ମନୋରଞ୍ଜନ

ବଡ ବଡ ଅଭିନେତ୍ରୀଙ୍କୁ ଙ୍କୁ ପଛରେ ପକେଇଦେବେ ବରୁଣ ଧାବନଙ୍କ ଗର୍ଲଫ୍ରେଣ୍ଡ, ଜଲ୍ଦି ବାହା ହେବାକୁ ଯାଉଛନ୍ତି ଦୁଇଜଣ

ବଲୀଉଡ ଦୁନିଆରୁ ପ୍ରେମ ର ଖବର ଆସିବା ବହୁତ ସାମାନ୍ୟ କଥା ଅଟେ । କଳାକାର ମାନେ ଯେତେ ପ୍ରୋଫେଶନଲ ଲାଇଫକୁ ନେଇ ଚର୍ଚାରେ ରୁହନ୍ତି ତାହାଠୁ ବେଶୀ ନିଜର ପର୍ସନଲ ଲାଇଫ ପାଇଁ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ବରୁଣ ଧବନଙ୍କ ବିଷୟରେ । ବରୁଣ ବଲୀଉଡର ଜଣେ ପ୍ରତିଷ୍ଠିତ ଏବଂ ଲୋକପ୍ରିୟ ଅଭିନେତା ଅଟନ୍ତି । ବରୁଣ ବହୁତ କମ ସମୟରେ ସଫଳତାର ସିଢି ପରେ ସିଢି ଚଢି ଚାଲିଛନ୍ତି । ତେବ ଚାଳନ୍ତୁ ଆଜିର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ଦେଖିବା ।

ବରୁଣ ଏହି ଯୁବତୀଙ୍କୁ କରନ୍ତି ବହୁତ ପ୍ରେମ

ବରୁଣ ଧବନ ଯେବେଠୁ ବଲୀଉଡରେ ଗୋଡ ରଖିଛନ୍ତି, ସେହି ସମୟରୁ ହିଁ ତାଙ୍କର ନାମ ବହୁତ ଅଭିନେତ୍ରୀଙ୍କ ସହ ଜଡିତ କରାଯାଇଛି, କିନ୍ତୁ ବର୍ତ୍ତମାନ ହିଁ ସେ ଏହି ଯୁବତୀର ନାମ ନେଇଛନ୍ତି । ‘କଫୀ ୱିଦ କରଣ’ ଶୋରେ ବରୁଣ ଧବନ କହିଛନ୍ତି କି ସେ ଫୈଶନ ଡିଜାଇନର ନତାଶା ଦଲାଲଙ୍କୁ ଡେଟ କରୁଛନ୍ତି । କହିଦେଉଛୁ ଯେ ନତାଶା ବରୁଣ କର ଛୋଟ ବେଳର ସାଙ୍ଗ ଅଟନ୍ତି । ବର୍ତ୍ତମାନ ତାଙ୍କର ବନ୍ଧୁତା ପ୍ରେମରେ ବଦଳି ଯାଇଛି । ଦୁଇଜଣ ଏକା ସହିତ ବହୁତ ଜାଗାରେ ଦେଖା ଯାଇଛନ୍ତି ଏବଂ ଦୁଇଜଣ ବାହା ହେବ ପାଇଁ ମଧ୍ୟ ଇଛା କରୁଛନ୍ତି ।

ଆମେ ଜଲ୍ଦି ବିବାହ କରିବା – ବରୁଣ ଧାବନ

ବହୁତ ବିବାବ ପରେ ବରୁଣ ଏବଂ ନତାଶା କହିଲେ କି ଆମେ ଦୁଇଜଣ ଏକ ହୈପ୍ପୀ କପଲ ଅଟୁ । ଏହା ସହିତ ବରୁଣ କହିଲେ କି ନତାଶା ମୋତେ ଏଥି ପାଇଁ ଭଲପାଏ ନାହିଁ କି ମୁଁ ଅଭିନେତା ଅଟେ, ଆମର ସମ୍ପର୍କ ହୃଦୟ ସହିତ ଜଡିତ ଅଛି ଏବଂ ଏହି ସମ୍ପର୍କକୁ ନାମ ଦେବା ପାଇଁ ମୁଁ ନତାଶା ସହିତ ବାହା ହେବା ପାଇଁ ପ୍ଳାନ କରୁଛି ଏବଂ କହିଲେ କି ଆମେ ଚେଷ୍ଟା କରୁଛୁ କି ଆମେ ଜଲ୍ଦି ରୁ ଜଲ୍ଦି ବାହା ହୋଇଯିବୁ । କହିଦେଉଛୁ ଯେ ବରୁଣ ଖାଲି ସମୟରେ ନତାଶାଙ୍କ ସହିତ ସମୟରେ ବିତାଇ ଥାନ୍ତି ।

ମୋର ପ୍ରଥମ ପ୍ରେମ ଫିଲ୍ମ ଅଟେ ଏବଂ ତାହା ପରେ ନତାଶା

ବରୁଣ କହିଲେ କି ସମସ୍ତେ ଜାଣନ୍ତି କି ମୋର ପ୍ରଥମ ଭଲ ପାଇବା ଫିଲ୍ମ ଅଟେ ଏବଂ ତାହା ପରେ ନତାଶା, ଏହା ପରେ ଫ୍ୟାମେଲି ଏବଂ ସାଙ୍ଗମାନେ । କାହାକୁ ମୁଁ ଦୁଖୀ କରିବା ପାଇଁ ଚାହେଁ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button