ସ୍ୱାସ୍ଥ୍ୟ

କେତେ ବି ବିଷଧର ସାପ କାମୁଡି ଥାଉ ନା କାହିଁକି 2 ମିନିଟ ରେ ସବୁ ବିଷ ଶେଷ କରିଦିଏ ଏହି ଗଛ, ଜାଣନ୍ତୁ ଓ ସେଆର କରନ୍ତୁ ସମସ୍ତଙ୍କ ସହିତ

ଆମ ଦେଶରେ ପ୍ରତି ବର୍ଷ ସାପ କାମୁଡାରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଯାଇଥାଏ । ବିଷାକ୍ତ ସାପର ବିଷ ଜୀବନ ନେଇପାରେ । ବହୁତ ଜାଗାରେ ପାଖରେ ହସ୍ପିଟାଲ ର ସୁବିଧା ନଥାଏ । ଏପରି ସ୍ଥିତିରେ ରୋଗୀଙ୍କୁ ବଞ୍ଚାଇବା ମୁସ୍କିଲ ହୋଇଥାଏ ।

କିନ୍ତୁ ଯଦି ଆପଣ କୌଣସି ଆୟୁର୍ବେଦିକ ଉପାୟ ଜାଣିଛନ୍ତି ତେବେ ରୋଗୀଙ୍କ ଜୀବନ ବଞ୍ଚାଇ ପାରନ୍ତି । କିଛି ଆୟୁର୍ବେଦିକ ଉପାୟ ବହୁତ ସହଜ ଓ ଅସରଦାର ହୋଇଥାଏ । ଆଜି ଆମେ ଏମିତି ଏକ ଉପାୟ ବିଷୟରେ କହିବୁ ଯାହା କୌଣସି ବି ବିଷଧର ସାପର ବିଷକୁ ୫ ମିନିଟ ରେ ଶେଷ କରିଦେଇଥାଏ ।

ସେହି ଗଛର ନାମ ହେଉଛି କାଙ୍କଣ ଗଛ । ଏହା ଆମ ଦେଶରେ ପ୍ରାୟତଃ ସବୁ ଜାଗାରେ ମିଳିଥାଏ । କାଙ୍କଣକୁ ଆମେ ପରିବା ରୂପରେ ବ୍ୟବହାର କରିଥାଉ । ଏହା ଖାଇବା ପାଇଁ ବହୁତ ସ୍ଵାଦିଷ୍ଟ ହୋଇଥାଏ ।

ଏହି ଗଛରେ ବହୁତ ସାରା ଔଷଧୀୟ ଗୁଣ ରହିଥାଏ । ଏହି ଗଛକୁ କୌଣସି ବି ପ୍ରକାରର ବିଷକୁ ଶେଷ କରିବାର ବରଦାନ ମିଳିଛି ତାହା ନାଗ ସାପର ବିଷ ହେଉ ଥାଉ ନା କାହିଁକି ତାହାକୁ କିଛି ମିନିଟ ରେ ଭଲ କରିଦେଇଥାଏ ।

କେମିତି ପ୍ରୟୋଗ କରିବେ

ଏହି ଗଛକୁ ଦୁଇ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଦିଅନ୍ତୁ । ଏହାକୁ ମିକ୍ସରରେ ପେଶି ପାଉଡର ପ୍ରସ୍ତୁତ କରନ୍ତୁ । ଯେଉଁ ବ୍ୟକ୍ତିକୁ ସାପ କାମୁଡିଛି ତାହାକୁ ଏହି ଗଛର ଏକ ଚାମଚ ପାଉଡର କ୍ଷୀରରେ ମିଶାଇ ପିଇବାକୁ ଦିଅନ୍ତୁ । ହାରାହାରି 5 ମିନିଟ ରେ ବିଷର ପ୍ରଭାବ ଶେଷ ହୋଇଯାଇଥାଏ । ଏହି ପ୍ରକାରରେ ଆପଣ ସେହି ରୋଗୀର ଜୀବନ ବଞ୍ଚାଇପାରିବେ ଓ ନିଜ ଇଲାକାର ଆୟୁର୍ବେଦିକ ଡାକ୍ତର ହୋଇ ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button