ଦେଶ- ବିଦେଶ

ନେହେରୁ କରିଥିଲେ ଏହି ୩ଟି ବଡ ଭୁଲ, ଯାହାର ଦଣ୍ଡ ଆଜି ବି ଭୋଗୁଛି ଭାରତ

କୁହାଯାଏ କି ଇତିହାସରେ ନିଆ ଯାଇଥିବା ଗୋଟିଏ ବି ସଠିକ ନିଷ୍ପତି ଆପଣଙ୍କର ଭାଗ୍ୟ ବଦଳାଇ ଦେଇଥାଏ । ତେବେ ଭୁଲ ନିଷ୍ପତିର ପରିଣାମ ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋଗିବାକୁ ପଡିଥାଏ । ଏହିଭଳି କିଛି କାଶ୍ମୀର ସହିତ ହୋଇଛି । କାଶ୍ମୀରରେ ଆଜି ଯେଉଁ ସମସ୍ୟା ଅଛି, ତାହା ଭାରତର ପୂର୍ବ ପିଏମ ନେହେରୁଙ୍କର ଏକ ଭୁଲ ନିଷ୍ପତି ଯୋଗୁ ଅଟେ । ଯାହା ପାଇଁ ଭାରତ ଆଜି କାଶ୍ମୀର ପାଇଁ ଅସୁବିଧାର ସମ୍ମୁଖୀନ ହେଉଛି । ଏବଂ ଏହି କାରଣରୁ ହଜାର ହଜାର ଯବାନ ସହିଦ ହେଉଛନ୍ତି । ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା କଣ ଅଟେ ।

କୁହାଯାଏ କି କାଶ୍ମୀରର ମହାରାଜା ବୀନା କୌଣସି ଶର୍ତରେ ନିଜର ରିୟାସତକୁ ଭାରତରେ ମିଶାଇବା ପାଇଁ ପ୍ରସ୍ତାବ ରଖିଲେ । କିନ୍ତୁ ସେହି ସମୟରେ ନେହେରୁ ଏହି ପ୍ରସ୍ତାବରେ ଶେଖ ଅବ୍ଦୁଲ୍ଲାଙ୍କର ସହମତି ନେବା ପାଇଁ ଜରୁରୀ କହିଲେ । ଯଦି ନେହେରୁ ସେହି ପ୍ରସ୍ତାବରେ ମାନି ଯାଇଥାନ୍ତେ ତେବେ ବୋଧେ ଆଜି କାଶ୍ମୀରର ସମସ୍ୟା ଆମ ସାମନାରେ ଆସି ନଥାନ୍ତା ।

ଏମିତି ବି କୁହାଯାଏ କି ନେହେରୁଙ୍କର ଶାସନ କାଳରୁ ହିଁ ଏହି ସବୁ ସମସ୍ୟା ଚାଲି ଆସୁଛି । ଏହା କେବେ ଅନ୍ତ ହେବ ତାହା କାହକୁ ଜଣା ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ନେହେରୁଙ୍କର ତିନୋଟି ଭୁଲ ନିଷ୍ପତି ବିଷୟରେ କହିବାକୁ ଯାଉଛୁ ।

ନେହେରୁଙ୍କର ତିନୋଟି ଭୁଲ ବଡ ନିଷ୍ପତି

ଆଜାଦି ସମୟରେ ଭାରତରେ ପାଖାପାଖି ୬୦୦ ରିୟାସତଙ୍କୁ ଭାରତରେ ମିଶିବା ପାଇଁ ନୂଆ ନିୟମ ତିଆରି କରାଯାଇଥିଲା । କିଛି ରିୟାସତଙ୍କୁ ଛାଡି ସରଦାର ପଟେଲଙ୍କର ଇଛାରେ ଭାରତରେ ସମସ୍ତେ ମିଶିଗଲେ, କିନ୍ତୁ କାଶ୍ମୀର ରିୟାସତର କଥା ପ୍ରଧାନମନ୍ତ୍ରୀ ନିଜ ପାଖରେ ରଖିଲେ । ସେହି ସମୟରେ ନେହେରୁ ତିନୋଟି ଭୁଲ ନିଷ୍ପତି ନେଇଥିଲେ ।

