ମନୋରଞ୍ଜନ

ଘରେ ମୋ ମା ମୋତେ ପାଗଳ ଡାକନ୍ତି ..କିନ୍ତୁ ମୁ କୁହେ ସବୁ ଆର୍ଟିଷ୍ଟଙ୍କ ମଧ୍ୟରେ ଟିକେ ନ ଟିକେ ପାଗଳାମି…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ପ୍ରିୟଙ୍କା ଙ୍କ ବିଷୟ ରେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବା ସହିତ ବିଭିନ୍ନ ଆକ୍ଟ୍ରେସ୍ ମାନଙ୍କ ସହ ଆକାଶ ସହୋ ଭୋଡାଫୋନ୍ ପାଇଁ ନିଜ ର ଭଏସ ଦେଇ ସ୍ବତନ୍ତ୍ର୍ ପରିଚୟ୍ ସୃଷ୍ଟି କରି ପାରିଛନ୍ତି ପ୍ରିୟଙ୍କା । ବର୍ତ୍ତମାନ ସୁଦ୍ଧା ସେ ୪୦ ଟା ସିନେମା ରେ ନିଜ ର ଭଏସ୍ ଦେଇ ସାରିଛନ୍ତି । ସେ ଆଇଭିଏଲ୍ ପାଇଁ ମଧ୍ୟ ନିଜ ର ଭଏସ ଦେଇଛନ୍ତି ।

ତେବେ ତାହା ସହ ଭୋଡାଫୋନ୍ ର ମାନେ ଆଇଭିଆର ରେ ମଧ୍ୟ ନିଜ ର ଭଏସ୍ ରେକର୍ଡ କରେଇଛନ୍ତି । ସେ ଛୋଟ ବେଳୁ ତାଙ୍କୁ ଆକ୍ଟ୍ରେସ୍ ହେବାକୁ ଚାହୁଁ ଥିଲେ । ଛୋଟ ବେଳୁ ସେ ଅଭିନୟ କରିବାର ପ୍ରାଟିସ୍ କରୁ ଥିଲେ ସେ ଅଭିନୟ କରିବାର ତାଙ୍କ ର ଛୋଟ ବେଳୁ ନିଶା ଥିଲା ଆଉ ବହୁତ ଭଲ ପାଇବା ମଧ୍ୟ ଥିଲା । ପ୍ରିୟଙ୍କା ମଧ୍ୟ ନିଜ ଭଏସ ରେ ରାନୀ ପଣ୍ଡା ଙ୍କ ର ଅଭିନୟ କରିଛନ୍ତି ଯାହା ବହୁତ ସୁନ୍ଦର ଥିଲା ତାଙ୍କ ର ଅଭିନୟ ।

ବର୍ତ୍ତମାନ ସମୟରେ ପ୍ରିୟଙ୍କ୍ ଏକ ମେଘା ଧାରାବାହିକ ରେ ଅଭିନୟ କରିଥିବାର୍ ନଜର ରେ ଆସିଛନ୍ତି । ଏହି ମେଘା ଧାରାବାହିକ ର ନାଁ ହେଉଛି ତୁ କହିବୁ ନା ମୁଁ । ସେ ବହୁତ ଷ୍ଟଗଲ୍ କରି ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ କାରଣ ତାଙ୍କ ର ଅଭିନୟ ପାଇଁ ବହୁତ ଦୁର୍ବଳ ଥିଲା ଆଉ ଅଭିନୟ କରିବା ପାଇଁ ବହୁତ ଷ୍ଟଗଲ୍ କରିବକୁ ପଡେ ଯାହା ଏବେ ସେ କରି ଅଭିନୟ କରୁଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିରେ ।

