ରାଜ୍ୟ

ରଥଯାତ୍ରା ପୂର୍ବରୁ ଜଗନ୍ନାଥ ମନ୍ଦିରରେ ଭାଙ୍ଗିଲା ନୀଳଚକ୍ର, ଆସୁଛି କି କିଛି ବିପଦ ? ଦେଖନ୍ତୁ Video

ରଥଯାତ୍ରା ଆଗରୁ ଭାଙ୍ଗିଲା ନୀଳଚକ୍ର । ଏହାକୁ ନେଇକି ଗ୍ରାମବାଶି ଙ୍କ ମନରେ ଛନକା । ଗୁଣୁପୁର ଜଗନ୍ନାଥ ମନ୍ଦିର ରେ ଥିବା ନାଟ ମଣ୍ଡପ ରୁ ଖଶି ପଡିଥିବା ନୀଳଚକ୍ର । ଏବେ କଣ ଦିନ ଦେଖାଇବା ପାଇଁ ଯାଉଛି । ଓଡିଶାରେ ଥିବା ସବବୁ ଲୋକଙ୍କ କଥା ଯଦି ଆମେ ଦେଖିବା ପାଇଁ ଯିବା ତ ଓଡିଶାର ଲୋକମାନେ ସବୁ ବେଳେ ନିଜ ପାଇଁ କିମ୍ବା ନିଜ ଜଗନ୍ନାଥ ପାଇଁ ଚିନ୍ତାରେ ଥାନ୍ତି । ଆମ ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ ।

ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ ଏହାକୁ ଆପଣେଇବା ପାଇଁ ଚାହାଁନ୍ତି କିଛି ଜଣ ଏହାକୁ ଆପଣେଇ ଛନ୍ତି ମଧ୍ୟ । ଆମ ପୋଷାକ ଆମ ଜୀବନର ରହସ୍ୟ ଜାଣିବା ପାଇଁ ଆସିକି ସେମାନ ଆମ ସହ ମିଶି ଯାଇ ଛନ୍ତି ଜଗନ୍ନାଥ ସଂସ୍କୃତି ଏହି ଭଳି ଏକ ମାହାନ ସଂସ୍କୃତି ଅଟେ କି ଯାହାକୁ କେହି ଭି ନଜର ଅନ୍ଦାଜ କରି ପାରିବନି ।

ଏହାର ମାନେ ହେଉଛି କି ଆମେ ଯଦି ଜଗନ୍ନାଥ ସଂସ୍କୃତି କୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ଭାଷା ଓ ଆମ ଭଲ ପାଇବାରେ ଟାଣି ହୋଇ ଆସିଥାନ୍ତି ସଭିଏଁ । ତେବେ ଆଗକୁ ଆସୁ ଛି ମାହାପ୍ରଭୁ ଙ୍କ ରଥ ଯାତ୍ରା । ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ମାହାପ୍ରଭୁ ନିଜ ଭାଇ ଭଉଣୀ ଙ୍କ ମାଉଶୀ ଘରକୁ ବୁଲିବା ପାଇଁ ଯିବେ ।

କିଛି ଦିନ ରହିକି ସେଠାରେ ପୁଣି ଫେରି ଆସିବେ ନିଜ ସ୍ଥାନକୁ ମାତ୍ର । ଗୁଣୁ ପୁର ରେ ଥିବା ମନ୍ଦିର ର ନୀଳଚକ୍ର ବାନା ଉଡି ଯାଇଥିଲା କିନ୍ତୁ ଏହା ପରେ ଏହା ଭାଙ୍ଗି ଯାଇଛି । ଏହାକୁ ନେଇକି ଏବେ ସବୁ ମହଲରେ ଚର୍ଚ୍ଚା ଚାଲିଛି । ବାତ୍ୟା ଆସିବା ବେଳେ ଯାହା ଭାଙ୍ଗି ନଥିଲା ସାମାନ୍ଯ ପବନ ଦ୍ଵାରା ଏହା କିଭଳି ଭାଙ୍ଗି ଯାଇ ପାରିବ ।

ଏହାକୁ ନେଇକି ଆଦିତ୍ୟ ବାହିନୀ ର ଉପସଭାପତି ତିରୁପତି କହିଛନ୍ତି । ଏହା ଶୁଭ ସଂକେତ ନୁହେଁ । ଏହା ପତିତ ବାନା ବୋଲି ଜଣା ଯାଇଛି । ଏହା ପତିତ ମାନଙ୍କ ରକ୍ଷା ପାଇଁ ଏହାକୁ ଲଗା ଯାଇ ଥାଏ ଏହି ମନ୍ଦିର ସ୍ଥାପନା କୁ 25 ବର୍ଷ ହୋଇ ଯାଇଛି । କିନ୍ତୁ ଏହା ଏତେ କମଜୋର ନୁହେଁ । ଆଜି ଆମେ କହିବା କି ସେହି ମନ୍ଦିର ରେ ଥିବା ନନା ମାନେ କହିଛନ୍ତି ପ୍ରଶାସନ ଏହା ପାଇଁ ଚେଷ୍ଟା କରୁଛି ଏହା ପାଇଁ ସେ କିଛି ଦାନ ମଧ୍ୟ ଦେଇଛି ଏହାକୁ ଜଲ୍ଦି ତିଆରି କରିକି ପୁଣି ପ୍ରତିଷ୍ଠା କରା ଜୀବ ।

ତେବେ ନୀଳ ଚକ୍ର ବାନନା ଉଡିବା ପରେ ପରେ ଏହି ଘଟଣା ଗ୍ରାମର ପ୍ରତେକ ଲୋକଙ୍କୁ ଏକ ଭୟ ମଧ୍ୟକୁ ଟାଣି ନେଇଛି । ଆଗାମୀ ଦିନରେ ଗାଁ ପାଇଁ କିମ୍ବା ଅନ୍ୟ କାହା ପାଇଁ କିଛି ବିପଦ ଆସୁ ଥିବାର ସଂକେତ ଏହା ବୋଲି ଭାବୁଛନ୍ତି ଗ୍ରାମର ଲୋକମାନେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button