ଜ୍ୟୋତିଷ

Vastu Shastra- ମରିଗଲେ ବି ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3 କାମ, ଘରକୁ ଆସିଥାଏ ଦରିଦ୍ରତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ କୌଣସି ନା କୌଣସି ସମସ୍ୟା ଲାଗି ରହିଥାଏ ଏବଂ ସେହି ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ବ୍ୟକ୍ତି ବିଭିନ୍ନ ପ୍ରକାର ପ୍ରୟାସ ମଧ୍ୟ କରିଥାଏ । କିନ୍ତୁ ଯଦି ହଜାର ପ୍ରୟାସ କରିବା ପରେ ମଧ୍ୟ ଆପଣଙ୍କ ଜୀବନ ର ସମସ୍ୟା ଦୂର ହୋଇନଥାଏ ତେବେ ଏହାର ଅର୍ଥ ଶନି ଦେବ ଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ରହିଛି । ଆପଣ ଅଜାଣତରେ କରିଥିବା ଭୁଲ ଯୋଗୁଁ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି ଏବଂ ନିଜର କୋପ ଦୃଷ୍ଟି ପକାଇଛନ୍ତି ।

ତେଣୁ ସେହି କାର୍ଯ୍ୟ ଠାରୁ ଦୂରରେ ରହିବା ଆବଶ୍ୟକ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶାସ୍ତ୍ର ଅନୁସାରେ ଏଭଳି ୩ଟି କାର୍ଯ୍ୟ ସମ୍ବନ୍ଧରେ କହିବୁ ଯେଉଁ କାର୍ଯ୍ୟ କୁ ଭଗବାନ ଶନିଦେବ ଙ୍କ ଦିନ ଅର୍ଥାତ ଶନିବାର ଦିନ ଭୁଲ ରେ ମଧ୍ୟ କରନ୍ତୁ ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଶାସ୍ତ୍ର ଅନୁସାରେ ଶନିବାର ଦିନ କେବେବି ପିଆଜ ଓ ରସୁଣ ଭଳି ତାମସିକ ପଦାର୍ଥ ଖାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କ ଶନି କମଜୋର ହୋଇଯାଏ ଏବଂ ଶନି ଗ୍ରହ କୋପିତ ହୋଇଥାନ୍ତି ।

ଏହା ସହିତ ଶନିବାର ଦିନ କୌଣସି ବି ତେଲ କିଣିବା ଆଦୋୖ ଉଚିତ ନୁହେଁ । କାରଣ ଏହି ଦିନ ତେଲ କିଣିବା ଦ୍ୱାରା ନକରାତ୍ମକ ଶକ୍ତି ର ସୃଷ୍ଟି ହୋଇଥାଏ ଏବଂ ଘରେ ଅନେକ ଅଶୁଭ ଘଟଣା ଘଟିଥାଏ । ତେଣୁ ଶନିବାର ଦିନ ତେଲ କିଣନ୍ତୁ ନାହିଁ ।


୨. ବନ୍ଧୁଗଣ ଦ୍ବିତୀୟତଃ, ଶାସ୍ତ୍ର ଅନୁସାରେ ଶନିବାର ଦିନ ଲୁହା ନିର୍ମିତ ବସ୍ତୁ ଭୁଲ ରେ ମଧ୍ୟ କିଣନ୍ତୁ ନାହିଁ । ନଚେତ ଶନିଦେବ କ୍ରୋଧିତ ହୋଇଥାନ୍ତି । କିନ୍ତୁ ଆପଣ ଚାହିଁଲେ ଶନିବାର ଦିନ ଲୁହା ନିର୍ମିତ ବସ୍ତୁ ର ଦାନ କରି ପାରିବେ । କିନ୍ତୁ ଏହି ଦିନ ଲୁହା ନିର୍ମିତ ବସ୍ତୁ କିଣିବା ଅନୁଚିତ ଅଟେ । ଏହା ସହିତ ଶନିବାର ଦିନ ଲୁଣ ମଧ୍ୟ କିଣନ୍ତୁ ନାହିଁ । ଏହି ଦିନ ଲୁଣ କିଣିବା ଦ୍ବାରା ଶନି ଦେବ କ୍ରୋଧିତ ହୋଇଥାନ୍ତି ଏବଂ ଆପଣଙ୍କ ଉପରେ କରଜ ର ଭାର ବଢ଼ିଥାଏ ଏବଂ ଅନେକ ରୋଗ ରେ ପୀଡ଼ିତ ମଧ୍ୟ ହେବାର ସମ୍ଭାବନା ରହିଥାଏ ।


୩. ବନ୍ଧୁଗଣ ତୃତୀୟତଃ, ଶାସ୍ତ୍ର ଅନୁସାରେ ଶନିବାର ଦିନ କୌଣସି ବ୍ୟକ୍ତି ଙ୍କ ଠାରୁ ପଇସା ଉଧାର ନିଅନ୍ତୁ ନାହିଁ ଅଥବା କାହାକୁ ଉଧାର ରେ ପଇସା ଦିଅନ୍ତୁ ନାହଁ । ଯଦି ଆପଣ ଶନିବାର ଦିନ କୌଣସି ବ୍ୟକ୍ତି କୁ ଉଧାର ଦେବେ ତେବେ ଆପଣଙ୍କୁ ଦୀର୍ଘ ଦିନ ଧରି ଆପଣଙ୍କ ପଇସା ମିଳିବ ନାହିଁ ଏବଂ ଯଦି ଆପଣ କୌଣସି ବ୍ୟକ୍ତି ଠାରୁ ଉଧାର ନେବେ ତେବେ ଆପଣ ସେହି ଉଧାର ରେ ଆଣିଥିବା ପଇସା କୁ ସୁଝି ପାରିବେ ନାହଁ । ତେଣୁ ଏପରି ଭୁଲ ଆଦୋୖ କରନ୍ତୁ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button