ସେ ସିନେ ଷ୍ଟାର୍ ରେ ଭାଗ ନେଇ ଥିଲେ ଯେଉଁ ଥିରେ ସେ ବିଜେତା ହୋଇଥିଲେ । ଆଉ ସେ ପ୍ରଥମ ତାଙ୍କ କ୍ୟାରିଅର ଆଙ୍କରିଙ୍ଗ୍ ରୁ ଆରମ୍ଭ କରିଥିଲେ ଆଉ ସେଇଠି ତାଙ୍କ ର ପ୍ରଥମ ପେମେଣ୍ଟ ମିଳିଥିଲା । ପ୍ରିୟଙ୍କା ଙ୍କ ର ସ୍ବପ୍ନ୍ ଥିଲା ସେ ଓଡ଼ିଆ ସିନେମା କରିବେ କିନ୍ତୁ ସେତେବେଳେ କୋଭିଡ୍ କଟକଣା ପାଇଁ ସେ ଫିଲ୍ମ କରି ପାରି ନଥିଲେ କାରଣ ସେତେବେଳେ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ଖରାପ ସମୟ ନେଇ ଗତି କରୁଥିଲା ।

ତେବେ ଆଉ ସେହି ସମୟ ରେ ପ୍ରଥମ ପ୍ରଥମ ଫୋଟ ସୋଟ୍ କରୁଥିଲେ ଆଉ ତାଙ୍କ ଡ୍ରେସ ଦେଖି ଲୋକ ମାନେ ବହୁତ କିଛି କଥା କହୁଥିଲେ ଆଉ ପ୍ରିୟଙ୍କା ଙ୍କୁ ଟଙ୍କା ବି ଦେଉ ନଥିଲେ ତାଙ୍କ ପରିବାର ଲୋକେ ଆଉ ସେହି ସମୟ ରେ ପ୍ରିୟଙ୍କା ବହୁତ ଷ୍ଟଗଲ୍ କରି ଅଭିନୟ ଦୁନିଆ ରେ ପାଦ ଦେଇଥିଲେ । ସେ ଛୋଟା ଭୀମ ଓ ଡୋରେମ୍ୟାନ ଙ୍କ ଭଲ ନିମିକ ଦେଇ ଥାଆନ୍ତି । ଅର୍ଟିଷ୍ଟ୍ ଙ୍କ ମଧ୍ୟ ରେ ପାଗଲପଣ ରହିବା ଦରକାର ।

ପ୍ରିୟଙ୍କା ଭଲ ଗୀତ ଗାଇବା ସହ ଜଣେ ମଡେଲର । ଏହି ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ । ଏହି ଅଭିନେତ୍ରୀ ଙ୍କୁ ସବୁଠୁ ଅଧିକ ଭଲ ଲାଗିଥାଏ ଧାରାବାହିକ ରେ କାମ କରିବା ପାଇଁ । କାରଣ ତାଙ୍କୁ ସରକାରୀ ଚାକିରୀ କଲା ଭଳି ଲାଗିଥାଏ ମାସ କୁ ମାସ ଦରମା ମିଳିବା ସହିତ ଖାଇବାକୁ ଓ କଷ୍ଟ୍ୟୁମ୍ ଦିଆଯାଇଥାଏ । ଏହି ଭଳି ଭାବେ ସେ ଅନେକ କଥା କହିଛନ୍ତି ଓ ସେ ପ୍ରତ୍ୟେକ ଦିନ ନିଜ ସମୟ କୁ କେମିତି ଅତି ବାହିତ କରିଛନ୍ତି ତାହା ମଧ୍ୟ କହିଛନ୍ତି ।

ବର୍ତ୍ତମାନ୍ ସମୟ ରେ ସେ ତୁ କହିବୁ ନା ମୁଁ ଧାରାବାହିକ ରେ ନିଜ ଅଭିନୟ ଜାରି ରଖିଛନ୍ତି । ସେ ନିଜ ଅଭିନୟ କ୍ୟାରିୟର କୁ ନେଇ ନ୍ୟାସନାଲ ରେ ଯାଇ ଅଭିନୟ କରିବେ ବୋଲି ସେ କହିଛନ୍ତି । ଏହି ଭଳି ସେ ମଜା ମସ୍ତି କରିଥିଲେ ଏହି ସାକ୍ଷାତକାର ରେ ତେବେ ସେ ରେଲୱେ ରେ ଯେଉଁ ପରି ଆନାଉନଷ୍ଟ କରନ୍ତି ସେହିଭଳି ମଧ୍ୟ ସେ ଭଏସ କାଢି ପାରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button