ମନୋରଞ୍ଜନ

ଇଏ ହେଉଛନ୍ତି ବଲିଉଡ ର 3 ହିରୋଇନ, ଯାହାଙ୍କ ବୋଲ୍ଡ ସିନ୍ ଲୋକମାନଙ୍କୁ ବାରମ୍ବାର ଟିକେଟ କିଣିବାକୁ ବାଧ୍ୟ କରିଥିଲା

କିଛି ସମୟ ପୂର୍ବରୁ ନେହା ଧୂପିୟା କହିଥିଲେ କି ବଲୀଉଡ କେବଳ ୨ଟି ଜିନିଷ ପାଇଁ ଚାଲିଛି, ଗୋଟେ ବୋଲ୍ଡ ସିନ୍ ଭଳି ଫିଲ୍ମ ଏବଂ ଆଉ ଗୋଟେ ହେଉଛି ସାହାରୁଖ ଖାନ ଙ୍କ ଯୋଗୁ । ବଲୀଉଡ ରେ ପାଖା ପାଖି ସବୁ ଫିଲ୍ମରେ ବୋଲ୍ଡ ସିନ୍ ଦେଖା ଯାଇ ଥାଏ, ଯାହା ଫଳରେ ଫିଲ୍ମ ଗୁଡିକ ଭଲ ଚାଲେ । ଇଛା ନଥିବା ସତ୍ବେ ଅଭିନେତ୍ରୀ ମାନଙ୍କୁ ଫିଲ୍ମରେ ଏହିଭଳି ଅଭିନୟ କରି ବାକୁ ପଡେ । ଆଜି ଆମେ ବଲୀଉଡ ର ଏଭଳି 3 ଜଣ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ବୋଲ୍ଡ ସୀନ ଦେଖିବା ପାଇଁ ଲୋକ ମାନେ ଦିୱାନା ଅଟନ୍ତି ।

୧. ସନି ଲିୟୋନୀ

ବୋଲ୍ଡ ସିନ୍ ର କଥା କହିଲେ ପ୍ରଥମେ ସମସ୍ତଙ୍କ ମୁହଁରେ ଗୋଟିଏ ଅଭିନେତ୍ରୀ ସନି ଲିୟୋନୀ ର ନାଁ ଆସି ଥାଏ । ସନି ଲିୟୋନୀ ବଲୀଉଡ ରେ ବହୁତ ବୋଲ୍ଡ ସିନ୍ସ ଦେଇ ଛନ୍ତି । ସେଥି ମଧ୍ୟରୁ One Night Stand, Ek Paheli Leela, Ragini MMS ଭଳି ଫିଲ୍ମରେ ବୋଲ୍ଡ ସିନ୍ ଦ୍ଵାରା ସେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରି ନେଇ ଥିଲେ ।

୨. ଜରୀନ ଖାନ

 

ସଲମାନ ଖାନ ଙ୍କର ଅଭିନେତ୍ରୀ ନାମ ରେ ଜଣା ଯାଉଥିବା ଜରୀନ ଖାନ ନିଜ କ୍ଯାରିୟର ର ଆରମ୍ଭ ବହୁତ ଭଲ ଅଭିନେତ୍ରୀ ଭାବରେ କରି ଥିଲେ । କିନ୍ତୁ ସେ ପରେ ଏମିତି କିଛି ଫିଲ୍ମ କରିଲେ ଯେ ଯାହାକୁ ଲୋକ ମାନେ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇ ରହି ଗଲେ । ଜରୀନ ଖାନ Hate Story 2, Wajah Tum Ho, Aksar 2 ଭଳି ଫିଲ୍ମ ଗୁଡିକରେ ବୋଲ୍ଡ ସିନ୍ସ ଦେଇ ଥିଲେ । ଏହା ପରେ ସେ ଅଲି ଅଫଜଲଙ୍କ ସହିତ ଗୋଟିଏ ଗୀତ କରି ଥିଲେ ଯେଉଁ ଥିରେ କେବଳ ବୋଲ୍ଡ ସିନ୍ ଦେଖା ଯାଇ ଥିଲା ।

୩. ସୁରୱୀନ ଚାୱଲା

 

ଟିଭି ସୋ ରୁ ନିଜର କ୍ଯାରିୟର ଆରମ୍ଭ କରିଥିବା ସୁରୱୀନ ଚାୱଲା ଆଜି ବଲୀଉଡ ର ଗୋଟେ ଭଲ ନାଁ ହୋଇ ଗଲେଣି । ଆପଣ ଜାଣିବା ନିମନ୍ତେ କୁହାଯାଉଛି ଯେ ସୁରୱୀନ ଚାୱଲା କମେଡୀ ସର୍କସ ରୁ ଲୋକପ୍ରିୟତା ପାଇ ଥିଲେ । ସେ ଫିଲ୍ମ ‘Hate Story 2’ ରେ ଜୟ ଭାନୁଶାଳି ସହିତ ଜବରଦସ୍ତ ବୋଲ୍ଡ ସିନ୍ କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button