ଜ୍ୟୋତିଷ

ନବରାତ୍ରିରେ ଯଦି ମା’ଙ୍କ ଏହି 1 ସ୍ଵପ୍ନ ଆସିଯିବ ତ ଭାବି ନେବେ ଦରିଦ୍ରତା ଶେଷ, ଏହି ସ୍ଵପ୍ନ କେବେ ବି କାହାକୁ କହିବେନି

ବନ୍ଧୁଗଣ ନବରାତ୍ରୀ ଆସିବାକୁ ଯାଉଛି। ଜଦି ଆପଣଙ୍କ ସ୍ବପ୍ନରେ ମାଆଙ୍କ ସ୍ବପ୍ନ ଆସୁଛି ତେବେ ଭାବି ନିଅନ୍ତୁ ଆପଣଙ୍କ ଘରୁ ଗରିବୀ ଶେଷ। ଆପଣ ବନି ବାକୁ ଯାଉଛନ୍ତି ବହୁତ ଧନୀ ବ୍ୟକ୍ତି। ଏହାର ଅର୍ଥ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ ସ୍ବପ୍ନରେ ଦୁର୍ଗା ମା, ସ୍ବପ୍ନରେ ଭଗବାନ ଆସିବା ବହୁତ ଶୁଭ ବୋଲି ମାନନ୍ତି। ଏମିତି କୁହାଯାଏ ଯେ ସେହି ବ୍ୟକ୍ତି ମାଆଙ୍କର ବହୁତ ବଡ଼ ଭକ୍ତ ହୋଇଥାଏ।

ଏମିତି ବ୍ୟକ୍ତିର ଗଣତି ମହାନତାରେ ଯୋଡ଼ା ଯାଏ। ଜଦି ଆପଣଙ୍କୁ ଖାସ୍ ନବରାତ୍ରୀ ମାସରେ କିମ୍ବା ତାର ଆଖ ପାଖରେ ମା ଦୁର୍ଗା, ମା ସରସ୍ଵତୀ, ମା ଲକ୍ଷ୍ମୀ ଦେଖା ଦିଅନ୍ତି ତେବେ ସେ ବ୍ୟକ୍ତି ଅପାର ଧନର ମାଲିକ ବନି ଯାଆନ୍ତି।

ଏମିତି ବ୍ୟକ୍ତି ଏହିପରି ସ୍ବପ୍ନକୁ କାହାକୁ ବି କହିବା କଥା ନୁହେଁ, ଅନ୍ୟଥା ସ୍ବପ୍ନରୁ ମିଳିବାକୁ ଯାଉଥିବା ଫଳ ବ୍ୟର୍ଥ ହୋଇଯାଏ‌ ଏବଂ ମା ମଧ୍ୟ ସେହି ବ୍ୟକ୍ତି ଉପରେ ରାଗି ଯାଇଥାଆନ୍ତି। ଏହି ସ୍ବପ୍ନକୁ ଯେତେ ପଛେ ସମ୍ଭବ ଲୁଚାଇ ରଖନ୍ତୁ।

ମାଙ୍କର ଏହି ଭଳି ସ୍ବପ୍ନ ଆସିଲେ ଏହାକୁ ବହୁତ ଶୁଭ ବୋଲି ମାନନ୍ତି। ଏତେ ଶୁଭ ମାନା ଯାଏ ଯେ ସେହି ବ୍ୟକ୍ତି ସମସ୍ତ ପ୍ରକାର ପାପରୁ ବଞ୍ଚି ଯାଇଥାଏ। ଏହି ରୋଗର ଏହା ବି ମାନେ ହୋଇଥାଏ ଯେ ଆପଣଙ୍କ ଘରୁ ସବୁଦିନ ପାଇଁ ରୋଗ କଷ୍ଟ ଦୂର ହୋଇଯାଏ ଏବଂ ଆପଣଙ୍କ ଉନ୍ନତିର ସମସ୍ତ ରାସ୍ତା ଖୋଲିବାକୁ ଯାଉଛି। ଏମିତି ବି ହୁଏ ଆମେ ବେଳେବେଳେ ଭୋର ସମୟରେ ଏହିଭଳି ସ୍ବପ୍ନ ଗୁଡ଼ିକ ଦେଖିଥାଉ ଯାହାକୁ ବହୁତ ଶୁଭ ବୋଲି ମାନନ୍ତି।

ଜଦି ମୋର ସମୟରେ ଆପଣ ଏହିଭଳି ସ୍ବପ୍ନ ଦେଖୁଛନ୍ତି ଏବଂ ଆପଣଙ୍କର ନିଦ ହଠାତ୍ ଭାଙ୍ଗି ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ସ୍ବପ୍ନ ବାସ୍ତବରେ ପରିଣତ ହେବାକୁ ଯାଉଛି। କେବଳ ସମୟ ସହିତ ଅପେକ୍ଷା କରନ୍ତୁ ଏବଂ ଧର୍ଯ୍ୟ ଧରନ୍ତୁ। ଭୋର ସମୟକୁ ବ୍ରହ୍ମ ମୂହୁର୍ତ୍ତ ବୋଲି ମାନନ୍ତି ସେଥିପାଇଁ ଏହି ସମୟରେ ସକରାତ୍ମକ ଉର୍ଜା ଆମ ପାଖରେ ଥାଏ ଯାହାଦ୍ଵାରା ଆମେ ଦେଖିଥିବା ସ୍ବପ୍ନକୁ ବାସ୍ତବରେ ପରିଣତ କରିବାକୁ ସାହାର୍ଯ୍ୟ କରେ। ମାଙ୍କ ଏହିପରି ସ୍ବପ୍ନ ଆମକୁ କେବେ କାହା ପାଖରେ ସେୟାର କରିବା କଥା ନୁହେଁ।

ଜଦି ଏହିଭଳି ସୋପ୍ନ ଆସେ ତେବେ ସକାଳୁ ଉଠି ମାଙ୍କର ଦର୍ଶନ କରି ନିଅନ୍ତୁ ଯାହାଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ ଏବଂ ଆଶା ପୂରଣ ହେବ। ଜଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତେବେ ଏହାକୁ ଲାଇକ୍, କମେଣ୍ଟ ଏବଂ ସେୟାର କରିବାକୁ ଜମାବି ଭୁଲନ୍ତୁ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button