ମନୋରଞ୍ଜନ

ଏହି ଫିଲ୍ମ ଷ୍ଟାରମାନେ ସତରେ କରିଛନ୍ତି ଭୂତର ସାମନ୍ନା, ଗୋବିନ୍ଦାଙ୍କ ସାଙ୍ଗରେ ହୋଇଥିଲା ସବୁଠୁ ଭୟାନକ ଘଟଣା

ଆପଣ ଭୁତକୁ କେତେ ମାନନ୍ତି…? ଏହା କିଛି ଏମିତି ପ୍ରଶ୍ନ ଅଟେ ଯାହାକି ନିଜ ସହିତ କେବେ ବି ଗୋଟିଏ ଉତ୍ତର ଆଣି ନ ଥାଏ । କିଛି ଲୋକମାନେ ଭୁତକୁ ମାନନ୍ତି ଏବଂ କିଛି ଲୋକମାନଙ୍କର କହିବା ଅଟେ କି ଆତ୍ମା ଅଛି ଏବଂ କିଛି ଲୋକମାନେ ମାନନ୍ତି କି ଏହା କେବଳ ମନର କଳ୍ପନା ଅଟେ । ଆମେ ଆପଣଙ୍କୁ ଏହା କହୁ ନାହୁଁ କି ଆପଣ ଏହି କଥାକୁ ବିଶ୍ଵାସ କରନ୍ତୁ କି ମାନି ନିଅନ୍ତୁ । କିନ୍ତୁ କିଛି ଏମିତି ଘଟଣା ହୋଇଥାଏ ଯାହାକୁ ଲୋକମାନେ କିଛି ଅଜୀବ କିମ୍ବା କିଛି ଅଲଗା ଅନୁଭବ କରିଥାନ୍ତି । ଏହା କେବଳ ସାଧାରଣ ମଣିଷ ସହିତ ହୋଇନଥାଏ ସେଲିବ୍ରିଟୀମାନଙ୍କ ସହିତ ମଧ୍ୟ ହୋଇଥାଏ ଯେତେବେଳେ ସେମାନେ ନିଜ ଛଡା ଅନ୍ୟ କାହାକୁ ଅନୁଭବ କରିଥାନ୍ତି ।

ବିପାଶା ବସୁ

ବଲୀଉଡର ଅଭିନେତ୍ରୀ ବିପାଶା ବସୁ ନିଜର କାରିୟରରେ ବହୁତ ବେଶୀ ଭୁତ ଏବଂ ଭୟଙ୍କର ଫିଲ୍ମ କରିଛନ୍ତି । ଥରେ ବିପାଶା, ଯେତେବେଳେ ଗୁନାହ ଫିଲ୍ମର ଶୁଟିଙ୍ଗ ମୁକେଶ ମିଲରେ କରୁଥିଲେ ସେହି ସମୟରେ ତାଙ୍କୁ କିଛି ଅଲଗା ଅନୁଭବ ହେଲା । ସେ ନିଜର ଅଭିନୟ କରି ପାରୁନଥିଲେ ଏବଂ କିଛି ଦିନ ପର୍ଯ୍ୟନ୍ତ ସେ ଡିସଟର୍ବ ରହୁଥିଲେ । ଏତିକି ନୁହେଁ ସେହି ଲୋକେସନରେ କୌଣସି ଅନ୍ୟ ଫିଲ୍ମର ମଧ୍ୟ ସୁଣ୍ଟିଙ୍ଗ ଚାଲିଥିଲା । କୁହାଯାଏ କି ସେହି ଫିଲ୍ମ ର ହିରୋଇନ ଶରୀରରେ ଆତ୍ମା ଚଢି ଯାଇଥିଲା ଏବଂ ହସ୍ପିଟାଲରେ ତାହାର ମୁର୍ତ୍ୟୁ ହୋଇ ଯାଇଥିଲା ।

