରୁ ଭଲ ପାଇବା କିମ୍ବା କାହାକୁ କୌଣସି ବିନା ସ୍ଵାର୍ଥ ରଖି ଭଲ ପାଇବା । ଏହାକୁ ପ୍ରକୃତ ପ୍ରେମ କୁହାଯାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ପ୍ରେମ ସମ୍ଭଧୀୟ ଗୋଟିଏ କୁଇଜ ଗେମ ନେଇ ଆସିଛୁ । ଏହି ଗେମରେ ଆମେ ଆପଣଙ୍କ ନିକଟରେ କିଛି ଆଖିର ଚିତ୍ର ରଖିବା । ଆପଣ ମାନେ ସେହି ଚିତ୍ର ମଧ୍ୟରୁ ଗୋଟିଏ ଚିତ୍ର ବାଛିବେ । ଆମେ ମାନେ ସେହି ଚିତ୍ର ମଧ୍ୟରୁ କହିବା ଯେ ଆପଣଙ୍କ ଜୀବନ ସାଥି ଆପଣଙ୍କୁ କେଉଁ ସମୟରେ ମନେ ପକାଇ କାନ୍ଦି ଥିଲେ । ତେବେ ଆସନ୍ତୁ ଗେମ ଆରମ୍ଭ କରିବା ।

୧- “ପ୍ରଥମ ଚିତ୍ର ବାଛିଥିବା ବ୍ୟକ୍ତି” : ଯଦି ଆପଣ ପ୍ରଥମ ନମ୍ବରର ଚିତ୍ର ବାଛିଛନ୍ତି ତେବେ ଆପଣଙ୍କ ଲାଇଫ ପାର୍ଟନର ଆପଣଙ୍କ ଠାରୁ ବହୁତ ଦୂରରେ ଥିଲେ ଓ ଆପଣ ସେହି ସମୟରେ ତାଙ୍କ ପାଖରେ ନ ଥିଲେ ମଧ୍ୟ ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ ଏକ ମନୋଲୋଭା ସରପ୍ରାଇଜ ପ୍ଳାନ କରିଥିଲେ । ଠିକ ସେହି ସମୟରେ ସେ ଆପଣଙ୍କୁ ମନେ ପକାଇ ବହୁତ ଭାବୁକ ହୋଇଥିଲେ ।

୨- “ଦିତୀୟ ଚିତ୍ର ବାଛିଥିବା ବ୍ୟକ୍ତି” : ଯଦି ଆପଣ ଦିତୀୟ ନମ୍ବରର ଚିତ୍ର ବାଛିଛନ୍ତି ତେବେ ଯେଉଁ ସମୟରେ ଆପଣଙ୍କ ଇଚ୍ଛା ନ ଥାଇ ମଧ୍ୟ ଆପଣ ନିଜ  ପାର୍ଟନରଙ୍କ ଠାରୁ ବହୁତ ଦୂରକୁ ଚାଲିଯାଇ ଥିଲେ ସେହି ସମୟରେ ଆପଣଙ୍କ କଥା ମାନେ ପକାଇ ଆପଣଙ୍କ ପାର୍ଟନର କାନ୍ଦି ପକାଇଥିଲେ ।

୩- “ତୃତୀୟ ଚିତ୍ର ବାଛିଥିବା ବ୍ୟକ୍ତି” : ଯଦି ଆପଣ ତୃତୀୟ ନମ୍ବରର ଚିତ୍ର ବାଛିଛନ୍ତି ତେବେ ଯେଉଁ ସମୟରେ ଆପଣ ନିଜ ସାଥିଙ୍କ ଉପରେ କୌଣସି କାରଣରୁ ଅଧିକ ରାଗି ଯାଇଥିଲେ ସେହି ସମୟରେ ଆପଙ୍କ ପ୍ରେମ ସମ୍ପର୍କରେ ବହୁତ ଦୂରତା ଆସି ଯାଇଥିଲା ସେହି ମୂହୁର୍ତ୍ତକୁ ନିଜ ମନ ଭିତରେ ସାଇତି ରଖି ଆପଣଙ୍କ ସାଥି ବହୁତ ଭାବୁକ ହୋଇ କାନ୍ଦି ପକାଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button