ମନୋରଞ୍ଜନ

ମଜେଦାର ଫଟୋ : ହସିବା ପାଇଁ କେବଳ ଏଇ ଗୋଟିଏ ଲାଇନ ହିଁ କାଫି, ବିଶ୍ଵାସ ହେଉ ନାହିଁ ତ ଏହି ବୋର୍ଡ ସବୁକୁ ଥରେ ଦେଖି ନିଅନ୍ତୁ

ଆଜିକାଲି ଏହି ସ୍ଟ୍ରେସ ଭରା ଜୀବନରେ ମଣିଷ ହସିବା ଭୁଲି ଯାଇଛି । ସେ କାମରେ ଏତେ ବ୍ୟସ୍ଥ ହୋଇ ଯାଇଛି କି ନିଜ ପାଇଁ ବି ସମୟ ବାହାର କରି ପାରୁ ନାହାନ୍ତି । କିନ୍ତୁ ନିଜ ଉପରେ ଏତେ ଅତ୍ୟାଚାର କରିବା ଉଚିତ ନୁହେଁ । ଯଦି ଆପଣ ନିଜ ସହିତ ଏହିଭଳି କରୁଛନ୍ତି ତେବେ ସେହି ଦିନ ଦୂର ନୁହେଁ ଯେତେବେଳେ ଆପଣଙ୍କୁ ଭିନ୍ନ ଭିନ୍ନ ପ୍ରକାରର ରୋଗରେ ଆପଣ ପୀଡିତ ହୋଇଯିବେ ।

ସେଥିପାଇଁ ସୁସ୍ଥ ରହିବାର ପ୍ରଥମ ମନ୍ତ୍ର ହେଉଛି କି ନିଜ ପାଇଁ ଅଳ୍ପ ସମୟ ବାହାର କରନ୍ତୁ ଏବଂ ମନକୁ ପ୍ରସନ୍ନ ରଖନ୍ତୁ । ସେଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ସୋସିୟାଲ ମିଡିୟାରୁ କିଛି ଭାଇରାଲ ହୋଇଥିବା ଏହିଭଳି କିଛି ଫଟୋ ଆଣିଛୁ ଯାହାକୁ ଦେଖି ବା ପରେ ଆପଣ ନିଜର ହସକୁ କଣ୍ଟ୍ରୋଲ କରି ପାରିବେ ନାହିଁ । ତେବେ ଆଉ ଡେରି କଣ ପାଇଁ ? ଚାଳନ୍ତୁ ଦେଖିବା ସେହି ଫଟୋ ଗୁଡିକ ।

ଯମରାଜ ପାଖକୁ ଯିବାର ଅଛି ତେବେ ଓବରଟେକ କରନ୍ତୁ

ଏହି ପାର୍ଟିରେ କେବଳ ଦମ୍ପତିମାନଙ୍କୁ ନିଆଯାଏ

ସିଧା କଥା, ଫାଲୁତୁ କଥା ନାହିଁ

ଉଙ୍ଗଲି କରିବା ଖରାପ କଥା ଅଟେ ତାହା ପୁଣି ଲିଫ୍ଟ ହିଁ କଣ ପାଇଁ ନ ହୋଇଥାଉ

ଏଠି କେଉଁଠି ଆସିଗଲୁ ଆମେ

ଆମେ ଆପଣଙ୍କ ଠାରୁ ବି ବଡ ଭିକାରି ଅଟୁ

ଲାଗୁଛି କି ଏମାନେ ଅକ୍ସୋଫୋର୍ଡରେ ଇଂଗ୍ଲିଶ ଶିଖିଛନ୍ତି

ଛେପ ପକାଉଥିବା ଲୋକକୁ କୁଟିବା ପରେ ଦଣ୍ଡ ବି ଦିଆଯିବ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button