ମନୋରଞ୍ଜନ

Deepika ପାଦୁକୋନ ଙ୍କ କଳା ସତ, ପଇସା ପାଇଁ କରୁଥିଲେ ଏମିତି ଖରାପ କାମ

ବଲିଉଡ ଇଣ୍ଡଷ୍ଟ୍ରି କୁ ବହୁତ ସଉକ ରହିଥିଲା ପୁରା ଦେଶର ମାମଲାରେ ପସିବାର । ଆଊ ଏବେ ଯେତେବେଳେ ପୁରା ଦେଶ ତାଙ୍କ ପଛରେ ପଡିଛି ସେମାନେ ଲୁଚିବାକୁ ଲାଗିଛନ୍ତି । ବଲିଉଡ ର ସୁନ୍ଦର ସୁନ୍ଦର ଅଭିନେତ୍ରୀ ମାନଙ୍କ ଉଜ୍ଜ୍ୱଳ ତ୍ଵଚା ର ରହସ୍ୟ ଲକ୍ସ ନୁହେଁ ବରଂ ଡ୍ରଗ୍ସ ଅଟେ । ଯେତେବେଳେ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ଜଣେ ଅଭିନେତ୍ରୀ କହିଥିଲେ ରିପିଟ ଆଫ୍ଟର ମି, ଡିପ୍ରେସନ ଇଜ ଏ ମେଣ୍ଟଲ ଈଲନେସ । ଏମିତି କହିକି ଆକ୍ଟିଂ ନାମରେ ଡ୍ରଗ୍ସ ବେପାର କରାଯାଉଛି ।

ଦୀପିକା ଲୋକଙ୍କ ଆଖିରେ ସେଦିନ ତଳକୁ ଖସିଯାଇଥିଲେ ଯେଉଁଦିନ ସେ ପ୍ରୋଟେଷ୍ଟ ପାଇଁ ଦିଲ୍ଲୀ ଯାଇଥିଲେ । ଏକ୍ସ ର ଅଫିସର ଏନ କେ ସୁଡ କହିଥିଲେ କି ଦୀପିକା ଙ୍କୁ ୫ କୋଟି ଟଙ୍କା ମିଳିଥିଲା ସେହି ପ୍ରୋଟେଷ୍ଟ ରେ ସାମିଲ ହେବାପାଇଁ । ସେହି ଟଙ୍କା ଅନିଲ ମୁସରତ ଦେଇଥିଲେ । ଅନିଲ ମୁସରତ ଈଂଲଣ୍ଡ ରେ ରୁହନ୍ତି କିନ୍ତୁ ପସନ୍ଦ ପାକିସ୍ଥାନ କୁ କରନ୍ତି । ଏହି ଲୋକର ପାକିସ୍ତାନୀ ଏଜେନ୍ସିଙ୍କ ସହିତ ବହୁତ ନିବିଡ଼ ସମ୍ପର୍କ ଥିବାର ଜଣାପଡିଛି ଏବଂ ବଲିଉଡ ର ସବୁ ବଡ଼ ବଡ଼ ଲୋକଙ୍କ ସହିତ ମଧ୍ୟ ସମ୍ପର୍କ ରହିଛି ।

ଏବେ ଆପଣ ଜାଣି ପରୁଥିବେ କି ବଲିଉଡ କେମିତି କାମ କରୁଛି । ଦୀପିକା ମଧ୍ୟ ଅନିଲ ମୁସରତ ଙ୍କ ସହିତ ଭଲ ସମ୍ପର୍କ ରଖିଥିଲେ । ସବୁଠାରୁ ବଡ଼ ଖବର ଏହା କି ଦୀପିକା ପାଦୁକୋନ ଡ୍ରଗ୍ସ ନେଉଛନ୍ତି । ସବୁ ସତ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି । ତାଙ୍କ ଉପରେ ଡ୍ରଗ କନ୍ଜୁମ କରିବାର ଆରୋପ ଲଗାଯାଇଛି । ଦୀପିକା ଙ୍କ ଫିଲ୍ମ ଛପକ ରେ କୁହାଯାଉଛି କି ଫଣ୍ଡିଂ ଅନିଲ ମୁସରତ କରିଥିଲେ । ପ୍ରଥମ ଥର ଯେତେବେଳେ ସ୍କ୍ରିପ୍ଟ ପଢିଥିଲେ ସେ ଫଣ୍ଡିଂ ଦେବାକୁ ମନା କରିଥିଲେ କାରଣ ଏସିଡ ପକାଇବା ଲୋକଟି ମୁସଲମାନ ଥିଲା ।

