ସ୍ୱାସ୍ଥ୍ୟ

ଯଦି ଆପଣ ବି ନିଜ ଚେହେରା ଏବଂ ପିରିୟଡଜନିତ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ନାଭିରେ ଏହିପରି ଲଗାନ୍ତୁ ତେଲ

ଆମ ନାଭିର ସିଧା ସମ୍ବନ୍ଧ ଆମ ଚେହେରା ସହିତ ରହିଥାଏ। ଯଦି ଆପଣ ନିଜ ଚେହେରାର ବିଭିନ୍ନ ସମସ୍ୟାକୁ ନେଇ ଚିନ୍ତିତ, ଏଥିପାଇଁ ଆପଣ ନାଭି ଜରିଆରେ ବି ଏହାର ସମାଧାନ କରିପାରିବେ। ଆସନ୍ତୁ ଜାଣିବା ଏହାର କିଛି ସରଳ ଉପାୟ ବିଷୟରେ।

୧. ଯଦି ଆପଣଙ୍କଠାରେ ମୁଖବ୍ରଣ ସମସ୍ୟା ରହିଛି, ତା’ହେଲେ ନିମ୍ବ ତେଲ ନାଭିରେ ପକାନ୍ତୁ।

୨. ଓଠ ଫାଟିଲେ ସୋରିଷ ତେଲ ନାଭିରେ ପକାନ୍ତୁ।

df

୩. ଚେହେରାରେ ଚମକ ଆଣିବା ପାଇଁ ବାଦାମ ତେଲ ନାଭିରେ ପକାନ୍ତୁ।

୪. ଚେହେରାକୁ ମୁଲାୟମ ରଖିବା ପାଇଁ ଶୁଦ୍ଧ ଦେଶୀ ଘିଅ ନାଭିରେ ପକାନ୍ତୁ।

୫. ଚେହେରାରୁ ଦାଗ, ଚିହ୍ନ ଦୂର କରିବା ପାଇଁ ଲେମ୍ବୁ ତେଲ ନାଭିରେ ଲଗାନ୍ତୁ।

gf

୬. ଚେହେରାରେ ଯଦି ଧଳା ଚିହ୍ନ ରହିଛି, ତେବେ ଆପଣ ନିମ୍ବ ତେଲ ଲଗାଇ ପାରିବେ।

୭. ପିରିୟଡ ସମୟରେ ଯନ୍ତ୍ରଣା ହେଉଥିଲେ ବ୍ରାଣ୍ଡିକୁ କଟନରେ ଭିଗାଇ ନାଭିରେ ରଖନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button