୧. କାଶ୍ମୀର ମାମଲାକୁ ସଂଯୁକ୍ତ ରାଷ୍ଟ୍ରରେ ନେଇଯିବା

ନେହେରୁ ନିଜେ କାଶ୍ମୀର କଥାକୁ ୟୁଏନରେ ନେଇ ଚାଲିଗଲେ, ଯାହାର ଲାଭ ପାକିସ୍ତାନକୁ ମିଳିଲା ଏବଂ ଆଜି ବି ଏହି କଥା ସଂଯୁକ୍ତ ରାଷ୍ଟ୍ରରେ ଅଟକି ଅଛି ଏବଂ ସବୁ ବର୍ଷ ଏହା ଉପରେ କଥାବାର୍ତ୍ତା ହୋଇଥାଏ । ଏବଂ ସବୁ ବର୍ଷ ସଂଯୁକ୍ତ ରାଷ୍ଟ୍ରରେ ଭାରତକୁ ଏହି କଥାରେ ଲଜ୍ଜିତ ହେବାକୁ ପଡିଥାଏ ଏବଂ ଏହି କଥା ବର୍ତ୍ତମାନ ପର୍ଯ୍ୟନ୍ତ ବି ଶାନ୍ତ ହୋଇ ନାହିଁ ।

୨. ୧୯୪୮ରେ ଭାରତ ଏବଂ ପାକିସ୍ତାନର ଯୁଧ୍ୟରେ ସୀଜଫାୟରର ଘୋଷଣା କରିବା

ଯେତେବେଳେ ୧୯୪୮ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଧ୍ୟ ହୋଇଥିଲା ତେବେ ଭାରତୀୟ ସେନା ପାକିସ୍ତାନକୁ ତଡିବାରେ ସଫଳ ରହିଥିଲେ ଏବଂ ଭାରତୀୟ ସେନା ବଲୂଚିସ୍ତାନ ଉପରେ କବ୍ଜା କରିବାରେ ସଫଳ ରହିଲେ । ଯୁଧ୍ୟରେ ପାକିସ୍ତାନକୁ ପରଜାୟ ମିଳିଥିଲା । ଏବଂ ବଲୂଚିସ୍ତାନ ଭରତ ସହିତ ରହିବା ପାଇଁ ଚାହୁଁଥିଲା । କିନ୍ତୁ ସେହି ସମୟରେ ଅଚାନକ ପଣ୍ଡିତ ନେହେରୁ ସୀଜଫାୟର ଘୋଷଣା କରିଦେଲେ, କାରଣ ସେ ଶାନ୍ତି ଚାହୁଁଥିଲେ ।

୩. ଆର୍ଟିକୀଲ ୩୭୦ ଅନୁସାରେ କାଶ୍ମୀରକୁ ବିଶେଷ ରାଜ୍ୟ ରୂପରେ ଘୋଷଣା କରିବା

ଯଦି ନେହେରୁ କାଶ୍ମୀର ମହାରାଜାଙ୍କର ପ୍ରସ୍ତାବ ମାନି ନେଇଥାନ୍ତେ ତେବେ ଆଜି କାଶ୍ମୀରରେ ଭାରତର ସବୁ ନିୟମ ଲାଗୁ ହୋଇଥାନ୍ତା । କିନ୍ତୁ ନେହେରୁ ସେହି ପ୍ରସ୍ତାବକୁ ସ୍ଵୀକାର କରିଲେ ନାହିଁ ଏବଂ କାଶ୍ମୀରକୁ ଏକ ବିଶେଷ ରାଜ୍ୟ ରୂପରେ ଘୋଷଣା କରିଲେ । ଯାହା ପରେ ସେଠି ୩୭୦ ଲାଗୁ ହେଲା ଏବଂ ଆଜି ବି ତାର ଅସୁବିଧା ଦେଶ ଭୋଗୁଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button