ତାପରେ ବଲିଉଡ ସେହି ଏସିଡ ପକାଇବା ଲୋକଟିର ନା ହିନ୍ଦୁ ନାମରେ ବଦଳାଇଥିଲା ତାପରେ ଅନିଲ ମୁସରତ ଫଣ୍ଡିଂ ପାଇଁ ରାଜି ହୋଇ ଯାଇଥିଲେ । ଆପଣ ଜାଣିଥିବେ କି ଦୀପିକା ପାଦୁକୋନ ଗୋଟେ ସମୟରେ କହିଥିଲେ କି ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ । କିନ୍ତୁ ଏମିତି କହିବା ପଛରେ ମଧ୍ୟ ରହିଛି ରହସ୍ୟ । ଦୀପିକା ଙ୍କୁ ବୟଫ୍ରେଣ୍ଡ ବଦଳାଇବାର ବହୁତ ସଉକ ଥିଲା, ତାଙ୍କର ପ୍ରଥମ ବୟ ଫ୍ରେଣ୍ଡ ନିହାର ପାଣ୍ଡିଆ ଥିଲେ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ଦୁହେଁ ଡେଟ୍ କରୁଥିଲେ । ସେତେବେଳେ ଦୀପିକା ମଡେଲିଂ ରେ ନିଜର ପ୍ରୟାସ କରୁଥିଲେ ।

ବିଜୟ ମାଲିଆ ଙ୍କ ପାଇଁ ଦୀପିକା ଙ୍କୁ ଫିଲ୍ମ ରେ କାମ କରିବାକୁ ସୁଯୋଗ ମିଳିଥିଲା । କିନ୍ତୁ ଫିଲ୍ମ ମିଳିବା ପରେ ଦୀପିକା ବିଜୟ ମାଲିଆ ଙ୍କୁ ଭୁଲି ଯାଇଥିଲେ ଏବଂ ନିଜର ଵଏଫ୍ରେଣ୍ଡ ବଦଳାଇବାରେ ଲାଗିଥିଲେ । ଓମ ଶାନ୍ତି ଓମ ପରେ ଦୀପିକା ଯୁବରାଜ ସିଂ ଏବଂ ଏମ ଏସ ଧୋନି ଙ୍କୁ ମଧ୍ୟ ଡେଟ କରିଥିଲେ । ବଲିଉଡ ରେ ସମ୍ପର୍କ କେବଳ ଫାଇଦା ପାଇଁ କରାଯାଇଥାଏ । ତାପରେ ଦୀପିକା ରଣବୀର କପୁର ଙ୍କ ସହିତ ଡେଟ କଲେ ତାପରେ ଦୀପିକା ରଣବୀର ଙ୍କ ସହିତ ମଧ୍ୟ ବ୍ରେକ ଅପ କରିଥିଲେ ଏବଂ ତାପରେ ବିଜୟ ମାଲିଆ ଙ୍କ ପୁଅ ସିଦ୍ଧାର୍ଥ ମାଲିଆ ଙ୍କ ସହିତ ବହୁତ ଚର୍ଚ୍ଚାରେ ଥିଲେ ଦୀପିକା ।

ତାପରେ ଦୀପିକା କାଶ୍ମୀର ର ଏକ ମଡେଲ ସହିତ କିଛି ଦିନ ପାଇଁ ଡେଟ କରିଥିଲେ । ଶେଷରେ ଦୀପିକା ଭବାନୀ ଖାନଦାନ ର ମାଲିକ ରଣବୀର ସିଂ ଭବାନୀ ଙ୍କ ସହିତ ରିଲେସନ ରେ ଆସିଲେ ଏବଂ ତାଙ୍କୁ ବିବାହ କରିଲେ । ଦୀପିକା ନିଜ ଫିଲ୍ମ କ୍ୟାରିୟରରେ କେବଳ ବଡ଼ ବଡ଼ ଲୋକଙ୍କୁ ବ୍ୟବହାର କରି ଆଗକୁ ବଢିଛନ୍ତି । ଦୀପିକା କେବଳ ପଇସା ପାଇଁ ବଏ ଫ୍ରେଣ୍ଡ କରୁଥିଲେ । ଆଊ ଏବେ ଦୀପିକା ଙ୍କ ଅସଲି ଚେହେରା ସମସ୍ତଙ୍କ ସାମ୍ନାରେ ରହିଛି । ଡ୍ରଗ ମାଫିଆ ଙ୍କ ସହିତ ସମ୍ପର୍କ ରହିଛି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଙ୍କ ଏବଂ ଦୀପିକା ନିଜେ ମଧ୍ୟ ଡ୍ରଗ ଏଡିକ୍ଟେଡ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button