ଇମରାନ ହାଶମୀ

ଇମରାନ ହାଶମୀ ବି କହୁଥିଲେ କି ସେ ଛୁଟିଦିନରେ ନିଜର ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ । ସେ ଯେଉଁ ହୋଟେଲରେ ରହିଥିଲେ ସେହି ହୋଟେଲରେ ତାଙ୍କ ଛଡା ଆଉ କେହି ନଥିଲେ । ତାଙ୍କୁ ହଠାତ କୌଣସି ମଣିଷ ଚିଲାଇବାର ଆବାଜ ଶୁଣାଗଲା । ତେବେ ସେ ଦଉଡି ଯାଇ ସେହି ଜାଗାକୁ ଗଲେ କିନ୍ତୁ ସେଠୀ ବହୁତ ସମୟ ପର୍ଯ୍ୟନ୍ତ ଆବାଜ ଶୁଣିଲେ, କିନ୍ତୁ ତାଙ୍କୁ କେହି ଦେଖା ଗଲେନି । ତାପର ଦିନ ସେ ଅନ୍ୟ ଏକ ହୋଟେଲକୁ ପଳାଇଲେ ।

ରଣବୀର ସିଂହ

ବାଜୀରାୱ ମସ୍ତାନୀ ର ଶୁଟିଙ୍ଗ ସମୟରେ ରଣୱୀର ସିଂହଙ୍କୁ ମଧ୍ୟ କିଛି ଅନୁଭବ ହୋଇଥିଲା । ଏତିକି ନୁହେଁ ସେ ନିଜେ ବାଜିରାୱଙ୍କ ଆତ୍ମା ଥିବାର ଅନୁଭବ କରିଛନ୍ତି । ସେ କହିଲେ କି କଳା ବୋର୍ଡରେ ସେ ଏକ ଆକୃତି ହେବାର ଦେଖିଲେ ଯାହା ପୂରାପୂରି ପେଶୱା ବାଜୀରୱଙ୍କ ଭଳି ଥିଲା । ସେ କହିଲେ କି ତାହା କେବଳ ତାଙ୍କର କଳ୍ପନା ଥିଲା ନା ସତରେ କେହି ଥିଲା ।

ଗୋବିନ୍ଦା

କମେଡି କିଙ୍ଗ ଗୋବିନ୍ଦାଙ୍କ ସହ ମଧ୍ୟ ଏହିଭଳି ଭୟାନକ ଘଟଣା ଘଟିଛି । ସେ ଏକ ପାହାଡୀ ଜାଗାରେ କୌଣସି ଏକ ଫିଲ୍ମ ଶୁଟିଙ୍ଗ କରୁଥିଲେ ଏବଂ ସେହି ସମୟରେ ସେ ଏକ ହୋଟେଲରେ ରହିଥିଲେ । ସେ କହିଲେ କି ଯେତେବେଳ ରାତି ଅଧରେ ତାଙ୍କର ଆଖି ଖୋଲିଲା ତାଙ୍କୁ ଲାଗିଲା କି କୌଣସି ମହିଳା ତାଙ୍କ ଛାତିରେ ବସିଛି ଏବଂ ତା ସହିତ ପୁରା ଘରର ସବୁ ଜିନିଷ ଖେଳେଇ ହୋଇଥିଲା ।

ସରୋଜ ଖାନ

ବଡ ବଡ ହିରୋଇନଙ୍କୁ ନିଜ କଥାରେ ନଚାଇଛନ୍ତି ସରୋଜ ଖାନଙ୍କ ସହିତ ମଧ୍ୟ ଏହିଭଳି ଘଟଣା ଘଟିଛି । ସେ ଏକ ହୋଟେଲରେ ନିଜର ଏକ ଗ୍ରୁପ ସହ ରହିଥିଲେ । ତାଙ୍କୁ ଲାଗିଲା କି କିଏ ଜଣେ ଉପର ମହଲାରେ ଜିନିଷ ଗୁଡିକ ବାରମ୍ବାର ପକାଉଛି । ଏହାପରେ ସେ ସମସ୍ତଙ୍କୁ ଡାକି ସେହି କଥା କହିଲେ କିନ୍ତୁ ତାଙ୍କୁ କୁହାଗଲା କି ଉପରେ କୋଣସି ଘର ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button